ଅନୁଗୁଳରେ ପ୍ରବଳ ବର୍ଷା, ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ
ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ସୋମବାର ସକାଳୁ ପ୍ରବଳ ବର୍ଷା ଲାଗିରହିଛି। କୋହଲା ପବନ ସାଙ୍ଗକୁ ଅସରାଅସରା ବର୍ଷରେ ସାଧାରଣ ଜୀବନଯାତ୍ରାରେ ବାଧା ସୃଷ୍ଟି ହୋଇଛି। ସହରାଞ୍ଚଳରେ ଥିବା ଖାଲୁଆ ଅଞ୍ଚଳରେ ପାଣି ଜମିରହିଛି। ଅନେକ ବସ୍ତି ଅଞ୍ଚଳରେ ଘରେ ପାଣି…



