କୁଳୁମା ପଞ୍ଚାୟତ ସପ୍ତାହେ ସଟଡାଉନ୍

ଅନୁଗୁଳ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଣିହାଁ ବ୍ଲକ୍‌ର କୁଳୁମା ପଞ୍ଚାୟତକୁ ଏକ ସପ୍ତାହ ପାଇଁ ସଟ୍‌ଡାଉନ୍ ଘୋଷଣା କରାଯାଇଛି । ଗୁରୁବାର ଏହି କଟକଣା ଲାଗୁ ହେବ ବୋଲି କୁହାଯାଇଛି । ପ୍ରକାଶ ଯେ, କୁଳୁମା ଗ୍ରାମପଞ୍ଚାୟତରେ ଦିନକୁ ଦିନ…

Continue Readingକୁଳୁମା ପଞ୍ଚାୟତ ସପ୍ତାହେ ସଟଡାଉନ୍

ଶାଳୀକୁ ଭିଣେଇର ବଳାତ୍କାର ଉଦ୍ୟମ

ଅନୁଗୁଳ: କଣିହାଁ ବ୍ଳକ୍ ତଥା ରେଙ୍ଗାଳି ଥାନା ଇଲାକାରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଶାଳୀ ସହ ଅନୈତିକ ସମ୍ପର୍କ ସ୍ଥାପନ କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ଉନ୍ମତକାଣ୍ଡ ଘଟାଇଛି ଅଭିଯୁକ୍ତ ଭିଣେଇ। ଭିଣେଇର କାଠ ଫାଳିଆ…

Continue Readingଶାଳୀକୁ ଭିଣେଇର ବଳାତ୍କାର ଉଦ୍ୟମ

ଛେଣ୍ଡିପଦା ସ୍ଥିତି ସଙ୍ଗିନ୍

ଅନୁଗୁଳ: କରୋନା ଦ୍ବିତୀୟ ଲହର ଛେଣ୍ଡିପଦା ବ୍ଲକରେ ଆତଙ୍କ ସୃଷ୍ଟି କରିଛି । ପ୍ରଶାସନ ପ୍ରଥମ ପର୍ଯ୍ୟାୟରେ ଯେଉଁଭଳି ତତ୍ପରତା ଦେଖାଇଥିଲେ, ଦ୍ବିତୀୟ ପର୍ଯ୍ୟାୟରେ ସେଭଳି ତତ୍ପରତା ପ୍ରକାଶ କରୁନଥିବା ଅଭିଯୋଗ ଆସୁଥିଲାବେଳେ ଗତ ୩ଦିନରେ ୨୧୮ ଜଣ କରୋନାରେ ଆକ୍ରାନ୍ତ…

Continue Readingଛେଣ୍ଡିପଦା ସ୍ଥିତି ସଙ୍ଗିନ୍

ଏମ୍‌ସିଏଲ୍‌ ସେଣ୍ଟ୍ରାଲ୍ ହସ୍ପିଟାଲ୍‌ରେ କୋଭିଡ୍ ଟିକାକରଣ ଆରମ୍ଭ

ଅନୁଗୁଳ: ତାଳଚେର ଏମ୍‌ସିଏଲ୍‌ ସେଣ୍ଟ୍ରାଲ୍ ହସ୍ପିଟାଲ୍‌ରେ ମଙ୍ଗଳବାରଠାରୁ କୋଭିଡ୍ ଟିକାକରଣର ଶୁଭାରମ୍ଭ କରାଯାଇଛି। ଏହି ଟିକାକରଣ କାର୍ଯ୍ୟକ୍ରମରେ ତାଳଚେର କୋଲ୍ ଫିଲଡ୍‌ସରେ କାର୍ଯ୍ୟରତ ୪୫ ବର୍ଷରୁ ଅଧିକ ବୟସର କର୍ମଚାରୀ ଓ ତାଙ୍କ ପରିବାର ବର୍ଗଙ୍କୁ ଟିକା ଦିଆଯିବ। ଜିଲ୍ଲା ସ୍ୱାସ୍ଥ୍ୟ…

Continue Readingଏମ୍‌ସିଏଲ୍‌ ସେଣ୍ଟ୍ରାଲ୍ ହସ୍ପିଟାଲ୍‌ରେ କୋଭିଡ୍ ଟିକାକରଣ ଆରମ୍ଭ

ଅଗ୍ନିକାଣ୍ଡରେ ୬ ବଖରା ଭସ୍ମୀଭୂତ

ଅନୁଗୁଳ : ବନ୍ତଳା ଥାନା ଇଲାକା ବଡହିଂସ ଗ୍ରାମରେ ରବିବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନି କାଣ୍ଡରେ ଗ୍ରାମର ଜିତେନ୍ଦ୍ର ବେହେରା ଓ ରଞ୍ଜନ ବେହେରାଙ୍କ ୬ ବଖରା ଘର ଜଳି ପାଉଁଶ ହୋଇଯାଇଛି । ସୂଚନା ମୁତାବକ, …

Continue Readingଅଗ୍ନିକାଣ୍ଡରେ ୬ ବଖରା ଭସ୍ମୀଭୂତ

ଠିକାସଂସ୍ଥା ସୁପରଭାଇଜର୍‌ଙ୍କୁ ଧମକ୍

ଅନୁଗୁଳ: ‘ଗେଲ୍’ ଇଣ୍ଡିଆ ପାଇପ୍‌ଲାଇନ୍‌ ବିଛାଇବା କାର୍ଯ୍ୟରେ ନିୟୋଜିତ ଏକ ଠିକାସଂସ୍କାର ସୁପରଭାଇଜରଙ୍କୁ ଧମକଚମକ ଦେବା ନେଇ ରେଙ୍ଗାଳି ଥାନାରେ ଅଭିଯୋଗ ହୋଇଛି । ଦାଦା ବଟି ମାଗି ରେଙ୍ଗାଳି ଥାନା ସୁନ୍ଦରପଦା ଗ୍ରାମର କିଛି ଯୁବକ କାମ ବନ୍ଦ କରିବା…

Continue Readingଠିକାସଂସ୍ଥା ସୁପରଭାଇଜର୍‌ଙ୍କୁ ଧମକ୍

ଅନୁଗୁଳରେ ପହଞ୍ଚିଲେ ୯୦ ପ୍ରବାସୀ,ସମସ୍ତଙ୍କର ହେଲା ଆଣ୍ଟିଜେନ୍ ଟେଷ୍ଟ, ୫ ପଜିଟିଭ୍ ଚିହ୍ନଟ

ଅନୁଗୁଳ: ଶିଳ୍ପନଗରୀ ଅନୁଗୁଳରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ରବିବାର ଟ୍ରେନ୍ ଯୋଗେ ୯୦ ଜଣ ପ୍ରବାସୀ ଜିଲ୍ଲାରେ ପହଞ୍ଚିଛନ୍ତି । କଲିକତାରୁ ଆସିଥିବା ଏହି ଟ୍ରେନ୍ ଭୋର୍ ସାଢ଼େ ୪ଟା ବେଳେ ଅନୁଗୁଳ ରେଳ ଷ୍ଟେସନ୍‌ରେ ପହଞ୍ଚିଥିଲା। ଏଠାରେ…

Continue Readingଅନୁଗୁଳରେ ପହଞ୍ଚିଲେ ୯୦ ପ୍ରବାସୀ,ସମସ୍ତଙ୍କର ହେଲା ଆଣ୍ଟିଜେନ୍ ଟେଷ୍ଟ, ୫ ପଜିଟିଭ୍ ଚିହ୍ନଟ

ପୋଖରୀରେ ବୁଡ଼ି ଶିଶୁ ମୃତ୍ୟୁ

ଅନୁଗୁଳ: ଛେଣ୍ଡିପଦା ବ୍ଲକ୍ ବରସାହି ପଞ୍ଚାୟତ ଖମାର ରଙ୍ଗମାଟିଆ ସାହିରେ ଗୁରୁବାର ଏକ ଅଘଟଣରେ ଜଣେ ତିନି ବର୍ଷର ଶିଶୁର ଅକାଳ ମୃତ୍ୟୁ ଘଟିଛି । ଗାଧଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ିଯିବାରୁ ଶିଶୁଟି ମୃତ୍ୟୁ ମୁଖରେ ପଡ଼ିଥିଲା। ସୂଚନାଯୋଗ୍ୟ, ଖମାର…

Continue Readingପୋଖରୀରେ ବୁଡ଼ି ଶିଶୁ ମୃତ୍ୟୁ

ନାବାଳିକା ବିବାହ ବନ୍ଦ କଲା ପ୍ରଶାସନ

ଅନୁଗୁଳ: ଛେଣ୍ଡିପଦା ବ୍ଳକ୍ ତଥା ନିଶା ଶିଳ୍ପାଞ୍ଚଳ ଥାନାର ଝିଣ୍ଟିପାଳ ଗ୍ରାମରେ ଗୁରୁବାର ଏକ ନାବାଳିକା ବିବାହ ବନ୍ଦ୍ କରିବାରେ ସଫଳ ହୋଇଛି ପ୍ରଶାସନ। ଦୁଇ ଆଇସିଡିଏସ୍ ସୁପର୍‌ଭାଇଜର୍ ଗ୍ରାମରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ। ଆଇନ୍ ଉଲଂଘନର ପରିଣାମ…

Continue Readingନାବାଳିକା ବିବାହ ବନ୍ଦ କଲା ପ୍ରଶାସନ

କଣିହାଁ ଓ ସମଲରେ ଥମୁନି କୋଇଲା ଚୋରି,ବନ୍ଧା ହେଲେ ୧୪ ଚାଲାଣକାରୀ

ଅନୁଗୁଳ : କଣିହାଁ ବ୍ଳକର ଉଭୟ କଣିହାଁ ଓ ସମଲ ଥାନା ଇଲାକାରେ ଥମିବାର ନାଁ ନେଉନି ଚୋରା କୋଇଲା କାରବାର। ବୁଧବାର ଉଭୟ ଥାନା ଇଲାକାରୁ ବିପୁଳ ପରିମାଣର ଚୋରା କାଇଲା ଜବତ ସହ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ…

Continue Readingକଣିହାଁ ଓ ସମଲରେ ଥମୁନି କୋଇଲା ଚୋରି,ବନ୍ଧା ହେଲେ ୧୪ ଚାଲାଣକାରୀ