ପ୍ରେମ ନିବେଦନକରି ନିସ୍ତୁକ ଛେଚା ଖାଇଲେ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅଞ୍ଚଳରେ ପ୍ରେମ ନିବେଦନ କରିବାକୁ ଯାଇ ଜଣେ ଯୁବକ ନିସ୍ତୁକ ଛେଚାଖାଇ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ଜରପଡ଼ା ଥାନା ଅନ୍ତର୍ଗତ ବଡ଼କେରଜାଙ୍ଗ ଗାଁର ଗୌତମ ସାହୁଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ସାହୁ ଏକ…

Continue Readingପ୍ରେମ ନିବେଦନକରି ନିସ୍ତୁକ ଛେଚା ଖାଇଲେ ଯୁବକ

କୋଟିଏ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ପୁଲିସ ଅନୁଗୁଳର ଜଣେ ଡାକ୍ତରଙ୍କ ପୁଅକୁ ଭଲ ଅନୁଷ୍ଠାରେ ଡାକ୍ତରୀ ପିଜି ସିଟ କରାଇ ଦେବାକୁ କହି ଏକ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ଚିକିତ୍ସାଳୟର…

Continue Readingକୋଟିଏ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ

୪୮୦ ଲିଟଣ ଦେଶୀମଦ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସଦର ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥର ପଞ୍ଚମହଲା ନିକଟରେ ଶୁକ୍ରବାର ଏକ ଅଟୋ(ଓଡି୧୯-୮୫୮୬)ସହ ୪୮୦ ଲିଟର ଦେଶୀମଦ ଜବତ କରିଛି। ସୂଚନା ଅନଯାୟୀ, ଢେଙ୍କାନାଳ ଜିଲ୍ଲା…

Continue Reading୪୮୦ ଲିଟଣ ଦେଶୀମଦ ଜବତ, ଜଣେ ଗିରଫ

ଜାତୀୟ ରାଜପଥ ଅବ୍ୟବସ୍ଥା ନେଇ ଓକିଲ ସଂଘର ଆନ୍ଦୋଳନ ନିଷ୍ପତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥର ଅବ୍ୟବସ୍ଥାକୁ ନେଇ ଅନୁଗୁଳ ଓକିଲ ସଂଘର ଆନ୍ଦୋଳନ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ସଂଘର ଏକ ଜରୁରୀ ବୈଠକ ସଂଘର ସଭାପତି ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Continue Readingଜାତୀୟ ରାଜପଥ ଅବ୍ୟବସ୍ଥା ନେଇ ଓକିଲ ସଂଘର ଆନ୍ଦୋଳନ ନିଷ୍ପତ୍ତି

ଦେଶୀମଦ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଦେଶୀମଦ ଚୋରା ଚାଲାଣ ଅଭିଯୋଗରେ ଗୁରୁବାର ୨ ଜଣଙ୍କୁ ଗିରଫକରିଛି। ସୂଚନା ଯେ, ଗୁରୁବାର ମୋଟର ଯାନ ଯାଞ୍ଚ ବେଳେ ଏକ ବାଇକରେ ୩୦ ଲିଟର ଦେଶୀମଦ ନେଇ ତାଳଚେର ଥାନା ଅନ୍ତର୍ଗତ କନ୍ଧବେରେଣୀ…

Continue Readingଦେଶୀମଦ ଜବତ, ୨ ଗିରଫ

ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାତ୍ରପଡ଼ା ଗାଁରେ ବୁଧବାର ବିଳମ୍ବିତ ରାତିରେ ସାପକାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଗାଁର ସୁଦର୍ଶନ ବେହେରାଙ୍କ ସ୍ତ୍ରୀ ସୁକାନ୍ତି ବେହେରା(୩୫) ରାତିରେ ଘରେ ଶୋଇଥିଲେ। ତାଙ୍କୁ ବିଳମ୍ବିତ ରାତିରେ…

Continue Readingସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

୧୦୮ ଆମ୍ବୁଲାନ୍ସ ଧକ୍କାରେ ଚାଷୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାପୁଜୀ ମହାବିଦ୍ୟାଳୟ ସାମ୍ନାରେ ଏକ ୧୦୮ ଆମ୍ବୁଲାନ୍ସ ଧକ୍କାରେ ମାଛକୁଟା ଗାଁର ଜଣେ ଚାଷୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯୟୀ, ଗୁରୁବାର ଭୋର ସମୟରେ ମାଛକୁଟା ଗାଁର ଲିପୁ ଗଡ଼ନାୟକ ହଳ…

Continue Reading୧୦୮ ଆମ୍ବୁଲାନ୍ସ ଧକ୍କାରେ ଚାଷୀ ଗୁରୁତର

ସ୍ତ୍ରୀଙ୍କୁ ମାଡ଼ମାରି ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ପୁଲିସ ସ୍ତ୍ରୀଙ୍କୁ ମାଡ଼ମାରିବା ଅଭିଯୋଗରେ ସ୍ବାମୀଙ୍କୁ ଗିରଫକରିଛି। ସୂଚନା ମୁତାବକ, ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ଗାଁର ବିଧୁଭୂଷଣ ସାହୁ(୩୯) ସପରିବାର ସଦର ଥାନା ଅନ୍ତର୍ଗତ କରଡ଼ାଗାଡ଼ିଆରେ ଭଡ଼ାରେ ରହୁଥିଲେ। ଗତ ୧ ମାସ ହେବ…

Continue Readingସ୍ତ୍ରୀଙ୍କୁ ମାଡ଼ମାରି ସ୍ବାମୀ ଗିରଫ

୯୯ ହଜାର ଲୁଟିନେଲେ ସାଇବର ଲୁଟେରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡ଼ତଳମୁଳ ଗାଁର ମାନସ ରଞ୍ଜନ ସାହୁଙ୍କଠାରୁ ବୁଧବାର ସାଇବର ଲୁଟେରା ଲୁଟି ନେଇଛନ୍ତି ୯୯ ହଜାର ଟଙ୍କା। ସୂଚନା ଅନଯାୟୀ, ମାନସଙ୍କ ପାଖକୁ ବୁଧବାର ସକାଳୁ ଏକ ଫୋନକଲ ଆସିଲା। ନିଜକୁ କ୍ରେଡିଟ…

Continue Reading୯୯ ହଜାର ଲୁଟିନେଲେ ସାଇବର ଲୁଟେରା

ମହିଳାଙ୍କଠାରୁ ଝାମ୍ପିନେଲେ ୫୦ ହଜାର ଟଙ୍କା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସରରେ ଥିବା ଏକ ରାଷ୍ଟ୍ରାୟତ ବ୍ୟାଙ୍କରୁ ବୁଧବାର ଅପରାହ୍ନରେ ୫୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିବା ମହିଳାଙ୍କଠାରୁ ଝାମ୍ପିନେଲେ ଲୁଟେରା। ସୂଚନା ମୁତାବକ, କାଣ୍ଡସର ଗାଁର ପବିତ୍ର ବେହେରାଙ୍କ ସ୍ତ୍ରୀ ଅଶାନ୍ତୀ…

Continue Readingମହିଳାଙ୍କଠାରୁ ଝାମ୍ପିନେଲେ ୫୦ ହଜାର ଟଙ୍କା