ହିମିତିରା ଚଷାପୁଞ୍ଜର ବୈଠକ ଆୟୋଜିତ, ବିଭିନ୍ନ ସମସ୍ୟା ନେଇ ଆଲୋଚନା

You are currently viewing ହିମିତିରା ଚଷାପୁଞ୍ଜର ବୈଠକ ଆୟୋଜିତ, ବିଭିନ୍ନ ସମସ୍ୟା ନେଇ ଆଲୋଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ରଜାମୁଣ୍ଡା ଠାରେ ହିମିତିରା ଚଷାପୁଞ୍ଜର ବୈଠକ ଅନୁଷ୍ଠିତ ହୋଇଛି। ପୁଞ୍ଜର ସଭାପତି ଶ୍ରଦ୍ଧାକର ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ମୁନା ପ୍ରଧାନ, ଅଙ୍ଗପଡ଼ା ସଭାପତି ବବ୍ରୁବାହାନ ବେହେରାଙ୍କ ସମେତ ହିମିତିରା ଚଷାପୁଞ୍ଜର ବହୁ ଲୋକ ଯୋଗଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।

ବୈଠକରେବା ଅନ୍ୟ ଜାତିରେ ବିବାହ କଲେ କିପରି ନିଜ ଜାତିରେ ନିଆଯିବ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।

Share

Leave a Reply