ବିଦ୍ୟୁତ ଆଘାତରେ ଗଲା ମହିଳା ଚାଷୀଙ୍କ ଜୀବନ
ଛେଣ୍ଡିପଦା / ଅନୁଗୁଳ: ସ୍ଥାନୀୟ ଜରପଡ଼ା ଥାନା କୋରଡ଼ାରେ ବିଦ୍ୟୁତ ଆଘାତରେ ଶୁକ୍ରବାର ଜଣେ ମହିଳା ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ହେଲେ କୋରଡ଼ାର ପ୍ରମୋଦ ସାହୁଙ୍କ ସ୍ତ୍ରୀ କମଳା ସାହୁ (୩୮)। ସୂଚନା ମୁତାବକ, କୋରଡ଼ାର ପ୍ରମୋଦ ସାହୁଙ୍କ…
ଛେଣ୍ଡିପଦା / ଅନୁଗୁଳ: ସ୍ଥାନୀୟ ଜରପଡ଼ା ଥାନା କୋରଡ଼ାରେ ବିଦ୍ୟୁତ ଆଘାତରେ ଶୁକ୍ରବାର ଜଣେ ମହିଳା ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ହେଲେ କୋରଡ଼ାର ପ୍ରମୋଦ ସାହୁଙ୍କ ସ୍ତ୍ରୀ କମଳା ସାହୁ (୩୮)। ସୂଚନା ମୁତାବକ, କୋରଡ଼ାର ପ୍ରମୋଦ ସାହୁଙ୍କ…
ଛେଣ୍ଡିପଦା/ ଅନୁଗୁଳ: ବଜ୍ରପାତରେ ସ୍ଥାନୀୟ ଛେଣ୍ଡିପଦା ବ୍ଲକ ପାଟକୁମୁଣ୍ଡା ପଞ୍ଚାୟତ ବାଘୁଆବୋଲର ବିଜୟ ନାଏକଙ୍କ ସ୍ତ୍ରୀ ବିନତୀ (୩୭) ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ବିନତୀ ୪ ମାସ ହେବ ନୂଆପଡ଼ାସ୍ଥିତ ବାପଘରେ ରହୁଥିଲେ। ଗୁରୁବାର ଅପରାହ୍ନରେ ବିନତୀ ଘରେ ବସିଥିବା…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନୂଆମୌଜ ଗାଁରେ ଗୁରୁବାର ବଡ଼ ଭାଇର ଠେଙ୍ଗା ମାଡ଼ରେ ସାନ ଭାଇ ଆହତ ହେଇଛି। ସୂଚନା ମୁତାବକ, ନୂଆମୌଜର ଦୁଇ ଭାଇ ଶୁକ୍ରୁ ପ୍ରଧାନ ଏବଂ ସପନା ପ୍ରଧାନଙ୍କ ମଧ୍ୟରେ ପୂର୍ବରୁ ଝଗଡ଼ା ଚାଲିଥିଲା।…
ଛେଣ୍ଡିପଦା: ବେଆଇନ ଭାବେ ଗଛ କାଟୁଥିବାରୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଗୋପୀବଲ୍ଲଭପୁରବାସୀ ଆଜି ମୈତ୍ରୀ କମ୍ପାନୀର ଇଡି, ଫିଲ୍ଡ ଅଫିସର ଓ ଅନ୍ୟ କର୍ମଚାରୀଙ୍କୁ ଅଟକ ରଖିଛନ୍ତି। ଏଥିସହ ସେମାନେ ଆଣିଥିବା ଗଛ କଟା ମେସିନକୁ ଜବତ କରିଥିଲେ। ସୂଚନା…
ଛେଣ୍ଡିପଦା/ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ବ୍ଲକର କୁକୁଡା ଚାଷୀ ସଂଘ ପକ୍ଷରୁ ମଙ୍ଗଳବାର ଏକ କୁକୁଡା ଚିଆଁ ବୋଝେଇ ପିକଅପ ଭ୍ୟାନକୁ ୬୩ନଂ ରାଜ୍ୟ ରାଜପଥର କୁକୁରପେଟା ଡ୍ୟାମ୍ ନିକଟରେ ଅଟକାଇବା ସହ ଛେଣ୍ଡିପଦା ଥାନା ଜିମା ଦେଇଛନ୍ତି। ସୂଚନା ମୁତାବକ, କୁକୁଡା…
ଅନୁଗୁଳ: ଅନୁଗୁଳ - ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥ ଉପରେ ଭାରିଯାନ ଚଳାଚଳକୁ ବିରୋଧ କରି କୋଶଳା ଗ୍ରାମ ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅର୍ଥନୈତିକ ଅବରୋଧ କରାଯାଇଛି। ସୂଚନା ମୁତାବକ, କୋଶଳା ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜେଏସ୍ପିଏଲ କର୍ମଚାରୀଙ୍କ ମୋବାଇଲ ଚୋରି ଘଟଣାରେ ପୁଲିସ ରବିବାର ଶଳା ଭିଣୋଇଙ୍କୁ ଗିରଫ କରିଛି। ସୂଚନା ଯେ, ଜେଏସପିଲ୍ କର୍ମଚାରୀ ଗୋବିନ୍ଦ ମିଶ୍ର ତାଙ୍କ ସାଙ୍ଗ ମାନଙ୍କ ସହ ଭୁବନପୁର ଘରେ…
ଛେଣ୍ଡିପଦା/ ଅନୁଗୁଳ: ସ୍ଥାନୀୟ ଛେଣ୍ତିପଦା ଥାନା ପୁରୁଣାଗଡ଼ ବରାଳ ବାଲୁଙ୍କେଶ୍ୱର ଶିବ ମନ୍ଦିରରୁ ଶନିବାର ରାତିରେ ଦାନବାକ୍ସ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ସବୁଦିନ ଭଳି ଶନିବାର ସନ୍ଧ୍ୟାରେ ମନ୍ଦିର ପୂଜକ ସୁରେଶ ମହାପାତ୍ର ସନ୍ଧ୍ୟା…
ଅନୁଗୁଳ/ଛେଣ୍ଡିପଦା: ସ୍ଥାନୀୟ ଛେଣ୍ତିପଦା ଥାନା ଅନ୍ତର୍ଗତ ପାତ୍ରପଡାରେ ପାରିବାରିକ କଳହକୁ ନେଇ ବୋହୂର ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କରିଛି ଶାଶୁ। ଗୁରୁତର ଅବସ୍ଥାରେ ବୋହୂକୁ ମେଡିକାଲରେ ଆଡମିଟ୍ କରାଯାଇଛି। ସୂଚନା ମୁତାବକ, ପାତ୍ରପଡ଼ାର ସୁଲୋଚନା ମାଝୀ ଓ ତାଙ୍କ ସାନ…
ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା -ଜରପଡା ରାସ୍ତାର ବନଦୁର୍ଗା ପୀଠ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ୨ ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର ମାନେ ହେଲେ ଛେଣ୍ତିପଦା ସେଠୀ ସାହିର ବିଜୟ କୁମାର ସେଠୀ ଓ ଦୀପକ…