ଅନୁଗୁଳରେ କାଳ ବୈଶାଖୀ

ଅନୁଗୁଳ: ଅନୁଗୁଳ ସହର ଏହାର ଆଖପାଖ ଅଞ୍ଚଳରେ ଗୁରୁବାର ଅପରାହ୍ନରେ କାଳ ବୈଶାଖୀରେ ପବନ, ବର୍ଷା ଓ କୁଆପଥର ବୃଷ୍ଟି ହୋଇଥିଲା। ଏସବୁ ସତ୍ବେ ଦୀର୍ଘ ଦିନର ଗ୍ରୀଷ୍ମ ପ୍ରବାହପରେ ଆଜିର ବର୍ଷା ସାଧାରଣରେ ଆସ୍ବତି ଆଣିବାସହ ଥଣ୍ଡାପବନ ବୋହିବା ଆରମ୍ଭ…

Continue Readingଅନୁଗୁଳରେ କାଳ ବୈଶାଖୀ

ଗାଡି ସାଇଡମରାକୁ ନେଇ ଗୋଷ୍ଠୀ ବିବାଦ, ୧୦ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଏକ ଗୋଷ୍ଠୀ ବିବାଦ ଘଟଣାରେ ଉଭୟ ଗୋଠୀର ୧୦ ଜଣଙ୍କୁ ସୋମବାର ଗିରଫକରିଛି। ସୂଚନା ଯେ, ନୂଆହତା ଗାଁର ସରୋଜ ମାଝୀ ରବିବାର ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ଗାଁର କମଳ ଲୋଚନ ମାଝୀ…

Continue Readingଗାଡି ସାଇଡମରାକୁ ନେଇ ଗୋଷ୍ଠୀ ବିବାଦ, ୧୦ ଗିରଫ

୨ ମୋବାଇଲ ଚୋର ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ରୁ ମୋବାଇଲ ଚୋରି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ବଅଁରପାଳ ବଜାର ଅଞ୍ଚଳର ଏକ ଦୋକାନରୁ ୨୦୨୧ ରେ ଚୋରି କରିଥିଲେ। ଏ ନେଇ…

Continue Reading୨ ମୋବାଇଲ ଚୋର ଗିରଫ

୩ ଜଣ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଦୌରା ଜଜ୍ ପ୍ରଣବ କୁମାର ପାତ୍ର ଏକ ହତ୍ୟା ମାମଲାର ବିଚାରକରି ଶୁକ୍ରବାର ୩ ଜଣ ହତ୍ୟାକାରୀଙ୍କୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଯେ, ୨୦୦୩ ମସିହା ଅପ୍ରେଲ ୯ ତାରିଖ ସକାଳେ ବଅଁରପାଳ ଥାନା…

Continue Reading୩ ଜଣ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ଅନୁଗୁଳ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନଙ୍କ ୧୭୪ତମ ଜୟନ୍ତୀ

ଅନୁଗୁଳ: ଅନୁଗୁଳ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ କୂଳ ଵୃଦ୍ଧ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ଓ ଆଇନଜୀବୀ ଦିବସର ଗୁରୁବାର ପାଳିତ ହୋଇଯାଇଛି। ସ୍ଥାନୀୟ ସଭାଘରଠାରେ ସଂଘର ସଭାପତି ଦିଲ୍ଲିପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି…

Continue Readingଅନୁଗୁଳ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନଙ୍କ ୧୭୪ତମ ଜୟନ୍ତୀ

ଯାଯାବର ବସ୍ତିରୁ ୨ ଲକ୍ଷ ଟଙ୍କା ଚୋରିକରି ୪ ଗିରଫ

ଅନୁଗୁଳ: ଅନୁଗୁଳ ସହରର ହେମୁସୁରପଡ଼ା ଦୁର୍ଗାମଣ୍ଡପ ନିକଟରେ ରହୁଥିବା ଯାଯାବର ବସ୍ତିରୁ ୨ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫକରି ଗୁରୁବାର କୋର୍ଟ ଚାଲାଣ କରିଛି। ସୂଚନା ଯେ, ବୁଧବାର ରାତିରେ ୪/୫…

Continue Readingଯାଯାବର ବସ୍ତିରୁ ୨ ଲକ୍ଷ ଟଙ୍କା ଚୋରିକରି ୪ ଗିରଫ

ଡ଼କାୟତୀ ଯୋଜନା ପଣ୍ଡ, ୩ ଗିରଫ, ପିସ୍ତଲ, ମୋବାଇଲ, ସ୍କର୍ପିଓ ଓ ବାଇକ ଜବତ

ଅନୁଗୁଳ: ଅନୁଗୁଳ ସଦର ପୁଲିସ ରବିବାର ବିଳମ୍ବିତ ରାତିରେ ରନ୍ତଲୋଇ ମା’ ସାତଭଉଣୀ ମନ୍ଦିର ନିକଟରୁ ଡ଼କାୟତୀ ଯୋଜନା କରୁଥିବା ୩ ଜଣଙ୍କୁ ଗିରଫ କରିଛି। ସୂଚନା ଯେ, ସଦର ଥାନା ଅନ୍ତର୍ଗତ ପରତରା ଗାଁର ଗୋପି ଓରଫ ଗୋପିନାଥ ନାଏକ(୩୭),…

Continue Readingଡ଼କାୟତୀ ଯୋଜନା ପଣ୍ଡ, ୩ ଗିରଫ, ପିସ୍ତଲ, ମୋବାଇଲ, ସ୍କର୍ପିଓ ଓ ବାଇକ ଜବତ

ବାଇକ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍‌କୋନଗର ଥାନା ଅନ୍ତର୍ଗତ କାଣ୍ଡସର ଷ୍ଟେଟ୍ ବ୍ୟାଙ୍କ ନିକଟ ପେଟ୍ରୋଲ ପମ୍ପକୁ ସୋମବାର ମଧ୍ୟାହ୍ନରେ ଜଣେ ଯୁବକ ଏ ପଲସର ବାଇକ୍ (ଓଡି୧୯ ବି ୮୧୬୨) ରେ ପେଟ୍ରୋଲ୍ ଭର୍ତ୍ତି କରି ଆସିଥିବା ବେଳେ ଗାଡ଼ିରେ ହଠାତ…

Continue Readingବାଇକ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ

ମା’ ବାସନ୍ତୀ ଦୁର୍ଗାଙ୍କ ଷଷ୍ଠୀପୂଜା ଆଜି

ଅନୁଗୁଳ: ଅନୁଗୁଳ ସ୍ଥାନୀୟ ଅମଲାପଡ଼ା ସ୍ଥିତ ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ଆଜିଠାରୁ ମା’ ଦୁର୍ଗାଙ୍କର ଷଷ୍ଠୀପୂଜା ଆରମ୍ଭ ହେବ। ସପ୍ତମୀରେ ସପ୍ତମୀ ପୂଜା, ଅଷ୍ଟମୀରେ ଅଷ୍ଟମୀ ପୂଜା, ନବମୀରେ ନବକୁମାରୀ ପୂଜା ଓ ଦଶମୀରେ ବିଜୟା ଦଶମୀ ଏବଂ ପୂର୍ଣ୍ଣାହୁତି…

Continue Readingମା’ ବାସନ୍ତୀ ଦୁର୍ଗାଙ୍କ ଷଷ୍ଠୀପୂଜା ଆଜି

ଛାତ୍ରୀଙ୍କୁ ଅପହରଣ ଅଭିଯୋଗ

ଅନୁଗୁଳ: ଅନୁଗୁଳ ସହରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ନେଇ ମଙ୍ଗଳବାର ଅନୁଗୁଳ ଟାଉନ ଥାନାରେ  ଲିଖିତ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସୂଚନା ଯେ,…

Continue Readingଛାତ୍ରୀଙ୍କୁ ଅପହରଣ ଅଭିଯୋଗ