ରାତି ପାହିଲେ ହୋଲି, ଚାରିଆଡ଼େ ରଙ୍ଗ ପସରା
ଅନୁଗୁଳ: ରାତି ପାହିଲେ ହୋଲି ।ଏନେଇ ଉତ୍ସବ ମୁଖର ଅନୁଗୁଳ । ଚାରିଆଡେ ଉତ୍ସବର ମାହୋଲ । କେମିତି ରାତି ପାହିବ ଆଉ ହୋଲି ଖେଳ ହେବ। ଏନେଇ ଚାଲିଛି ଜୋରସୋରରେ ପ୍ରସ୍ତୁତି । ମହାମାରୀ କରୋନା ହୋଲି ଖେଳକୁ ଫିକା…
ଅନୁଗୁଳ: ରାତି ପାହିଲେ ହୋଲି ।ଏନେଇ ଉତ୍ସବ ମୁଖର ଅନୁଗୁଳ । ଚାରିଆଡେ ଉତ୍ସବର ମାହୋଲ । କେମିତି ରାତି ପାହିବ ଆଉ ହୋଲି ଖେଳ ହେବ। ଏନେଇ ଚାଲିଛି ଜୋରସୋରରେ ପ୍ରସ୍ତୁତି । ମହାମାରୀ କରୋନା ହୋଲି ଖେଳକୁ ଫିକା…
ଅନୁଗୁଳ: ଭିଜିଲାନ୍ସ ଜାଲରେ ଆଉ ଜଣେ ଲାଞ୍ଚୁଆ ସରକାରୀ ବାବୁ। ଲାଞ୍ଚ ନେବା ବେଳେ ଗୁରୁବାର ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ଅନୁଗୁଳ ତହସିଲ ଅନ୍ତର୍ଗତ ବନ୍ତଳାର ଆରଆଇ ଜଗବନ୍ଧୁ ନାଏକ। ପଟ୍ଟା କରେଇଦେବାକୁ ଆରଆଇ ଜଗବନ୍ଧୁ ୮ ହଜାର ଟଙ୍କା ହାତଗୁଞ୍ଜା…
ଅନୁଗୁଳ: ଅମାଲପଡ଼ାରେ ମା' ବାସନ୍ତୀ ଦୁର୍ଗା ପୂଜା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଏ ଅବସରରେ ବୁଧବାର ମାଟି ଉଠାଯାଇଛି। ଉତ୍ତରପଡ଼ା ବିଦ୍ୟାଳୟ ପରିସରରେ ଥିବା ବେଲ ଗଛ ମୂଳରେ ମା'ଙ୍କର ମୃଦାହରଣ ଓ ପୂଜାର୍ଚ୍ଚନା କରାଯାଇଥିଲା। ତା' ପରେ ଏକ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଜରାସିଂହା ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ଅଗ୍ନି ନିରାପତ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍କୁଲର ୪ ହଜାର ସ୍କାଉଟ୍ ଓ ଗାଇଡ୍ର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏ…
'ଦ ନାଇଟ୍ ଆଙ୍ଗେଲ ଅଫ୍ ଇଣ୍ଡିଆ’ ନାମରେ ପ୍ରସିଦ୍ଧ ଅର୍ଜନ କରିଥିବା ଦେଶର ପ୍ରଥମ ମହିଳା ରାଜ୍ୟପାଳ ତଥା ସ୍ବାଧୀନତା ସଂଗ୍ରାମୀ ସରୋଜିନୀ ନାଇଡୁଙ୍କର ଆଜି ଜୟନ୍ତୀ। ବ୍ରିଟିଶ ସାମ୍ରାଜ୍ୟର ଅନ୍ତ ଘଟାଇ ଭାରତକୁ ସ୍ବାଧୀନ କରିବାରେ ସେ ପ୍ରମୁଖ ଭୂମିକା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୪ ଜଣଙ୍କୁ ଗିରଫ କରାଯିବାସହ ୫୪ ଲିଟର ଦେଶୀମଦ ଜବତ କରାଯାଇଛି। ସୂଚନା ଯେ, ଅବକାରୀ ମୋବାଇଲ ସ୍କ୍ବାର୍ଡ ତରଫରୁ ଛେଣ୍ଡିପଦା ଥାନା ଅନ୍ତର୍ଗତ ମାରୁଢ଼ିପର ବିପିନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଘରୋଇକରଣ ପ୍ରସ୍ତାବକୁ ବିରୋଧ କରି କୋର୍ଡିନେସନ କମିଟି ତରଫରୁ ବୁଧବାର ନାଲକୋ ନିଜସ୍ବ ତାପଜ ବିଦ୍ୟୁତ କେନ୍ଦ୍ର(ସିପିପି)ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଅଫିସର ଆସୋସିଏସନ, ସମସ୍ତ ଶ୍ରମିକ ସଙ୍ଗଠନ ଓ ଠିକ। ଶ୍ରମିକ ସଙ୍ଗଠନମାନେ…
ଅନୁଗୁଳ: ଚଳିତ ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ସଂରକ୍ଷଣ ସଂକ୍ରାନ୍ତିରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ହାଇକୋର୍ଟ ରଖୁଥିବା ଟିପ୍ପଣୀକୁ ଭିତ୍ତିକରି ପୂର୍ବ ସଂରକ୍ଷଣ ତାଲିକାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିସାରିଛନ୍ତି ।…
ଅନୁଗୁଳ: ଆସନ୍ତାକାଲି ଅର୍ଥାତ ସୋମବାର ଠାରୁ ରାଜ୍ୟରେ ପ୍ରାଇମେରୀ ସ୍କୁଲ (୧ମରୁ ୫ମ) ଖୋଲିବା ନେଇ ଘୋଷଣା କରାଯାଇଥିଲା । ହେଲେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତିକୁ ସରକାର ସ୍ଥଗିତ ରଖିଛନ୍ତି । ଫଳରେ ୩ ତାରିଖରୁ ଆଉ…
ଭୁବନେଶ୍ୱର: ତାମିଲନାଡୁ ଓ ଆନ୍ଧ୍ର ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଏହା ଧିରେ ଧିରେ ଦକ୍ଷିଣ ଆଣ୍ଡାମାନ ସାଗର ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର…