ବାସ୍‌ଷ୍ଟାଣ୍ଡ ଲଟେରି ବନ୍ଦ

You are currently viewing ବାସ୍‌ଷ୍ଟାଣ୍ଡ ଲଟେରି ବନ୍ଦ

ଅନୁଗୁଳ: ଅନୁଗୁଳ ବସ୍‌ଷ୍ଟାଣ୍ଡରେ ଲକ୍ଷ୍ମୀପୂଜା କମିଟି ପକ୍ଷରୁ ଚାଲିଥିବା ଲଟେରିକୁ ବନ୍ଦ କରି ଦିଆଯାଇଛି। ଏଠାରେ ପ୍ରତିବର୍ଷ ପରି ଚଳିତବର୍ଷ ଲଟେରି କରାଯାଇଥିଲାବେଳେ ମଙ୍ଗଳବାର ପୁଲିସ ଏହାକୁ ବନ୍ଦ କରି ଦେଇଛି। ଏହାସହିତ ଲଟେରି ପାଇଁ ରଖାଯାଇଥିବା ବିଭିନ୍ନ ଗାଡ଼ିକୁ ସିଜ୍‌ କରି ନେଇଯାଇଛି। ତେବେ କ’ଣ ପାଇଁ ପୁଲିସ ଏହି ଚଢ଼ାଉ କରିଛି ତାହା ସ୍ପଷ୍ଟ ହୋଇନି।

Share

Leave a Reply