ଶୋଇଥିବା ବେଳେ କାମୁଡ଼ିଲା ଚିତି, ସର୍ପାଘାତରେ ନାବାଳିକାର ମୃତ୍ୟୁ
ଅନୁଗୁଳ: ସର୍ପାଘାତରେ ଗଲା ନାବାଳିକାର ଜୀବନ। ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ତୁକୁଡା ମାହାର ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏଠାକାର ମଧୁ ମାହାରଙ୍କ ଝିଅ ଅର୍ଚ୍ଚିତା ମାହାର (୧୨)ଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।…
