ଅଭୟାରଣ୍ୟ ବିସ୍ଥାପିତ କ୍ଷତିଗ୍ରସ୍ତଙ୍କ ଆମରଣ ଅନଶନ
ଅନୁଗୁଳ: ଅନୁଗୁଳ ଜିଲ୍ଲା ଅଭୟାରଣ୍ୟରୁ ବିସ୍ଥାପିତ କଟରଙ୍ଗ ଗାଁର କ୍ଷତିଗ୍ରସ୍ତ ୨୯ ପରିବାର ସଦସ୍ୟ ମଙ୍ଗଳବାର ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିଥିଲେ। ସୂଚନା ଯେ, କଟରଙ୍ଗ ଗ୍ରାମବାସୀ ବିସ୍ଥାପନ ପ୍ରକ୍ରିୟାରେ ପ୍ୟାକେଜ୍ ତାଲିକାଭୂକ୍ତ ନଥିବାରୁ ଦୀର୍ଘ…
