ଦୋକାନରେ ୱେଲଡିଂ ମିସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ
ଅନୁଗୁଳ: ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁରେ ଅଭାବନୀୟ ଘଟଣା। ଦୋକାନରେ ୱେଲଡିଂ ମିସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ପୁଲିସ ଜବତ କରିଛି। ମୃତକ ଅନୁଗୁଳ ଖଲାରୀ ବାସିନ୍ଦା ୩୯ ବର୍ଷୀୟ ହରି ଓରଫ ଅରକ୍ଷିତ ଗଡନାୟକ ବୋଲି ଜଣା ପଡିଛି। ସୂଚନା…
ଅନୁଗୁଳ: ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁରେ ଅଭାବନୀୟ ଘଟଣା। ଦୋକାନରେ ୱେଲଡିଂ ମିସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ପୁଲିସ ଜବତ କରିଛି। ମୃତକ ଅନୁଗୁଳ ଖଲାରୀ ବାସିନ୍ଦା ୩୯ ବର୍ଷୀୟ ହରି ଓରଫ ଅରକ୍ଷିତ ଗଡନାୟକ ବୋଲି ଜଣା ପଡିଛି। ସୂଚନା…
ଅନୁଗୁଳ: ରେଙ୍ଗାଳି ଥାନା ଦେନାଳୀ ଗାଁରେ ଜଣେ କୁକୁଡ଼ା ଚିଆଁ ବ୍ୟବସାୟୀ ଗତ ରବିବାର ଲୁଟ୍ପାଟ୍ର ଶିକାର ହୋଇଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଗତ ରବିବାର ମଧ୍ୟାହ୍ନରେ ଦେନାଳୀ ଗାଁକୁ ଜଗତପୁର ଥାନା ଭୟରପୁର ଗ୍ରାମର…
ଅନୁଗୁଳ: ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ସୋମବାର କମ୍ପଲା ଓ ବିଜିପୁର ଗାଁରେ ଚଢ଼ଉ କରାଯାଇଥିଲା। ଚୋରା ମଦ, ଗଞ୍ଜେଇ କାରବାର ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଛି। ବିଭାଗ ସୂତ୍ରରୁ ପ୍ରକାଶ, କମ୍ପଲା ଗାଁର ଧ୍ରୁବଚରଣ ଦାସ(୬୫) ଙ୍କ ଘରୁ ୭…
ଅନୁଗୁଳ: ତାଳଚେର ହିଙ୍ଗୁଳା ପୀଠରେ ପ୍ରସିଦ୍ଧ ଜନ୍ତାଳ ପର୍ବ ଅନୁଷ୍ଠିତ ହୋଇଛି। ଗୋପାଳପ୍ରାଦ ସ୍ଥିତ ମା’ଙ୍କ ପୀଠରେ ଅନୁଷ୍ଠିତ ଏହି ଜନ୍ତାଳ ପୂଜାରେ ଅପରାହ୍ନ ପ୍ରାୟ ସାଢ଼େ ୧ଟା ସମୟରେ ଦେହୁରୀଙ୍କ ଘରୁ ମା’ ହିଙ୍ଗୁଳାଙ୍କ ଆଲମକୁ କୁଟେଇଶୁଣି ମଣ୍ଡପକୁ ଅଣାଯାଇ…
ଅନୁଗୁଳ: କଣିହାଁ ବ୍ଲକ୍ ଅର୍କିଳ ଗାଁ ବ୍ରାହ୍ମଣୀ ନଦୀକୂଳରେ ଗଢ଼ିଉଠିଥିବା ବେଆଇନ ମାଟିଇଟା ଭାଟିରେ ପ୍ରଶାସନ ପକ୍ଷରୁ ଶନିବାର ଚଢ଼ଉ କରାଯାଇଛି। ମେସିନ ଲଗାଇ ହଜାର ହଜାର ଇଟା ନଷ୍ଟ କରାଯାଇଛି। ତହସିଲ ସୂତ୍ରରୁ ପ୍ରକାଶ, ବେଦପ୍ରକାଶ ପ୍ରଧାନ ଓ ପିଣ୍ଟୁ…
ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ ତଥା ସଦର ଥାନା ଇଲାକା ଛେଳିଆପଡ଼ା ଛକରେ ଥିବା ଏଟିଏମ୍ରୁ ଚୋରି ହୋଇଛି । ଗତ ଗୁରୁବାର ରାତିରେ କେହି ଦୁର୍ବୃତ୍ତ ଏଟିଏମ୍ କାଉଣ୍ଟରରେ ଥିବା ଦୁଇଟି ବ୍ୟାଟେରୀକୁ ଚୋରି କରିନେଇଥିବା ଅଭିଯୋଗ ହୋଇଛି ।…
ଅନୁଗୁଳ: ସ୍ଥଗିତ ହୋଇଛି ଅନୁଗୁଳ ଜିଲ୍ଲାର ୧୭ ନମ୍ବର ଜିଲ୍ଲା ପରିଷଦ ଜୋନ୍( ଜରପଡ଼ା)ରେ ଉପନିର୍ବାଚନ । କରୋନାର ଭୟବହତା ସାଙ୍ଗକୁ ରାଜ୍ୟ ସରକାରଙ୍କ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନର ଏହି ଘୋଷଣା କରିଛନ୍ତି। ଆସନ୍ତା ୨୮…
ଅନୁଗୁଳ: ଛେଣ୍ଡିପଦା ବ୍ଲକ୍ ପାତ୍ରପଡା ଦେବୀନଗର ପାହାଡ଼ତଳେ ଅବସ୍ଥିତ ମା’ ବାୟାଣୀଙ୍କ ବାର୍ଷିକ ପୂଜା ବୁଧବାର କରୋନା କଟକଣା ସହ ପାଳିତ ହୋଇଛି। ପୂଜକମାନେ ବିଧି ପୂର୍ବକ ଠାକୁରାଣୀଙ୍କୁ ପୂଜା କରିଥିଲେ। ପୀଢ଼ ନିକଟରେ ଜନ ସମାବେଶ ବାରଣ କରାଯାଇଥିବାରୁ ଭକ୍ତମାନେ…
ଅନୁଗୁଳ:ଛେଣ୍ଡିପଦା ଥାନା ମାଛକୁଟା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ନଳକୂଅରୁ ନିର୍ଗତ ପାଣିକୁ ନେଇ ଦୁଇ ଭାଇ ମଧ୍ୟରେ ପାଟିତୁଣ୍ଡ ହୋଇ ପରେ ବଡ ଭାଇର କଟୁରି ଚୋଟରେ ସାନ ଭାଇ ଗୁରୁତର ହୋଇଛନ୍ତି । ଏ ନେଇ…
ଅନୁଗୁଳ: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ କଣିହାଁ ବ୍ଲକ୍ର ୧୦ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଇଲାକାରେ ଜଳଛତ୍ର ଖୋଲିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ବ ବର୍ଷ ଗୁଡ଼ିକରେ ମାର୍ଚ୍ଚ ୩୧ରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଜଳଛତ୍ର ଖୋଲାଯିବାର…