ମାଝୀପଡା ଛକ ବର୍ଷା ଜଳରେ ଭର୍ତ୍ତି, ଆରୋହି ଓ ପଥଚାରୀ ହନ୍ତସନ୍ତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବରସାହି ପଞ୍ଚାୟତର ମାଝୀପଡା ଛକରେ ସାମାନ୍ୟ ବର୍ଷା ହେଲେ ସ୍ଥାନଟି ଏକ ଜଳାଶୟର ଭ୍ରମ ସୃଷ୍ଟି କରୁଛି ।ଏହି ରାସ୍ତାଟି ଆଜକୁ ବହୁ ବର୍ଷ ହେବ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ପ୍ରତିବର୍ଷ ବର୍ଷା…

Continue Readingମାଝୀପଡା ଛକ ବର୍ଷା ଜଳରେ ଭର୍ତ୍ତି, ଆରୋହି ଓ ପଥଚାରୀ ହନ୍ତସନ୍ତ

କୋଶଳା ପଞ୍ଚାୟତ ଠାରେ ଶିଶୁ ସମସ୍ୟା ଓ ଅଧିକାର ସମ୍ପର୍କିତ କର୍ମଶାଳା “ଆକ୍ସେସ ଟୁ ଜଷ୍ଟିସ” ଆୟୋଜିତ

ଛେଣ୍ତିପଦା: ଅନୁଗୁଳ ଜିଲ୍ଲା କୋଶଳା ପଞ୍ଚାୟତରେ କୈଳାଶ ସତ୍ୟାର୍ଥୀ ଚିଲଡ୍ରେନ୍ସ ଫାଉଣ୍ଡେସନ ସହାୟତାରେ ବିଶ୍ୱ ଯୁବ କେନ୍ଦ୍ର ପରିଚାଳିତ "ଆକ୍ସେସ ଟୁ ଜଷ୍ଟିସ" କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏ ଅବସରରେ ବାଲ୍ୟବିବାହ, ଶିଶୁ ଚାଲାଣ ଓ ଶିଶୁ ଯୌନ ନିର୍ଯାତନା ବିଷୟ…

Continue Readingକୋଶଳା ପଞ୍ଚାୟତ ଠାରେ ଶିଶୁ ସମସ୍ୟା ଓ ଅଧିକାର ସମ୍ପର୍କିତ କର୍ମଶାଳା “ଆକ୍ସେସ ଟୁ ଜଷ୍ଟିସ” ଆୟୋଜିତ

ଲଗାଣ ବର୍ଷା ଯୋଗୁ ଆଉଁଳୀ ପୋଲ ପାଖ ରାସ୍ତାରେ ଘାଇ: ଧୋଇଗଲା ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଦୁଇ ଦିନ ଧରି ଚାଲିଥିବା ଲଗାଣ ବର୍ଷାରେ ବହୁ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଥିସହ କେତେକ ଗ୍ରାମରେ ବର୍ଷା ପାଣି ପଶି ଯିବାରୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗଡ଼ମଣ୍ଡଳ ଭଟ୍ଟପାଳ…

Continue Readingଲଗାଣ ବର୍ଷା ଯୋଗୁ ଆଉଁଳୀ ପୋଲ ପାଖ ରାସ୍ତାରେ ଘାଇ: ଧୋଇଗଲା ରାସ୍ତା, ଯୋଗାଯୋଗ ବିଚ୍ଛିନ୍ନ

୫ ବର୍ଷ ତଳର ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୨୦ଦିନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଛେଣ୍ଡିପଦା ଅଦାଲତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ସଦର ମହକୁମାରେ ଥିବା କନିଷ୍ଠ ବିଚାର ବିଭାଗୀୟ ଦେୱାନୀ ଅଦାଲତରେ (ଜେଏମଏଫସି କୋର୍ଟ) ବିଚାରପତି ଗତ ୧/୧୦/୨୦୧୮ ମସିହାରେ ଜରପଡା ଥାନା କେସ ନଂ-୧୭୭ରେ ହୋଇଥିବା ମାମଲାର ବିଚାର କରି ଦଣ୍ଡାଦେଶ ଶୁଣାଇଛନ୍ତି। ସ୍ଥାନୀୟ ଜରପଡ଼ା…

Continue Reading୫ ବର୍ଷ ତଳର ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୨୦ଦିନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଛେଣ୍ଡିପଦା ଅଦାଲତ

ନୂତନ ହାଟ ପଡ଼ିଆରେ ବୃକ୍ଷ ରୋପଣ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନୂତନ ହାଟ ପଡ଼ିଆ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଛେଣ୍ଡିପଦା ପଞ୍ଚାୟତ ସରପଞ୍ଚ ସୁଦିପ୍ତ କୁମାର ପ୍ରଧାନଙ୍କ ନେତୃତ୍ବରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଛେଣ୍ଡିପଦାର ସମସ୍ତ ସ୍ୱୟଂ ସହାୟକ…

Continue Readingନୂତନ ହାଟ ପଡ଼ିଆରେ ବୃକ୍ଷ ରୋପଣ

ଜମିରେ ଗୋରୁ ପଶିଯିବାରୁ ଗଣ୍ଡଗୋଳ, ମାଲିକଙ୍କ ଟାଙ୍ଗିଆ ଆକ୍ରମଣରେ ଗାଈ ଜଗୁଆଳୀଙ୍କ ଭାଙ୍ଗିଲା ହାତ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ସନ୍ତରାବନ୍ଧ ଗ୍ରାମରେ ଏକ ପଡ଼ିଆ ଜମିକୁ ଗୋରୁ ପଶିଯିବାକୁ କେନ୍ଦ୍ରକରି ମାଡିପିଟ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ସନ୍ତରାବନ୍ଧ ଗ୍ରାମର ବିଜୁ ସାହୁ ମଙ୍ଗଳବାର ଅପରାହ୍ନ ୨ଟାରେ…

Continue Readingଜମିରେ ଗୋରୁ ପଶିଯିବାରୁ ଗଣ୍ଡଗୋଳ, ମାଲିକଙ୍କ ଟାଙ୍ଗିଆ ଆକ୍ରମଣରେ ଗାଈ ଜଗୁଆଳୀଙ୍କ ଭାଙ୍ଗିଲା ହାତ

ଘରେ କେହି ନ ଥିବା ବେଳେ ତାଲା ଭାଙ୍ଗି ଗହଣା ନେଇଗଲେ ଦୁର୍ବୃତ୍ତ

ଛେଣ୍ଡିପଦା: ଅନୁଗୁଳ ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗ୍ରାମର ଝାରସୁଗୁଡ଼ାସାହିରେ ଘରେ କେହି ନ ଥିବାର ସୁଯୋଗ ନେଇ କଳାକନା ବୁଲାଇଲେ ଦୁର୍ବୃତ୍ତ। ଘରର ତାଲା ଭାଙ୍ଗି ସୁନା,ରୁପା ଇତ୍ୟାଦି ଚୋରି ହୋଇଥିବା ନେଇ ପରିବାର ଲୋକ ଶନିବାର ଛେଣ୍ଡିପଦା ଥାନାରେ…

Continue Readingଘରେ କେହି ନ ଥିବା ବେଳେ ତାଲା ଭାଙ୍ଗି ଗହଣା ନେଇଗଲେ ଦୁର୍ବୃତ୍ତ

ସ୍ତ୍ରୀ ଓ ଶଳାଙ୍କ ମାଡ଼ରେ ଭିଣୋଇ ଗୁରୁତର, ଥାନାରେ ଦେଲେ ଏତଲା

ଛେଣ୍ଡିପଦା:ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଜରପଡା ଥାନାର ପୁଟଗାଡିଆ ଗ୍ରାମରେ ଶଳା ଓ ସ୍ତ୍ରୀଙ୍କ ମାଡ଼ରେ ଭିଣୋଇ ଗୁରୁତର ହୋଇଥିବା ନେଇ ଶନିବାର ଜରପଡା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ସୂଚନା…

Continue Readingସ୍ତ୍ରୀ ଓ ଶଳାଙ୍କ ମାଡ଼ରେ ଭିଣୋଇ ଗୁରୁତର, ଥାନାରେ ଦେଲେ ଏତଲା

ଗୋଶାଳା ଗଲେ ଦୁର୍ଘଟଣା ଗ୍ରସ୍ତ ବଳଦ, ଜୟ ଜଗନ୍ନାଥ ସେବା ସଂଘ ବଢ଼ାଇଲା ସାହାଯ୍ୟର ହାତ

ଛେଣ୍ଡିପଦା: ଛେଣ୍ଡିପଦାରୁ ବାଗଡ଼ିଆ ଯାଇଥିବା ୧୫୩ବି ଜାତୀୟ ରାଜପଥର ବଡ଼ଯୋରା ନାଳ ନିକଟରେ କିଛି ଦିନ ହେଲା ଦୁର୍ଘଟଣାର ଶିକାର ହୋଇ ପଡ଼ିଥିବା ବଳଦକୁ ଗୋଶାଳା ପଠାଯାଇଛି। ଉତ୍ତମ ଚିକିତ୍ସା ନିମନ୍ତେ ଛେଣ୍ଡିପଦା ଜୟ ଜଗନ୍ନାଥ ସେବା ସଂଘ ପକ୍ଷରୁ ବଳଦକୁ…

Continue Readingଗୋଶାଳା ଗଲେ ଦୁର୍ଘଟଣା ଗ୍ରସ୍ତ ବଳଦ, ଜୟ ଜଗନ୍ନାଥ ସେବା ସଂଘ ବଢ଼ାଇଲା ସାହାଯ୍ୟର ହାତ

ସାମାନ୍ୟ କଥାରୁ ମହାଭାରତ! କଟୁରୀ ଚୋଟରେ ଯୁବକ ଗୁରୁତର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ବଡକେରେଜାଙ୍ଗ ଗ୍ରାମରେ କଟୁରୀ ଚୋଟରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ବଡକେରେଜାଙ୍ଗ ବଅଁରଡିହ ଗ୍ରାମର ଟୁନା ପ୍ରଧାନ(୨୨) ଗ୍ରାମ ପିଢ଼ ଦେଇ ଯାଉଥିବା ସମୟରେ ତାଙ୍କ ଭାଇ ରଞ୍ଜିତ…

Continue Readingସାମାନ୍ୟ କଥାରୁ ମହାଭାରତ! କଟୁରୀ ଚୋଟରେ ଯୁବକ ଗୁରୁତର