ଚୋରା କାଷ୍ଟ ଆଇରନ୍ ପାଇପ୍ ବୋଝେଇ ଟ୍ରକ୍ ଜବତ, ୨ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଚୋରା କାଷ୍ଟ ଆଇରନ୍ ପାଇପ୍ ବୋଝେଇ ଟ୍ରକ୍‌କୁ ଜବତ କରିଛି। ସୂଚନା ଯେ, ସଦର ପୁଲିସ ୫୫ନଂ ଜାତୀୟ ରାଜପଥର ପଞ୍ଚମହଲାଠାରେ ପାଟ୍ରୋଲିଂ କରୁଥିବା ବେଳେ ଏକ ଟ୍ରକ୍(ଓଆର…

Continue Readingଚୋରା କାଷ୍ଟ ଆଇରନ୍ ପାଇପ୍ ବୋଝେଇ ଟ୍ରକ୍ ଜବତ, ୨ ଗିରଫ

ନାଲକୋ ଠିକା ଶ୍ରମିକଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଟାଉନସିପରେ ସୋମବାର ସକାଳେ ଜଣେ ଠିକାଶ୍ରମିକଙ୍କ ମୃତ୍ୟୁ ହୋଛି। ସୂଚନା ଯେ, ନାଲକୋ ଉଦ୍ୟାନ ବିଭାଗରେ କାର୍ଯ୍ୟ କରୁଥିବା ମୋହନ ପାଦଲି(୪୬) ନାମକ ଜଣେ ଠିକା ଶ୍ରମିକ ସୋମବାର ସକାଳେ ଟଉନସିପ୍ କଲ୍ୟାଣ ମଣ୍ଡପ ସାମ୍ନାରେ…

Continue Readingନାଲକୋ ଠିକା ଶ୍ରମିକଙ୍କ ମୃତ୍ୟୁ

ପାଞ୍ଚ ବର୍ଷର ପୁଅକୁ ଛାଡ଼ି ପ୍ରେମିକ ସହ ମା’ ଫେରାର

ଅନୁଗୁଳ: ୫ ବର୍ଷର ପୁଅକୁ ଛାଡ଼ି ପ୍ରେମିକ ସହ ଫେରାର ହେଲା ମା। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅଞ୍ଚଳରେ ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ମହିଳା ସମ୍ପର୍କୀୟ ଦିଅର ସହ କୁଆଡ଼େ ଚାଲିଯାଇଛନ୍ତି।…

Continue Readingପାଞ୍ଚ ବର୍ଷର ପୁଅକୁ ଛାଡ଼ି ପ୍ରେମିକ ସହ ମା’ ଫେରାର

ରଶ୍ମିତା ସେଠୀ ହେଲେ ଅନୁଗୁଳ ଜିଲ୍ଲାପରିଷଦ ଉପାଧ୍ୟକ୍ଷା

ଅନୁଗୁଳ: ଅନୁଗୁଳ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଭାବେ ରଶ୍ମିତା ସେଠୀ ଶୁକ୍ରବାର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ସମ୍ମିଳନୀ କକ୍ଷରେ ୬ଷ୍ଠ ଜିଲ୍ଲାପରିଷଦର ୨ୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଘୋଷଣା କରିଥିଲେ…

Continue Readingରଶ୍ମିତା ସେଠୀ ହେଲେ ଅନୁଗୁଳ ଜିଲ୍ଲାପରିଷଦ ଉପାଧ୍ୟକ୍ଷା

ପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ଉଠିଲେ ଜସମିତ ଚୌହ୍ଵାନ ସିକ୍ୟୁରିଟି ଏଜେନ୍ସିର ସୁରକ୍ଷାକର୍ମୀ

ଅନୁଗୁଳ : ବକେୟା ଦରମା ଓ ଅନ୍ୟାନ୍ୟ ଦାବି ନେଇ ସୁରକ୍ଷାକର୍ମୀଙ୍କ ଧାରଣା। ଶୁକ୍ରବାର ତାଳଚେର ଥର୍ମାଲ ଟାଉନସିପ୍ ରେ ନିୟୋଜିତ ଜସମିତ ଚୌହ୍ଵାନ ସିକ୍ୟୁରିଟି ଏଜେନ୍ସିର ସୁରକ୍ଷାକର୍ମୀମାନେ ବିଭିନ୍ନ ଦାବି ନେଇ ସ୍ଥାନୀୟ ସୁରକ୍ଷା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।…

Continue Readingପ୍ରତିଶ୍ରୁତି ମିଳିବା ପରେ ଧାରଣାରୁ ଉଠିଲେ ଜସମିତ ଚୌହ୍ଵାନ ସିକ୍ୟୁରିଟି ଏଜେନ୍ସିର ସୁରକ୍ଷାକର୍ମୀ

ଅନୁଗୁଳରେ ନିର୍ବାଚନୀ ହିଂସା: ସ୍ଵାଧୀନ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କୁ ମାଡ଼ ଅଭିଯୋଗ, ୨ଟି ମାମଲା ରୁଜୁ

ଅନୁଗୁଳ: ଅନୁଗୁଳ ପୌରାଞ୍ଚଳରେ ନିର୍ବାଚନର ପୂର୍ବ ଦିନ ବୁଧବାର ଅପରାହ୍ନରେ ଏକ ନିର୍ବାଚନି ହିଂସା ଦେଖା ଦେଇଛି। ଏ ନେଇ ୨ଟି ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି। ସୂଚନା ଯେ, ସହରର ଶିମିଳିପଡ଼ାର ସ୍ବାଧିନ ପୌରାଧ୍ୟକ୍ଷ ପ୍ରାର୍ଥୀ…

Continue Readingଅନୁଗୁଳରେ ନିର୍ବାଚନୀ ହିଂସା: ସ୍ଵାଧୀନ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କୁ ମାଡ଼ ଅଭିଯୋଗ, ୨ଟି ମାମଲା ରୁଜୁ

ହକ୍ ପାଇଁ ଧାରଣା: ସ୍ଥାୟୀ ନିଯୁକ୍ତି ଦାବିରେ ନାଲକୋ ରେଳପଥ ଅବରୋଧ କଲେ କ୍ଷତିଗ୍ରସ୍ତ ଜମିଦାତା

ଅନୁଗୁଳ: ସ୍ଥାୟୀ ନିଯୁକ୍ତି ଦାବିରେ ବୁଧବାର ନାଲକୋ ରେଳପଥ ଅବରୋଧ କରି ଆନ୍ଦୋଳନରେ ବସିଛନ୍ତି ଜମି ମାଲିକ। ରୋଜଗାରର ଏକ ମାତ୍ର ମାଧ୍ୟମ ଜମିକୁ ନାଲକୋ ନେଇଗଲା, ପ୍ରତିବଦଳରେ ଚାକିରି ଦେବାକୁ ଦେଇଥିଲେ ପ୍ରତିଶ୍ରୁତି। କିନ୍ତୁ ଇତି ମଧ୍ୟରେ ଦୀର୍ଘ ବର୍ଷ…

Continue Readingହକ୍ ପାଇଁ ଧାରଣା: ସ୍ଥାୟୀ ନିଯୁକ୍ତି ଦାବିରେ ନାଲକୋ ରେଳପଥ ଅବରୋଧ କଲେ କ୍ଷତିଗ୍ରସ୍ତ ଜମିଦାତା

ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ କୁରୁଡ଼ୋଲ ସରପଞ୍ଚ ଓ ଗ୍ରାମବାସୀ

ଅନୁଗୁଳ: ଗମନାଗମନ, ଜଳସେଚନ, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳ ଯୋଗାଣ, କେବୁଲ ଟିଭି ସଂଯୋଗୀ କରଣ ଆଦି ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାପାଳ ଦ୍ଵାରସ୍ଥ ହେଲେ ଗ୍ରାମବାସୀ। ସ୍ଥାନୀୟ ବଅଁରପାଳ ବ୍ଲକ ଅନ୍ତର୍ଗତ କୁରୁଡ଼ୋଲ ପଞ୍ଚାୟତର କିଛି ଗ୍ରାମବାସୀ ଏବଂ ସରପଞ୍ଚ…

Continue Readingବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଭେଟିଲେ କୁରୁଡ଼ୋଲ ସରପଞ୍ଚ ଓ ଗ୍ରାମବାସୀ

ସୋନୁ ସୁଦ ୱେଲ ଫେୟାର ଟ୍ରଷ୍ଟର ନିଆରା ପ୍ରତିବାଦ: ଅନୁଗୁଳରୁ ନବୀନ ନିବାସ ଯାଏଁ ଆରମ୍ଭ କଲା ପଦଯାତ୍ରା

ଅନୁଗୁଳ: ନିଆରା ଉପାୟରେ ପ୍ରତିବାଦ କରୁଛି ସୋନୁ ସୁଦ ୱେଲ ଫେୟାର ଟ୍ରଷ୍ଟ। ସୋନୁ ସୁଦ ୱେଲ ଫେୟାର ଟ୍ରଷ୍ଟ, ଅନୁଗୁଳ ଶାଖା ପକ୍ଷରୁ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ପଦଯାତ୍ରା ଆୟୋଜିତ ହୋଇଛି। ଟ୍ରଷ୍ଟର ସଦସ୍ୟ…

Continue Readingସୋନୁ ସୁଦ ୱେଲ ଫେୟାର ଟ୍ରଷ୍ଟର ନିଆରା ପ୍ରତିବାଦ: ଅନୁଗୁଳରୁ ନବୀନ ନିବାସ ଯାଏଁ ଆରମ୍ଭ କଲା ପଦଯାତ୍ରା

ଖରାଦିନ ନ ହେଉଣୁ ଜଳିଲାଣି ଅନୁଗୁଳର ବିଭିନ୍ନ ଜଙ୍ଗଲ, ଆୟତ୍ତ କରୁଛନ୍ତି ଆଗ୍ନିକ

ଅନୁଗୁଳ: ଜଳୁଛି ଅନୁଗୁଳର ବିଭିନ୍ନ ଜଙ୍ଗଲ। ଖରାଦିନ ନ ଆସୁଣୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଜଳିବାରେ ଲାଗିଲାଣି। ସ୍ଥାନୀୟ ଲୋକମାନେ ଜାଳେଣି ଆଣିବାକୁ ଜଙ୍ଗଲକୁ ଯାଇ ନିଆଁ ଲଗାଇ ଦେଇଥିବାରୁ ଗତ ୨ ଦିନ ଭିତରେ ଜିଲ୍ଲାର ୪ଟି ସ୍ଥାନ…

Continue Readingଖରାଦିନ ନ ହେଉଣୁ ଜଳିଲାଣି ଅନୁଗୁଳର ବିଭିନ୍ନ ଜଙ୍ଗଲ, ଆୟତ୍ତ କରୁଛନ୍ତି ଆଗ୍ନିକ