ଜମିରେ ଗାଈ ପଶିବାକୁ ନେଇ ତୁମୁଳକାଣ୍ଡ: ସ୍ୱାମୀ, ସ୍ତ୍ରୀ ଓ ଝିଅର ଆକ୍ରମଣରେ ମହିଳା ମୃତ
ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ଭେଜିଡିହ ଗ୍ରାମରେ ପୂର୍ବଶତ୍ରୁତାକୁ ନେଇ ଗୋଟିଏ ପରିବାରର ସ୍ୱାମୀ, ସ୍ତ୍ରୀ ଓ ଝିଅ ମିଳିତ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି। ଏହି ଘଟଣାରେ ପୋଲିସ ଗତକାଲି…
