ହାଟରୁ ଟଙ୍କା ଚୋରିକରି ଛେଚା ଖାଇଲେ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ସାପ୍ତାହିକ ହାଟରେ ଗୁରୁବାର ଜଣେ ବ୍ୟକ୍ତିଙ୍କ ପକେଟରୁ ଟଙ୍କା ଚୋରିକରି ଛେଚା ଖାଇଲେ ଯୁବକ। ସୂଚନା ମୁତାବକ, ଜଳତାପ ଗାଁର କାଶିନାଥ ପ୍ରଧାନ ଗୁରୁବାର ସକାଳେ କୋଶଳା ସାପ୍ତାହିକ ହାଟକୁ ଜିନିଷ…

Continue Readingହାଟରୁ ଟଙ୍କା ଚୋରିକରି ଛେଚା ଖାଇଲେ ଯୁବକ

ଜେଏସ୍‌ପିଏଲ୍‌ରେ କଲାମଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

ଅନୁଗୁଳ: ପୂର୍ବତ୍ତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କଲାମଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଜେଏସ୍‌ପିଏଲ୍ ଓପି ଜିନ୍ଦଲ ସ୍କୁଲରେ ଏକ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପତିଯୋଗିତା ବୁଧବାର ଅନୁଷ୍ଠିତ ହୋଇଯାଇଛି। ବରଗଡ ଜିଲ୍ଲାରୁ ପ୍ରକାଶିତ ପାକ୍ଷିକ ପତ୍ରିକା କୋଶଲ ଟାଇମ୍ ପକ୍ଷରୁ ଆୟୋଜିତ…

Continue Readingଜେଏସ୍‌ପିଏଲ୍‌ରେ କଲାମଙ୍କ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗିତା

ଜେଏସ୍‌ପିଏଲ୍ ଚୋରି ସାମଗ୍ରୀ ରଖିବା ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କାଳିଆକଟା ଗାଁରେ ଜେଏସ୍‌ପିଏଲ୍‌ରୁ ଚୋରି ଲୁହା ସାମଗ୍ରୀ ରଖିବା ଅଭିଯୋଗରେ ପୁଲିସ ଜଣେଙ୍କୁ ଗିରଫ କରିଛି। ସୂଚନା ଯେ, ଗାଁର ସନ୍ତୋଷ ନାଏକ ତାଙ୍କ ଘରେ ବହୁ ପରିମାଣର ବିଭିନ୍ନ ପ୍ରକାରର…

Continue Readingଜେଏସ୍‌ପିଏଲ୍ ଚୋରି ସାମଗ୍ରୀ ରଖିବା ଅଭିଯୋଗରେ ଜଣେ ଗିରଫ

ସିସିଟିଭି କ୍ୟାମେରା ଚୋରି ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ପୁଲିସ ରବିବାର ସିସିଟିଭି କ୍ୟାମେରା ଚୋରି ଅଭିଯୋଗରେ ୨ଜଣଙ୍କୁ ଗିରଫକରିଛି। ସୂଚନା ମୁତାବକ, ପରଙ୍ଗ ଗାଁ ନିକଟରେ ଥିବା ଶ୍ରୀମେଟାଲିକ୍ସ ନାମକ ଏକ କାରଖାନା ପରିସରରୁ ଗତ ୧ ତାରିଖ ବିଳମ୍ବିତ ରତିରେ ଅନୁଗୁଳ…

Continue Readingସିସିଟିଭି କ୍ୟାମେରା ଚୋରି ଅଭିଯୋଗରେ ୨ ଗିରଫ

ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମକରି ବୃଦ୍ଧ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଇଲାକାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମକରି ୬୫ ବର୍ଷର ଜଣେ ବୃଦ୍ଧଙ୍କୁ ମଙ୍ଗଳବାର ଗିରଫ କରିଛି ପୁଲିସ। ସୂଚନା ମୁତାବକ, ସୋମବାର ସକାଳ ୯ଟାରେ ୧୦ ବର୍ଷର ଜଣେ ନାବାଳିକା ବିଦ୍ୟାଳୟକୁ ପାଠ ପଢ଼ିବାକୁ…

Continue Readingନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମକରି ବୃଦ୍ଧ ଗିରଫ

ଘରପୋଡ଼ି ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଘୁଆବୋଲ ଗାଁରେ ଏକ ଘର ପୋଡ଼ି ଦେଇଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫକରିଛି। ସୂଚନା ଅନୁଯାୟୀ, ବାଘୁଆବୋଲ ଗାଁରେ ଥିବା ଏକ ପାଣି ଟାଙ୍କିରେ ବିଜାପଦା ଗାଁର ଜମ୍ବେଶ୍ବର ଦେହୁରୀ(୫୦) ଜଗୁଆଳୀ ଭାବେ…

Continue Readingଘରପୋଡ଼ି ଅଭିଯୋଗରେ ଜଣେ ଗିରଫ

ଜେଏସ୍‌ପିଏଲ୍‌ରୁ ଲୁହା ଚୋରି ଅଭିଯୋଗ, ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜେଏସ୍‌ପିଏଲ କାରଖାନା ପରିସରରୁ ଲୁହା ଚୋରି ଅଭିଯୋଗରେ ପୁଲିସ ମଙ୍ଗଳବାର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁଯୟୀ, କାରଖାନା ପରିସରରୁ ଏକ ହାଇୱା (ଓଡି୩୫-୦୯୦୯)ରେ…

Continue Readingଜେଏସ୍‌ପିଏଲ୍‌ରୁ ଲୁହା ଚୋରି ଅଭିଯୋଗ, ୩ ଗିରଫ

ଛେଣ୍ଡିପଦାରେ ରାଜ୍ୟ ବିଜେପି ସଭାପତି ମୋଦିଙ୍କ ଯୋଜନା ଶତ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚୁ:ସମୀର ମହାନ୍ତି

ଅନୁଗୁଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ ଆଠ ବର୍ଷରେ କେନ୍ଦ୍ରରେ ବିଜେପିର ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ନିରନ୍ତର ଯାତ୍ରା ଚାଲିଛି। ଜାତି,ପରିବାର,ଭ୍ରଷ୍ଟାଚାର, ତୁଷ୍ଟିକରଣରୁ ଉର୍ଦ୍ଧ୍ଵରେ ରହି ଜାତୀୟ ରାଜନୀତି ସର୍ବସ୍ପର୍ଶୀ, ସର୍ବ ସମାବେଶୀ,ବିକାଶବାଦର ଜୟଯାତ୍ରାରେ ପରିଣତ…

Continue Readingଛେଣ୍ଡିପଦାରେ ରାଜ୍ୟ ବିଜେପି ସଭାପତି ମୋଦିଙ୍କ ଯୋଜନା ଶତ ପ୍ରତିଶତ ଲୋକଙ୍କ ପାଖରେ ପହଞ୍ଚୁ:ସମୀର ମହାନ୍ତି

ବଲେରୋସହ କେନ୍ଦୁପତ୍ର ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଏକ କେନ୍ଦୁପତ୍ର ବୋଝେଇ ବଲେରୋ ଜବତ କରିଛି। ସୂଚନା ଯେ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ୬୩ ନଂ ଜାତୀୟ ରାଜପଥର ନିଶା ଗାଁଠାରେ…

Continue Readingବଲେରୋସହ କେନ୍ଦୁପତ୍ର ଜବତ

ଆଜିଠୁ ସୁସୁଡ଼ାରେ ସର୍ବଭାରତୀୟ ରାତ୍ରିକାଳୀନ କ୍ରିକେଟ

ଅନୁଗୁଳ: ସହର ଉପକଣ୍ଠ ସୁସୁଡ଼ା ନବକୃଷ୍ଣ ଚୌଧୁରୀ ଖେଳ ପଡ଼ିଆରେ ଆଜିଠାରୁ ଆରମ୍ଭ ହେବ ଚତୁର୍ଦ୍ଦଶ ସର୍ବଭାରତୀୟ ରାତ୍ରିକାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଏଥିରେ ରାଜ୍ୟ ଓ ରାଜ୍ୟ ବାହାରର ମୋଟ ୮ଟି ଦଳ ଭାଗ ନେବେ। ସାଇ ଇଲେଭେନ୍ ଭୁବନେଶ୍ୱର,…

Continue Readingଆଜିଠୁ ସୁସୁଡ଼ାରେ ସର୍ବଭାରତୀୟ ରାତ୍ରିକାଳୀନ କ୍ରିକେଟ