ବାଇକ୍ ପଛରେ ପିଟିଲା ଟ୍ରକ୍, ମହିଳାଙ୍କ ମୃତ୍ୟୁ
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତାଳଚେର ବଅଁରପାଳ ରାସ୍ତାର ଚାଇଁପାଳ ନିକଟରେ ଏକ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଯେ, ଜାଜପୁର ଜିଲ୍ଲା ଛତିଆର ଜୟନ୍ତୀ ମହାପାତ୍ର ତାଙ୍କ ସ୍ବାମୀଙ୍କସହ ବାଇକ୍ରେ ବଅଁରପାଳ ଆଡ଼କୁ…
