ଚାଷୀଙ୍କ ଘରୁ ଦୁଇଟି ବଳଦ ଚୋରି, ଚାଷ କେମିତି କରିବେ ଚିନ୍ତାରେ ପରିବାର

You are currently viewing ଚାଷୀଙ୍କ ଘରୁ ଦୁଇଟି ବଳଦ ଚୋରି, ଚାଷ କେମିତି କରିବେ ଚିନ୍ତାରେ ପରିବାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ସରଧାପୁର ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଦୁଇଟି ବଳଦ ଚୋରି ହୋଇଛି। ଗାଁର ଭାରତୀ ପ୍ରଧାନଙ୍କ ଘରୁ ବୁଧବାର ବଳଦ ଚୋରି ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି।
ଏହି ଚାଷୀ ପରିବାରର ସମ୍ପତ୍ତି କହିଲେ କେବଳ ବଳଦ ଦୁଇଟି। ଏବେ ବଳଦ ଚୋରି ହେବା ପରେ ଚାଷ କେମିତି କରିବେ ତାହା ଭାବୁଛନ୍ତି।

Share

Leave a Reply