ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚୟତ ନିବର୍ବାଚନ ପାଇଁ ବିଜେପି ତାର ୨୮ ଜଣ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥିଙ୍କ ନାମ ଘୋଷଣା କରିଛି। ଗୁରୁବାର ବିଜେପି ରାଜ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ଦିଲେଶ୍ବର ପ୍ରଧାନ ଏକ ପ୍ରେସ ବିବୃତିରେ ନାମ ଘୋଷଣା କରିଛନ୍ତି। ୧ ନଂ ଜୋନରେ ଡ଼ଲି ଚିନ୍ନାର(ମହିଳା), ୨ ନଂ ଜୋନ୍ରେ ରଞ୍ଜିତା ନାଏକ(ଏସ୍ସି ମହିଳା), ୩ ନଂ ଜୋନ୍ରେ ଜୁଧିଷ୍ଠିର ସେଠ(ସାଧାରଣ ବର୍ଗ), ୪ ନଂ ଜୋନ୍ରେ ଦୁର୍ଗା ଚରଣ ପ୍ରଧାନ(ସାଧାରଣ ବର୍ଗ), ୫ ନଂ ଜୋନ୍ରେ ଚିତ୍ତ ରଞ୍ଜନ ପ୍ରଧାନ(ସାଧାରଣ ବର୍ଗ), ୬ ନଂ ଜୋନ୍ରେ ରୋହିତ କୁମାର ନାୟକ(ଏସ୍ଟି), ୭ ନଂ ଜୋନ୍ରେ ଦିପିକା ଦେହୁରୀ(ମହିଳା), ୮ ନଂ ଜୋନ୍ରେ ଚନ୍ଦନ ସ୍ବରାଜ(ଏସ୍ସି), ୯ ନଂ ଜୋନ୍ରେ ସବ୍ୟସାଚି ପାଣି(ସାଧାରଣ ବର୍ଗ), ୧୦ ନଂ ଜୋନ୍ରେ ସ୍ବର୍ଣ୍ଣ ମଞ୍ଜରୀ ବେହେରା(ଏସ୍ସି ମହିଳା), ୧୧ ନଂ ଜୋନ୍ରେ ଅନିତା ପ୍ରଧାନ(ମହିଳା), ୧୨ ନଂ ଜୋନ୍ରେ ଅଞ୍ଜଳି ପ୍ରଧାନ(ମହିଳା), ୧୩ ନଂ ଜୋନ୍ରେ ସୁମତି ରାଣୀ ପ୍ରଧାନ(ମହିଳା), ୧୪ ନଂ ଜୋନ୍ରେ ଅଖିଳ କୁମାର ଗଡ଼ନାୟକ(ସାଧାରଣ ବର୍ଗ), ୧୫ ନଂ ଜୋନ୍ରେ ଯୋଶୋବନ୍ତ ବେହେରା(ସାଧାରଣ ବର୍ଗ), ୧୬ ନଂ ଜୋନ୍ରେ ବିପିନ କୁମାର ମାଝୀ(ସାଧାରଣ ବର୍ଗ), ୧୭ ନଂ ଜୋନ୍ରେ ସଞ୍ଜୁକ୍ତା ପ୍ରଧାନ(ମହିଳା), ୧୮ ନଂ ଜୋନ୍ରେ ହିମାଂସୁ ଶେଖର ସାହୁ(ସାଧାରଣ ବର୍ଗ), ୧୯ ନଂ ଜୋନ୍ରେ ମନୋଜ କୁମାର ପ୍ରଧାନ(ସାଧାରଣ ବର୍ଗ), ୨୦ ନଂ ଜୋନ୍ରେ ଜସମିନ ପ୍ରଧାନ(ମହିଳା), ୨୧ ନଂ ଜୋନ୍ରେ ଉର୍ମିଳା ଦେହୁରୀ(ମହିଳା), ୨୨ ନଂ ଜୋନ୍ରେ ଗୁରୁ ଚରଣହେମ୍ବ୍ରମ୍(ଏସ୍ଟି), ୨୩ ନଂ ଜୋନ୍ରେ ସଶ୍ମିତା କାରୁଆ(ଏସ୍ଟି ମହିଳା), ୨୪ ନଂ ଜୋନ୍ରେ ସୁରୁମଣୀ ଛତର(ଏସ୍ଟି ମହିଳା), ୨୫ ନଂ ଜୋନ୍ରେ ସରୋଜ ଦେବତା(ସାଧାରଣ ବର୍ଗ), ୨୬ ନଂ ଜୋନ୍ରେ ଗୀତାଞ୍ଜଳୀ ବେହେରା(ଏସ୍ସି ମହିଳା), ୨୭ ନଂ ଜୋନ୍ରେ ମହେଶ୍ବର ବେହେରା(ଏସ୍ସି) ଓ ୨୮ ନଂ ଜୋନ୍ରେ ଅମିତା ସିଂ(ମହିଳା)ଙ୍କୁ ପ୍ରାର୍ଥି କରାଯାଇଛି।
1
f600b249-5c54-442c-a949-d6bc81000fab