ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ବଅଁରପାଳ: ବଅଁରପାଳ ଥାନା ଇଲାକାରେ ମାତିଛନ୍ତି ଚୋର। ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ଦୁର୍ବୃତ୍ତ ଲୁଟ୍‌ପାଟ୍‌ କରି ଆତଙ୍କ ଖେଳାଇଛନ୍ତି। ଶନିବାର ରାତିରେ ବଅଁରପାଳରେ ଏକ ଘରେ କଳାକନା ବୁଲାଇଛନ୍ତି ଲୁଟେରା। ଘରେ କେହି ନଥିବାର ସୁଯୋଗ ନେଇ ୧୫ ହଜାର…

Continue Readingଲୁଟି ନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ସୁଦୀପ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ପରିବର୍ତ୍ତନ ହୋଇଛି। ଜରପଡା ମଣ୍ଡଳର ଯୁବ ନେତା ସୁଦୀପ କୁମାର ଗଡ଼ନାୟକଙ୍କୁ ଜିଲ୍ଲା ସାଧାରଣ ସମ୍ପାଦକ ଦାୟିତ୍ବ ମିଳିଛି। ନୂଆ ଦାୟିତ୍ବ ପାଇବା ପରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ…

Continue Readingସୁଦୀପ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ

ଓଲଟିଲା ପିକଅପ ଭ୍ୟାନ, ୩ ଚାଷୀ ଆହତ

ଅନୁଗୁଳ: ଭାରସାମ୍ୟ ହରାଇ ଓଲଟି ପଡିଲା ଟମାଟୋ ବୋଝେଇ ପିକଅପ ଭ୍ୟାନ । ଅଳ୍ପକେ ବର୍ତ୍ତିଲେ ୩ ଚାଷୀ । ରବିବାର ଭୋର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା-ଦେବଗଡ଼ ରାସ୍ତା ମାମୁରିଆ ଗାଁରେ ଘଟିଛି ଏହି ଦୁର୍ଘଟଣା । ଚାଷୀମାନେ ଦେବଗଡ଼ ଜିଲ୍ଲାରୁ…

Continue Readingଓଲଟିଲା ପିକଅପ ଭ୍ୟାନ, ୩ ଚାଷୀ ଆହତ

ଯୁବକଙ୍କୁ ଲୁଟ୍‌ପାଟ, ଛଡେ଼ଇ ନେଲେ ମୋବାଇଲ୍‌

ତାଳଚେର: ବିକ୍ରମପୁର ଥାନା ଇଲାକା ମୁଣ୍ତାବଜାର ନିକଟରେ ଜଣେ ଯୁବକ ଲୁଟ୍‌ପାଟର ଶିକାର ହୋଇଛନ୍ତି। ଦୁଇ ଦୁବୃର୍ତ୍ତ ତାଙ୍କୁ ମାର‌୍‌ପିଟ୍‌ କରବା ସହ ତାଙ୍କ ଠାରୁ ମୋବାଇଲ୍‌ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ର ସୂଚନା ମୁତାବକ, ଲୁଟ୍‌ର ଶିକାର ହୋଇଥିବା…

Continue Readingଯୁବକଙ୍କୁ ଲୁଟ୍‌ପାଟ, ଛଡେ଼ଇ ନେଲେ ମୋବାଇଲ୍‌

ଜିଲ୍ଲା ଅଫିସ ଆଗରେ ମା’-ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଅନୁଗୁଳ : ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଉଦବେଗ ସୃଷ୍ଟି କରିଛି। ତାଳଚେର ବ୍ଲକ୍ ଗୋବରା ଗାଁର ଦମୟନ୍ତି ବେହେରା ଏବଂ ତାଙ୍କ ପୁଅ ଆତ୍ମହୁତି ଉଦ୍ୟମ କରିଥିଲେ।ଉଭୟ ନିଜ ଦେହରେ କିରୋସିନ…

Continue Readingଜିଲ୍ଲା ଅଫିସ ଆଗରେ ମା’-ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଆରଟିଓଙ୍କ ମାନବିକତା

ଅନୁଗୁଳ: ସଂପ୍ରତି ସଡ଼କ ସୁରକ୍ଷା ମାସ ପାଳନ କରାଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ଅପରିଚିତ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି ମାନବିକତାର ପରିଚୟ ଦେଇଛନ୍ତି ଦେବଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ା। ପତ୍ନୀ ଓ ଶିଶୁକନ୍ୟା ସହ ଭୁବନେଶ୍ୱରରରୁ…

Continue Readingଆରଟିଓଙ୍କ ମାନବିକତା

ସିଙ୍ଗାରେନି କୋଇଲା ଖଣି ପରିବେଶ ଜନଶୁଣାଣି

ଅନୁଗୁଳ: ଛେଣ୍ତିପଦା ବ୍ଲକର କରଡାବାହାଳି ଗ୍ରାମରେ ସିଙ୍ଗାରେନି କୋଇଲା ଖଣି ନିମନ୍ତେ ପରିବେଶ ଜନଶୁଣାଣି ବୁଧବାର ଆୟୋଜିତ ହୋଇଥିଲା। ସୂଚନା ଯେ, ସିଙ୍ଗାରେନି କୋଇଲା ଖଣି ପ୍ରସ୍ତାବିତ ଖଣି ଲିଜ୍ ମୋଟ୍ ୯୧୨.୭୯୯ ହେକ୍ଟର ଜମିରୁ ବାର୍ଷିକ ୧୦ ନିୟୁତ ଟନ୍…

Continue Readingସିଙ୍ଗାରେନି କୋଇଲା ଖଣି ପରିବେଶ ଜନଶୁଣାଣି

ଯୁବ ଆଇଏନଟିୟୁସି ତରଫରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଅନୁଗୁଳ: ସୋମବାର ଯୁବ ଆଇଏନଟିୟୁସି ଅନୁଗୁଳ ଶାଖା ତରଫରୁ ୭ ଦଫାର ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି l ରାଜ୍ୟରେ ବେକାର ଯୁବ ଗୋଷ୍ଠୀକୁ ଚାକିରି ଅବା ବେକାରୀ ଭତ୍ତା, କରୋନା ମହାମାରୀ ସମୟରେ ରୋଜଗାର ହରlଇଥିବା ସମସ୍ତ…

Continue Readingଯୁବ ଆଇଏନଟିୟୁସି ତରଫରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ସିଙ୍ଗ୍ରାଣି ଜନଶୁଣାଣିକୁ ନେଇ ବଢୁଛି ଅସନ୍ତୋଷ

ଛେଣ୍ଡିପଦା: ଆସନ୍ତା ୨୦ ତାରିଖରେ ଛେଣ୍ଡିପଦାରେ ହେବାକୁ ଥିବା ସିଙ୍ଗ୍ରାଣି କୋଇଲା ଖଣି ନିମନ୍ତେ ଜନଶୁଣାଣିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଛେଣ୍ଡିପଦା ଜଙ୍ଗଲ, ଥଳିପଶି, କରଡ଼ାବାହାଳ ଗ୍ରାମରେ ଏହି କୋଇଲା ଖଣି ସ୍ଥାପନ ହେବାକୁ ଥିବା…

Continue Readingସିଙ୍ଗ୍ରାଣି ଜନଶୁଣାଣିକୁ ନେଇ ବଢୁଛି ଅସନ୍ତୋଷ

ଟିକରପଡ଼ାକୁ ଆସିଲା ୪ ବୋଟ୍‌

ବନ୍ତଳା: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ା ଗଣ୍ତରେ ଶନିବାର ପହଞ୍ଚିଛି ୪ଟି ନୂତନ ବୋଟ୍‌। ବନ ବିଭାଗ ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ବୋଟ୍‌ ପ୍ରଦାନ କରାଯାଇଛି। ଏଥିରେ ୨୦ ସିଟ୍‌ ବିଶିଷ୍ଟ…

Continue Readingଟିକରପଡ଼ାକୁ ଆସିଲା ୪ ବୋଟ୍‌