ହଣ୍ଡପା ୭ ଦିନ ସଟ୍ ଡାଉନ୍

ଅନୁଗୁଳ: କିଶୋରନଗର ବ୍ଲକ୍‌ରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରବିବାର ବଇଣ୍ଡା ଅଞ୍ଚଳରେ ସ୍ଵାବ୍ ପରୀକ୍ଷଣ କରାଯାଇଥିଲା। ସରଧାମୁଣ୍ଡା ଓ ଆନନ୍ଦମୁଣ୍ଡା ଗ୍ରାମରେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ଏଠାରେ ଆଣ୍ଟିଜେନ୍ ଟେଷ୍ଟ୍ କରାଯାଇଥିଲା।…

Continue Readingହଣ୍ଡପା ୭ ଦିନ ସଟ୍ ଡାଉନ୍

ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଶୋକ

ଅନୁଗୁଳ: ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ, ପଦ୍ମବିଭୂଷଣ ତଥା ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର(୭୮)ଙ୍କ ରବିବାର କରୋନାରେ ଦେହାନ୍ତ ଘଟିଛି । ତାଙ୍କ ବିୟୋଗରେ ଅନୁଗୁଳ ଜିଲ୍ଲା ବିଜେପି ପକ୍ଷରୁ ଶୋକ ପ୍ରକାଶ ପାଇଛି। ସ୍ବଗର୍ତ ମହାପାତ୍ରଙ୍କ ମୃତ୍ୟୁ କେବଳ ଓଡ଼ିଶା କାହିଁକି…

Continue Readingପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଶୋକ

କରୋନା ଭୟରେ ଶବକୁ ମିଳିଲାନି ଚାରିକାନ୍ଧ : ମାନବିକତା ଦେଖାଇଲେ ବିଡ଼ିଓ, ସରପଞ୍ଚ ଓ ପଂଚାୟତ ଅଧିକାରୀ

ଅନୁଗୁଳ : ପୁଣି ହଜିଗଲା ମାନିବକତା । ମରିଗଲା ମଣିଷ ପଣିଆ । ମଲାପରେ ଚାରିକାନ୍ଧ ଦେଲେନି ସମ୍ପର୍କୀୟ କି ପାଖ ପଡିଶା । ଅନୁଗୁଳ ଛେଣ୍ଡିପଦା ବାହାଳସାହିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । କରୋନାରେ ମୃତ ହୋଇଥିବା ଆଶଙ୍କା…

Continue Readingକରୋନା ଭୟରେ ଶବକୁ ମିଳିଲାନି ଚାରିକାନ୍ଧ : ମାନବିକତା ଦେଖାଇଲେ ବିଡ଼ିଓ, ସରପଞ୍ଚ ଓ ପଂଚାୟତ ଅଧିକାରୀ

ମାଆକୁ ମାଡ଼ମାରି ପୁଅ ଗିରଫ

ଅନୁଗୁଳ: ନିଶା ଶିଳ୍ପାଞ୍ଚଳ ଥାନା ନିଶା ଗାଁର ଜଣେ ଯୁବକ ମାଆକୁ ମାଡ଼ପିଟ କରିବା ଅଭିଯୋଗରେ ଗିରଫ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ, ଗାଁର ଚନ୍ଦ୍ରମଣି ପୃଷ୍ଟି (୩୦) ସାମାନ୍ୟ କଥାରେ ଗତକାଲି ରାତି ପ୍ରାୟ ୯ଟାବେଳେ ନିଜର ବିଧବା ମାଆ…

Continue Readingମାଆକୁ ମାଡ଼ମାରି ପୁଅ ଗିରଫ

ଟିକା ନେଇଥିବା ୩ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ

ଅନୁଗୁଳ: କରୋନା ଟିକା ନେଇ ମଧ୍ୟ ନାଲ୍‌କୋ ଡାକ୍ତରଖାନାର ୩ ଜଣ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ନାଲକୋ ଡାକ୍ତରଖାନାର ଜଣେ ଡାକ୍ତର ଗତ ଏପ୍ରିଲ ମାସରେ ୨ୟ ଡୋଜ୍ କୋଭିସିଲ୍‌ଡ଼ ଟିକା ନେଇଥିଲେ। ତାଙ୍କଠାରେ…

Continue Readingଟିକା ନେଇଥିବା ୩ ସ୍ବାସ୍ଥ୍ୟକର୍ମୀ ସଂକ୍ରମିତ

ଜଳିଗଲା ଚଳନ୍ତା ଥଣ୍ଡା ପାନୀୟ ଗାଡି

ଅନୁଗୁଳ: ଅନୁଗୁଳ ସହରର ଆଇଟିଆଇ ଛକ ନିକଟରେ ଅପରାହ୍ନ ସାଢ଼େ ୫ଟା ବେଳେ ଏକ ଚଳନ୍ତା ଥଣ୍ଡା ପାନୀୟ ଗାଡ଼ିରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ଗାର୍ଡ଼ଟି ସମ୍ପୂର୍ଣ୍ଣ ଜଳିଯାଇଥିବା ଜଣାପଡ଼ିଛି ।…

Continue Readingଜଳିଗଲା ଚଳନ୍ତା ଥଣ୍ଡା ପାନୀୟ ଗାଡି

ଚୋରି ବେଳେ ଧରାପଡ଼ି ଉଠବସ୍ ହେଲେ ଯୁବକ

ଅନୁଗୁଳ: ଦୋକାନ ଗୋଦାମରୁ ଖଲି, ଚଉପତି ଚୋରି କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି । ଦୋକାନ ମାଲିକଙ୍କ ହାବୁଡ଼ରେ ପଡ଼ିବା ପରେ ସମ୍ପୃକ୍ତ ଯୁବକକୁ ଉଦ୍‌ବସ୍‌ କରାଇବା ଘଟଣା ଅନୁଗୁଳ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ସୂଚନା…

Continue Readingଚୋରି ବେଳେ ଧରାପଡ଼ି ଉଠବସ୍ ହେଲେ ଯୁବକ

ଜେଲ୍ ଆଇଜିଙ୍କ ଅନୁଗୁଳ ଜେଲ୍ ପରିଦର୍ଶନ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢୁଛି । ଅନୁଗୁଳ ଜେଲ୍‌ରେ କ୍ଷମତା ଠାରୁ ଅଧିକ କଏଦୀ ରହୁଥିବା ବେଳେ ଜେଲ୍‌ରେ ସଂକ୍ରମଣ ଭୟ ରହିଛି। ବୁଧବାର ଜେଲ୍ ଆଇଜି ହିମାଂଶୁ ଲାଲ୍ ଓ ଡିଆଇଜି(ମୁଖ୍ୟାଳୟ) ଶୁଭକାନ୍ତ…

Continue Readingଜେଲ୍ ଆଇଜିଙ୍କ ଅନୁଗୁଳ ଜେଲ୍ ପରିଦର୍ଶନ

ଠିକାସଂସ୍ଥା ଗାଡ଼ି ଅଟକାଇ ଚାଳକଙ୍କୁ ଲୁଟପାଟ୍

ଅନୁଗୁଳ: କଣିହାଁ ବ୍ଲକ୍ ସମଲ ଥାନା ଅଂଚଳରେ ଥମିବାରେ ନାଁ ଧରୁନି ଲୁଟ୍‌ପାଟ୍ । ସମଲଠାରୁ ସିପୁର ପର୍ଯ୍ୟନ୍ତ ରେଲୱେ ଲାଇନ୍ କାମ କରୁଥିବା ନନ୍ଦ କନ୍‌ଷ୍ଟ୍ରକସନ ନାମକ ଏକ ସଂସ୍ଥାର ଗାଡି ଚାଳକଙ୍କୁ ଲୁଟପାଟ ନେଇ ଗତ ଶନିବାର ଥାନାରେ…

Continue Readingଠିକାସଂସ୍ଥା ଗାଡ଼ି ଅଟକାଇ ଚାଳକଙ୍କୁ ଲୁଟପାଟ୍

ଭୋଜିରେ ଗହଳି, ୨ ହଜାର ଜରିମାନା

ଅନୁଗୁଳ: କିଶୋରନଗର ବ୍ଲକ୍ ଗାଁ ବଇଣ୍ଡା ପଞ୍ଚାୟତ ବଡ଼ହୁଲା ଗାଁର ସୁଶାନ୍ତ ସାହୁଙ୍କ ନବଜାତ କନ୍ୟାର ଏକୋଇଶିଆ ଭୋଜି ଗାଁ ଗ୍ରାମ ମନ୍ଦିରରେ ଆୟୋଜନ କରାଯାଇଥିଲା। ଏଥିପାଇଁ ପ୍ରଶାସନ ପକ୍ଷରୁ ଅନୁମତି ନିଆଯାଇନଥିଲା | ଭୋଜି ପାଇଁ ପ୍ରାୟ ୬୦ ଲୋକ…

Continue Readingଭୋଜିରେ ଗହଳି, ୨ ହଜାର ଜରିମାନା