ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି

ଅନୁଗୁଳ: ଜିଲ୍ଲା ସ୍ତରୀୟ ଜନ ଶୁଣାଣି ସେମବାର ସକାଳେ ଜିଲ୍ଲା କୋର୍ଟ ରୁମରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନ ଶୁଣାଣିରେ ସମୁଦାୟ ୩୬ଟି ଅଭିଯୋଗର ଶୁଣାଣି…

Continue Readingଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି

ଫେସ୍‌ବୁକ୍‌ରୁ ମୋବାଇଲ କିଣିବା ମହଙ୍ଗା ପଡ଼ିଲା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ସିଆଇଏସ୍ଏଫ୍ କନେଷ୍ଟବଲଙ୍କୁ ଫେସ୍‌ବୁକ୍‌ରୁ ଆଇଫୋନ୍ ମୋବାଇଲ କିଣିବା ମହଙ୍ଗା ପଡ଼ିଲା। ୯୯ ହଜାର ୪୯୪ ଠକିକି ନେଇଗଲେ ଠକ। ସୂଚନା ମୁତାବକ, ନାଲକୋର ସିଆଇଏସ୍ଏଫ୍ କନେଷ୍ଟବଲ କେ ଉତ୍ତମ କୁମାର(୨୨) ଗୁରୁବାର ଫେସ୍‌ବୁକ୍‌ରେ ଏକ ଆଇଫୋନ୍୧୨…

Continue Readingଫେସ୍‌ବୁକ୍‌ରୁ ମୋବାଇଲ କିଣିବା ମହଙ୍ଗା ପଡ଼ିଲା

ମଦ ପକାଇ ପଥର ଛେଚା ଖାଇଲେ ନାବାଳକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଖମାର ଗାଁର ଜଣେ ୬୦ ବର୍ଷର ବୃଦ୍ଧଙ୍କ ମଦ ଗିଲାସକୁ ପକାଇ ଦେବାରୁ ୯ ବର୍ଷର ନାବାଳକଙ୍କୁ ପଥରରେ ଆକ୍ରମଣ କରିବା ଅଭିଯୋଗରେ ବୃଦ୍ଧ ଗିରଫ ହୋଇଛନ୍ତି। ସୂଚନା ମୁତାବକ, ଗତ ୨୬…

Continue Readingମଦ ପକାଇ ପଥର ଛେଚା ଖାଇଲେ ନାବାଳକ

ଯୁବକଙ୍କୁ ଟାଙ୍ଗିଆରେ ହାଣି ୨ ଭାଇ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ହରିବେରେଣୀ ଗାଁର ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣିବା ଅଭିଯୋଗରେ ପୁଲିସ ୨ ଭାଇଙ୍କୁ ଗିରଫକରିଛି। ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ହରିବେରେଣୀ ଗାଁର ଜଳଧର ବେହେରା ଦୋକାନରୁ ସଉଦା କିଣି ଫେରିବା ବେଳେ…

Continue Readingଯୁବକଙ୍କୁ ଟାଙ୍ଗିଆରେ ହାଣି ୨ ଭାଇ ଗିରଫ

ସ୍ତ୍ରୀ ଓ ୨ ଛୁଆଙ୍କୁ ପୋଡ଼ି ମାରିବାଉଦ୍ୟମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗାଁ ଗଡ଼ସାହିର ରଞ୍ଜନ ଗୋଚ୍ଛାୟତ ତାଙ୍କ ସ୍ତ୍ରୀ ଓ ୨ ଛୁଆଙ୍କୁ ଘର ଭିତରେ ବନ୍ଦକରି ପୋଡ଼ି ମାରିବା ଉଦ୍ୟମ କରିଛି। ସୂଚନା ମୁତାବକ, ଶୁକ୍ରବାର ଘରୋଇ ଗଣ୍ଡଗୋଳରୁ ରଞ୍ଜନ ତାଙ୍କ…

Continue Readingସ୍ତ୍ରୀ ଓ ୨ ଛୁଆଙ୍କୁ ପୋଡ଼ି ମାରିବାଉଦ୍ୟମ

୧୧ ନମ୍ବର ୱାର୍ଡ ବାସିଙ୍କ ପୌର କାର୍ଯ୍ୟାଳୟ ଆଗରେ ଧାରଣା

ଅନୁଗୁଳ: ଅନୁଗୁଳ ପୌରାଞ୍ଚଳର ୧୧ ନମ୍ବର ୱାର୍ଡରେ ଉଚ୍ଛେଦକୁ ବିରୋଧକରି ୨୨ଟି ପରିବାରର ସଦସ୍ୟମାନେ ଗୁରୁବାର ପୌର କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ୱାର୍ଡ ବାସିଙ୍କ ଅଭିଯୋଗ ଅନୁସାରେ ବୁଧବାର ଜିଲ୍ଲା ପ୍ରଶାସନ ତରଫରୁ ବସ୍ତୀକୁ ଉଛେଦ କରାଯିବ ବୋଲି ବିଜ୍ଞପ୍ତି…

Continue Reading୧୧ ନମ୍ବର ୱାର୍ଡ ବାସିଙ୍କ ପୌର କାର୍ଯ୍ୟାଳୟ ଆଗରେ ଧାରଣା

ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ବଡ଼କନ୍ତକୁଳ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଦ୍ୟାଳୟର ଶିକ୍ଷକ ଦିଲ୍ଲୀପ କୁମାର ସାମଲଙ୍କ ଚାକିରୀ ଗୁରୁବାର ଶେଷ ହୋଇଛି। ଏଥିପାଇଁ ଆୟୋଜିତ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ…

Continue Readingଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ନାଲକୋ ପ୍ଲାଣ୍ଟରୁ ଚୋରି ଅଭିଯୋଗରେ ୨ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସ୍ମେଲଟର ପ୍ଲାଣ୍ଟ ପରିସରରୁ ତମ୍ବା କେବୁଲ ଚୋରି ଅଭିଯୋଗରେ ପୁଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ବୁଧବାର ଭୋର ସମୟରେ ଶିଶୁ ହାର୍ଟିଂ ବସ୍ତିର ବବୁଲୁ ବେହେରା(୨୨) ଓ…

Continue Readingନାଲକୋ ପ୍ଲାଣ୍ଟରୁ ଚୋରି ଅଭିଯୋଗରେ ୨ ଯୁବକ ଗିରଫ

ଟ୍ରକ୍ ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ସନ୍ତ୍ରୀ ନିକଟ ୫୫ ନମ୍ବର ଜାତୀୟ ରାଜପଥରେ ବୁଧବାର ଏକ ଟ୍ରକ୍ ବାଇକ୍ ଉପରେ ଚଢି ଯିବାରୁ ଘଟଣା ସ୍ଥଳରେ ସ୍ଵାମୀଙ୍କ ମୃତ୍ୟୁ ହୋଇଛି। ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ…

Continue Readingଟ୍ରକ୍ ଧକ୍କାରେ ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପିପଳବାହାଳ ଗାଁର ଲିଟିଲ ବେହେରା(୧୯)ଙ୍କୁ ତାଙ୍କ ସ୍ବାମୀ ରାଜ ବେହେରା ନିର୍ଯାତନା ଦେବା ଅଭିଯୋଗରେ ପୁଲିସ ମଙ୍ଗଳବାର ଗିରଫକରିଛି। ସୂଚନା ଯେ, ଲିଟିଲ ବେହେରା ଫେବୃଆରୀ ୨୨ ତାରିଖରେ କିଶୋରନଗର ଥାନା ଅନ୍ତର୍ଗତ ଧଉରାପାଲି…

Continue Readingଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀ ଗିରଫ