ଆସନ୍ତାକାଲିଠାରୁ ମୋଦି ପରିବାର ତରଫରୁ ଆୟୋଜିତ ହେଉଛି ଭାଗବତ ସପ୍ତାହ, ଯୋଗ ଦେବାକୁ ସମସ୍ତଙ୍କୁ ଅନୁରୋଧ

You are currently viewing ଆସନ୍ତାକାଲିଠାରୁ ମୋଦି ପରିବାର ତରଫରୁ ଆୟୋଜିତ ହେଉଛି ଭାଗବତ ସପ୍ତାହ, ଯୋଗ ଦେବାକୁ ସମସ୍ତଙ୍କୁ ଅନୁରୋଧ

ଅନୁଗୁଳ: ମୋଦି ପରିବାର ଅନୁଗୁଳ, ତାଳଚେର ଓ କଟକ ତରଫରୁ ସ୍ଥାନୀୟ ଅନୁଗୁଳ ସଭାଘର ଠାରେ ଭାଗବତ ସପ୍ତାହ ଆୟୋଜିତ ହୋଇଛି। ସପ୍ତାହେ ଧରି ଏହି କାର୍ଯ୍ୟକ୍ରମ ଜାରି ରହିବ।

ଭାଗବତ ପ୍ରବଚନ ସେପ୍ଟେମ୍ବର ୧୬ ରୁ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ଦ୍ୱିପହର ୩ ଟା ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଚାଲୁ ରହିବ। ଅନ୍ତଃରାଷ୍ଟ୍ରୀୟ ପ୍ରବଚକ ପଣ୍ଡିତ ଶ୍ରୀ କୃଷ୍ଣଚନ୍ଦ୍ର ଶାସ୍ତ୍ରୀଜୀ ଉକ୍ତ ଭାଗବତ ପାରାୟଣ କରିବେ। ଏହି ଭାଗବତ ସପ୍ତାହରେ ଭାଗବତ ପ୍ରେମୀ ତଥା ଅନୁଗୁଳବାସୀଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଗବତ ଶୁଣିବା ପାଇଁ ଅନୁରୋଧ କରାଯାଇଛି।

Share

Leave a Reply