ହଳ କରୁଥିବା ବେଳେ ଓଲଟିଲା ଟ୍ରାକ୍ଟର, ଚାଳକ ମୃତ

ଅନୁଗୁଳ: ହଳ କରୁଥିବା ବେଳେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଚାଳକର ମୃତ୍ୟୁ ଘଟିଛି। ମୃତକ ହେଲେ କଣିହାଁ ବ୍ଲକ ସମଲ ଥାନା କଟରାପଡ଼ା ଗ୍ରାମର ବରୁଣ ନାଏକ (୪୭)। ସୂଚନା ମୁତାବକ, ଜମିରେ ହଳ କରୁଥିବା ବେଳେ ହୁଡ଼ାରେ ଟ୍ରାକ୍ଟର…
Read More...

ବେଆଇନ ବାଣ ତିଆରି କାରଖାନା ଉପରେ ସ୍ପେଶାଲ ସ୍କ୍ୱାର୍ଡ ଉପରେ ଚଢ଼ଉ, ୨ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଜରଡ଼ା ଗାଁରେ ବେଆଇନ ବାଣ ତିଆରି କାରଖାନା ଉପରେ ଚଢ଼ଉ କରିଛି ସ୍ପେଶାଲ ସ୍କ୍ୱାର୍ଡ। ଚଢ଼ଉ ସମୟରେ କାରଖାନାରୁ ବିପୁଳ ପରିମାଣର ବାଣ, ବାଣ ତିଆରି ସାମଗ୍ରୀ ଓ ବାରୁଦ ଜବତ…
Read More...

ପରିତ୍ୟକ୍ତ କୂଅରୁ ୧୫ ଫୁଟିଆ ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଭଗଲାକଟା ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଆଜି ଏକ ୧୫ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, କୋଶଳା ଭାଗଲକଟା ଗ୍ରାମ ନିକଟରେ ଛେଳି ଚରାଳି ମାନେ ଛେଳି…
Read More...

ଗାନ୍ଧୀ ଜୟନ୍ତୀରେ ସଫେଇ କଲେ ଅନୁଗୁଳ ଜିଲ୍ଲା ପୂର୍ବ ସୈନିକ ସଂଘର କର୍ମକର୍ତ୍ତା, ଦେଲେ ସ୍ୱଚ୍ଛତାର ବାର୍ତ୍ତା

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୂର୍ବ ସୈନିକ ସଂଘ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଛି। ଏ ଅବସରରେ ସଂଘ ସଭାପତି ଅନିଲ କୁମାର ମହାନ୍ତିଙ୍କ ନେତୃତ୍ଵରେ ସମସ୍ତ ସଦସ୍ୟ ବାସନ୍ତୀ ଦୁର୍ଗା ମଣ୍ଡପ ପରିସରକୁ ପରିଷ୍କାର କରି…
Read More...

କର୍ମଚାରୀଙ୍କୁ ବକେୟା ପ୍ରାପ୍ୟ ଦେବାକୁ ଦାବି: ନେସ ତରଫରୁ ଗଣଧାରଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନବରତ୍ନ କମ୍ପାନୀ ନାଲକୋ ପକ୍ଷରୁ କର୍ମଚାରୀଙ୍କୁ ବକେୟା ପ୍ରାପ୍ୟ ଦେବାରେ ବିଳମ୍ବ କରୁଥିବା ହେତୁ ଆଜି ନେସ ତରଫରୁ ନାଲକୋ ପ୍ରଶାସନିକ କାର୍ଯ୍ୟାଳୟ ଠାରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଛି।…
Read More...

ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଙ୍ଗଣରେ ଔଷଧୀୟ ବୃକ୍ଷରୋପଣ

ଅନୁଗୁଳ: ଅନୁଗୁଳର ସାମାଜିକ ଅନୁଷ୍ଠାନ "ଉତ୍କର୍ଷ ପରିବାର" ମରାତିରା ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଙ୍ଗଣରେ ଶନିବାର ସଭାପତି ଭୀଷ୍ମ ସାହୁ ଓ ସମ୍ପାଦକ ହୋମଦ୍ୟୁତି ବେହେରା ତତ୍ତ୍ୱାବଧାନରେ ଔଷଧୀୟ ବୃକ୍ଷରୋପଣ…
Read More...

୧୨ ଫୁଟିଆ ଅହିରାଜ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲେ ସର୍ପମିତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଟିକରପଡ଼ା ରେଞ୍ଜ ଅଫିସ ନିକଟ ଘାଟ ସାହିରୁ ଏକ ୧୨ ଫୁଟିଆ ଅହିରାଜ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଛନ୍ତି ସର୍ପମିତ୍ର। ସୂଚନା ଅନୁସାରେ, ସ୍ଥାନୀୟ ଘାଟସାହିରେ ଏକ ବଡ଼ ଅହିରାଜ ସାପ କାଠ ଭିତରେ ଥିବା…
Read More...

ରେଳ ଧାରଣାରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଟ୍ରେନ୍ରୁ ଖସି ପଡ଼ିଥିବା ଅଭିଯୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ସରିଗିପାଲି ନିକଟସ୍ଥ ରେଳ ଧାରଣାରୁ ଗୁରୁବାର ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରିଛି ରେଢ଼ାଖୋଲ ରେଳବାଇ ପୋଲିସ। ମୃତକ ହେଲେ ବଲାଙ୍ଗୀର ଜିଲ୍ଲାର ନେପାଳ ପ୍ରଧାନ (୭୭)। ସୂଚନା…
Read More...

ଉଚିତ ଭଡା ପ୍ରଦାନକୁ ନେଇ ତାଳଚେର ଟ୍ରକ ମାଲିକ ସଂଘର ପରିବର୍ଦ୍ଧିତ କାର୍ଯ୍ୟ କାରିଣୀ ବୈଠକ,ଟ୍ରକ ଭଡା କଟା ନୀତି ନେଇ…

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରରେ ଟ୍ରକ ମାଲିକ ମାନଙ୍କ ପ୍ରତି ପରିବହନ କାରୀ ସଂସ୍ଥାର ଅସହଯୋଗ ଓ ଭଡା କଟା ନୀତି ଯୋଗୁଁ ଟ୍ରକ ମାଲିକ ମାନଙ୍କ ଦୁଃଖ ଦୂର ହେବା ପରିବର୍ତ୍ତେ ଦିନକୁ ଦିନ ଆହୁରି ଜଟିଳ ହେବାକୁ ଲାଗିଛି।…
Read More...

ଜିଏମଡିସିର ପ୍ରସ୍ତାବିତ କୋଇଲା ପ୍ରକଳ୍ପ ପାଇଁ ପରିବେଶୀୟ ମଞ୍ଜୁରୀ ଜନଶୁଣାଣୀ ସଫଳତାର ସହ ସମ୍ପନ୍ନ

ଅନୁଗୁଳ: ଗୁଜୁରାଟ ମିନେରାଲ ଡେବଲପମେଣ୍ଟ କର୍ପୋରେସନ (ଜିଏମଡିସି)ର ପ୍ରସ୍ତାବିତ ବାର୍ଷିକ ୧୫ ନିୟୁତ ଟନ କ୍ଷମତା ସମ୍ପର୍ଣ ବୈତରଣୀ-ୱେଷ୍ଟ କୋଇଲା ପ୍ରକଳ୍ପ ନିମନ୍ତେ ପରିବେଶୀୟ ମଞ୍ଜୁରୀ ପାଇଁ ଜନଶୁଣାଣି ଆଜି ଛେଣ୍ଡିପଦl…
Read More...
error: Content is protected !!