ବଜ୍ରାଘାତରେ ଯୁବକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ମାଛକୁଟା ଗ୍ରାମରେ ବିଲକୁ ଚାଷ କରିବାକୁ ଯାଇଥିବା ବେଳେ ବଜ୍ରାଘାତରେ ପୁଅ ମୃତ, ବାପା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମୃତକ ଯୁବକ ସେହି ଗାଁର ବିଜୟ ସାହୁଙ୍କ ପୁଅ ଲୋଟନ୍ ସାହୁ(୨୪) ।…

Continue Readingବଜ୍ରାଘାତରେ ଯୁବକ ମୃତ

ମରୁଡ଼ି ପାଇଁ ଚାଷୀଙ୍କ ଆତ୍ମହତ୍ୟା !

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାରମଞ୍ଚା ଗାଁର ଜଣେ ଚାଷୀ ମରୁଡ଼ି ପରିସ୍ଥିତି ନେଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ଜିଲ୍ଲାରେ ସ୍ବଳ୍ପ ବୃଷ୍ଟିପାତ ହୋଇଛି। ଯାହାଫଳରେ ସମଗ୍ର ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଦେଖା ଦେଇଛି। ବିଲରେ ପାଣି ନାହିଁ।…

Continue Readingମରୁଡ଼ି ପାଇଁ ଚାଷୀଙ୍କ ଆତ୍ମହତ୍ୟା !

ଜଗନ୍ନାଥ ମନ୍ଦିରରୁ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସହରରେ ଥିବା ଜଗନ୍ନାଥ ମନ୍ଦିରରୁ ଶୁକ୍ରବାର ରାତିରେ ପିତ୍ତଳ ସାମଗ୍ରୀ ଚୋରି ହୋଇଛି । ସୂଚନା ଅନୁଯାୟୀ ମନ୍ଦିର ପୂଜଳ ଚିତ୍ତରଞ୍ଜନ ପାଣିଗ୍ରାହୀ ଶନିବାର ସକାଳେ ପୂଜାକରିବାକୁ ଆସି ମନ୍ଦିର ତାଲା ଭଙ୍ଗାଯାଇଥିବା ଦେଖିଥିଲେ। ଏ…

Continue Readingଜଗନ୍ନାଥ ମନ୍ଦିରରୁ ଚୋରି

ଟଙ୍କା ଲୁଟ ଅଭିଯୋଗରେ ୨ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗାଁରୁ ଟଙ୍କା ଲୁଟ ଅଭିଯୋଗରେ ଛେଣ୍ଡିପଦା ପୁଲିସ ଶୁକ୍ରବାର ୨ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଗୁରୁବାର ସକାଳେ କୋଶଳା ଗାଁ ଉଚ୍ଚବିଦ୍ୟାଳୟ ସାମ୍ନାରେ ଅଜୟ କୁମାର ସାହୁଙ୍କୁ…

Continue Readingଟଙ୍କା ଲୁଟ ଅଭିଯୋଗରେ ୨ ଗିରଫ

କୂଅରେ ପଡି ୩ବର୍ଷର ଶିଶୁ ମୃତ

ଅନୁଗୁଳ: ଅନୁଗୁଳୁ ଜିଲ୍ଲା ଜରପଡା ଥାନା ତୁକୁଡ଼ା ପଞ୍ଚାୟତ ଦେଉଳଖମଣ ଗ୍ରାମର ଜଣେ ୩ ବର୍ଷର ଶିଶୁ ଘରଅଗଣା କୂଅରେ ପଡି ମୃତ୍ୟୁବରଣ କରିଛି।ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ୧୦ଟା ବେଳେ ଗ୍ରାମର ପ୍ରସନ୍ନ ମାହାର ବିଲରେ କାର୍ଯ୍ୟ ପାଇଁ ବାହାରକୁ…

Continue Readingକୂଅରେ ପଡି ୩ବର୍ଷର ଶିଶୁ ମୃତ

ଫାର୍ମ ହାଉସରେ ବଳଦ ପଶିବାକୁ ନେଇ ମାଡ଼ପିଟ, ୨ ଆହତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଭାଲିଆସର ଗାଁରେ ଥିବା ଜୟନ୍ତ ଅଗ୍ରୱାଲଙ୍କ ଫାର୍ମ ହାଉସରେ ମଙ୍ଗଳବାର ବଳଦ ପଶିବାକୁ ନେଇ ମାଡ଼ପିଟ ହୋଇଛି। ଏଥିରେ ୨ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଫାର୍ମ ହାଉସରେ ସେହି…

Continue Readingଫାର୍ମ ହାଉସରେ ବଳଦ ପଶିବାକୁ ନେଇ ମାଡ଼ପିଟ, ୨ ଆହତ

ବିଜେପି ଜରପଡା ମଣ୍ଡଳ କାର୍ଯ୍ୟକରିଣୀ ବୈଠକ, ମରୁଡି ପରିସ୍ଥିତି ନେଇ ଉଦବେଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜରପଡା ମଣ୍ଡଳର କାର୍ଯ୍ୟକରିଣୀ ବୈଠକ ଗତକାଲି ଦୁର୍ଗାପୁର ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ଭାବ୍ୟ ମରୁଡି ପରିସ୍ଥିତି ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ସଠିକ ଆକଳନ କରି ଅବିଳମ୍ବେ ମରୁଡି ଘୋଷଣା…

Continue Readingବିଜେପି ଜରପଡା ମଣ୍ଡଳ କାର୍ଯ୍ୟକରିଣୀ ବୈଠକ, ମରୁଡି ପରିସ୍ଥିତି ନେଇ ଉଦବେଗ

୭୦ କେଜି ଗଞ୍ଜେଇସହ ଜଣେ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ସୋମବାର ଅପରାହ୍ନରେ ୭୦ କେଜି ଗଞ୍ଜେଇସହ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଛେଣ୍ଡିପଦା ପୁଲିସ୍ ଦେବଗଡ଼ ଛକରେ ଜଗି ବସିଥିଲା। ସେଠାରେ ଏକ…

Continue Reading୭୦ କେଜି ଗଞ୍ଜେଇସହ ଜଣେ ଗିରଫ

ରେଙ୍ଗାଳିରେ ମା’ ସନ୍ତୋଷୀଙ୍କ ଜନ୍ମଉତ୍ସବ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଳକ ରେଙ୍ଗାଳି ପ୍ରକଳ୍ପ ଓସିସି କଲୋନି ନିକଟସ୍ଥ ବାବା ଆଖଣ୍ଡଳମଣି ମନ୍ଦିର ପରିସରରେ ପ୍ରତିଷ୍ଠିତ ମା’ ସନ୍ତୋଷୀଙ୍କ ଜନ୍ମ ଉତ୍ସବ ରବିବାର କୋଭିଡ କଟକଣା ମଧ୍ୟରେ ପାଳିତ ହୋଇଯାଇଛି। ପ୍ରତ୍ୟୁଷରୁ ମନ୍ଦିରରେ ମାଙ୍କ ଯଥା ରୀତିନୀତି…

Continue Readingରେଙ୍ଗାଳିରେ ମା’ ସନ୍ତୋଷୀଙ୍କ ଜନ୍ମଉତ୍ସବ

ଛେଣ୍ଡିପଦା ବସ୍‌ ମାଲିକ ସଂଘର ନୂତନ କର୍ମକର୍ତ୍ତା

ଅନୁଗୁଳ: ଛେଣ୍ଡିପଦା ବ୍ଳକ ଜଗନ୍ନାଥ ବସ ମାଲିକ ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତା ଚୟନ କରାଯାଇଛି। ବାରମଞ୍ଚା ଗ୍ରାମର ବାଲିପଶିଠାରେ ଥିବା ଠାକୁରାଣୀ ପୀଠରେ ଏହି ବୈଠକ ବସିଥିଲା। ସଂଘର ଆଇନ ପରାମର୍ଶଦାତା ଲମ୍ବୋଦର ପ୍ରଧାନ ଓ…

Continue Readingଛେଣ୍ଡିପଦା ବସ୍‌ ମାଲିକ ସଂଘର ନୂତନ କର୍ମକର୍ତ୍ତା