ଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଅନୁଗୁଳ ଛେଣ୍ଡିପଦା ରାଜ୍ୟ ରାଜପଥରେ କୁକୁରପେଟାଠାରେ ସୋମବାର ଅପରାହ୍ନରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଗାଁର ବିଦ ପ୍ରଧାନ(୨୯) ସାଇକେଲରେ ଯାଉଥିବା ବେଳେ…

Continue Readingଅଜଣା ଗାଡ଼ି ଧକ୍କାରେ ସାଇକେଲ ଆରୋହୀ ମୃତ

ଡିଜେଲ ଚୋରା ଚାଲାଣ ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ବୁଧବାର ଅପରାହ୍ନରେ ଜଣେ ଡିଜେଲ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, କଣିହାଁ ଥାନା ଅନ୍ତର୍ଗତ ହରିଚନ୍ଦନପୁର ଗାଁର ଧରଣୀଧର ସାହୁ(୫୧) ଏକ କାରରେ ୩୯୦ ଲିଟର ଚେରା ଡିଜେଲ ନେଇ କୋଶଳା…

Continue Readingଡିଜେଲ ଚୋରା ଚାଲାଣ ଅଭିଯୋଗରେ ଜଣେ ଗିରଫ

ଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ

ଅନୁଗୁଳ: ଅନୁଗୋଳ ଜିଲ୍ଲା ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତଦୁଇ ରେ ନାମ ଲେଖା ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ନିର୍ଦେଶ ଅନୁସାରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପାଇଁ ସ୍ୱତନ୍ତ୍ର…

Continue Readingଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ

ମା’ ଗ୍ରାମେଶ୍ବରୀଙ୍କ ବାର୍ଷିକୋତ୍ସବ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଲଙ୍ଗୁଳିଆବେଡା ଗ୍ରାମର ଅଧୁଷ୍ଠାତ୍ରୀ ଦେବୀ ମା’ ଗ୍ରାମେଶ୍ବରୀଙ୍କ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଅଶ୍ବିନୀ ମାସ ପୂର୍ଣିମା ଦିନ ଗ୍ରାମବାସୀ ଏହି ଉତ୍ସବ ପାଳନ କରିଥାନ୍ତି ।…

Continue Readingମା’ ଗ୍ରାମେଶ୍ବରୀଙ୍କ ବାର୍ଷିକୋତ୍ସବ

ବାକି ଟଙ୍କାକୁ ନେଇ ମାଡ଼ପିଟ, ୨ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଜରିପାଳ ଗାଁରେ ବାକି ଟଙ୍କାକୁ ନେଇ ୨ ଜଣଙ୍କ ମଧ୍ୟରେ ମାଡ଼ପିଟ ହୋଇ ୨ ଜଣ ଆହତ ହୋଇଛନ୍ତି। ସୂଚନା ମୁତାବକ, ଜରିପାଳ ଗାଁର ଶମ୍ଭୁନାଥ ମାଝିଙ୍କର ଗଡ଼ମଣ୍ଡଳ ଠାରେ ଏକ…

Continue Readingବାକି ଟଙ୍କାକୁ ନେଇ ମାଡ଼ପିଟ, ୨ ଗିରଫ

ଗଛରେ ପିଟିହେଲା ବିଦ୍ୟୁତ ବିଭାଗ ବଲେରୋ, ୨ ଗୁରୁତର

ଅନୁଗୁଳ:ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଜରପଡା ରାସ୍ତାରେ ତେଣ୍ଟୁଲୋଇ ଗ୍ରାମ ନିକଟରେ ଟାଟା ବିଦ୍ୟୁତ ବିଭାଗର ବଲେରୋ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଦୁଇଜଣ ଗୁରୁତର ହୋଇଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ଅପରାହ୍ନ ୫ଟା ବେଳେ ତେଣ୍ଟୁଲୋଇ…

Continue Readingଗଛରେ ପିଟିହେଲା ବିଦ୍ୟୁତ ବିଭାଗ ବଲେରୋ, ୨ ଗୁରୁତର

ଛେଣ୍ଡିପଦା ବ୍ଲକକୁ ମରୁଡି ଅଞ୍ଚଳ ଘୋଷଣା ଦାବୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାହାଳ ସାହି ପଞ୍ଚାୟତର ଯାତ୍ରା ପଡିଆଠାରେ ଛେଣ୍ଡିପଦା ବ୍ଲକକୁ ମରୁଡି ଘୋଷଣା ଦାବୀ ନେଇ କୃଷକ ଆନ୍ଦୋଳନ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସନ୍ତୋଷ କୁମାର ନାଏକଙ୍କ ନେତୃତ୍ୱରେ ଆୟୋଜିତ…

Continue Readingଛେଣ୍ଡିପଦା ବ୍ଲକକୁ ମରୁଡି ଅଞ୍ଚଳ ଘୋଷଣା ଦାବୀ

ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ଅନୁଗୁଳ : ଢ଼େଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ କଣ୍ଯାବଣିଆ ଗାଁରେ ଜଣେ ଯୁବକ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ମୁତାବକ, ଘରୋଇ ଗଣ୍ଡଗୋଳରୁ ରବିବାର ରାତିରେ ଗାଁର ଧରଣୀ ନାଏକଙ୍କ ପୁଅ କ୍ଷିତିଷ ନାଏକ(୨୪) ବିଷ ଖାଇ ଦେଇଥିଲେ।…

Continue Readingବିଷ ପିଇ ଯୁବକଙ୍କ ଆତ୍ମହତ୍ୟା

ଦୋକାନରୁ ଚୋରି କରୁଥିବା ବେଳେ ଧରାପଡି ଖୁଣ୍ଟରେ ବନ୍ଧା ହେଲେ ୩ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଫୁଲଝରୀ ନିକଟ କୋଡିଏମାଇଲ ହାଟଛକରେ ଗତକାଲି ରାତିରେ ଦୋକାନ ଓ ହୋଟେଲରୁ ଚୋରିକରିବାବେଳେ ୩ ଜଣ ଯୁବକ ଧରାପଡ଼ିଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଖୁଣ୍ଟରେ ବାନ୍ଧିଥିଲେ। ପୁଲିସ ସେମାନଙ୍କୁ ଉଦ୍ଧାରକରି ପଚରାଉଚରା ଚଳାଇଛି। ପୁଲିସ…

Continue Readingଦୋକାନରୁ ଚୋରି କରୁଥିବା ବେଳେ ଧରାପଡି ଖୁଣ୍ଟରେ ବନ୍ଧା ହେଲେ ୩ ଯୁବକ

ଓଡିଶା ମୋଟର ଚାଳକ ସଂଘର ସାଙ୍ଗଠନିକ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଭାଗିରଥିପୁର ଛକଠାରେ ଓଡ଼ିଶା ମୋଟର ଚାଳକ ସଂଘ ଜରପଡା ଆଞ୍ଚଳିକ ଶାଖା ପକ୍ଷରୁ ରବିବାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜରପଡା ଶାଖା ସଭାପତି କୁନାଲ୍ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…

Continue Readingଓଡିଶା ମୋଟର ଚାଳକ ସଂଘର ସାଙ୍ଗଠନିକ ବୈଠକ