ଝରକା ଗ୍ରିଲ ତାଡ଼ି ସୁନା ଗହଣା ଓ ଟଙ୍କା ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଭବାନୀ ନଗରରୁ ବୁଧବାର ବିଳମ୍ବିତ ରାତିରେ ଝରକା ଗ୍ରିଲ ତାଡ଼ି ଚୋରି ହୋଇଛି। ସୂଚନା ଯେ, ଗାଁର ରବିନାରାୟଣ ଲେଙ୍କା(୬୨) ବୁଧବାର ଖାଇପିଇ ଶୋଇଲେ। ଭୋର ଉଠି ଦେଖିଲା ବେଳକୁ ଏକ…

Continue Readingଝରକା ଗ୍ରିଲ ତାଡ଼ି ସୁନା ଗହଣା ଓ ଟଙ୍କା ଚୋରି

ଅଣ୍ଡା ଯୋଗାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟିଲେ ସାଇବର ଲୁଟେରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ଗାଁର ଜଣେ ଅଣ୍ଡା ବ୍ୟସାୟିଙ୍କୁ ଅଣ୍ଡା ଯୋଗାଇଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା। ସୂଚନା ଯେ, ଗାଁର ଦୁର୍ଯ୍ୟୋଧନ ପ୍ରଧାନଙ୍କ ଗ୍ରୋସରୀ ଦୋକାନ ଅଛି। ତେଣୁ ଅନ୍ଲାଇନ୍ରେ…

Continue Readingଅଣ୍ଡା ଯୋଗାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଲୁଟିଲେ ସାଇବର ଲୁଟେରା

ବଜ୍ରପାତରେ ମହିଳା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଛେଣ୍ଡିପଦା/ ଅନୁଗୁଳ: ବଜ୍ରପାତରେ ସ୍ଥାନୀୟ ଛେଣ୍ଡିପଦା ବ୍ଲକ ପାଟକୁମୁଣ୍ଡା ପଞ୍ଚାୟତ ବାଘୁଆବୋଲର ବିଜୟ ନାଏକଙ୍କ ସ୍ତ୍ରୀ ବିନତୀ (୩୭) ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ବିନତୀ ୪ ମାସ ହେବ ନୂଆପଡ଼ାସ୍ଥିତ ବାପଘରେ ରହୁଥିଲେ। ଗୁରୁବାର ଅପରାହ୍ନରେ ବିନତୀ ଘରେ ବସିଥିବା…

Continue Readingବଜ୍ରପାତରେ ମହିଳା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ବଡ଼ ଭାଇ ଠେଙ୍ଗା ମାଡ଼ରେ ସାନ ଭାଇ ଆହତ, ହସ୍ପିଟାଲରେ ଭର୍ତ୍ତି

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ନୂଆମୌଜ ଗାଁରେ ଗୁରୁବାର ବଡ଼ ଭାଇର ଠେଙ୍ଗା ମାଡ଼ରେ ସାନ ଭାଇ ଆହତ ହେଇଛି। ସୂଚନା ମୁତାବକ, ନୂଆମୌଜର ଦୁଇ ଭାଇ ଶୁକ୍ରୁ ପ୍ରଧାନ ଏବଂ ସପନା ପ୍ରଧାନଙ୍କ ମଧ୍ୟରେ ପୂର୍ବରୁ ଝଗଡ଼ା ଚାଲିଥିଲା।…

Continue Readingବଡ଼ ଭାଇ ଠେଙ୍ଗା ମାଡ଼ରେ ସାନ ଭାଇ ଆହତ, ହସ୍ପିଟାଲରେ ଭର୍ତ୍ତି

ସାପ ଭୟରେ ଦୋକାନୀ ହନ୍ତସନ୍ତ

ଅନୁଗୁଳ: ମଙ୍ଗଳବାର ସନ୍ଧ୍ୟାରେ ସାପ ଭୟ ଯୋଗୁଁ କିଛି ଦୋକାନୀ ବେଶ ହନ୍ତସନ୍ତ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ଅନୁଗୁଳ ଲକ୍ଷ୍ମୀ ବଜାରରେ ଥିବା ଏକ ଲେଡିଜ୍ କର୍ଣ୍ଣର ଦୋକାନରୁ ଜଣେ ଗ୍ରାହକ ବାହାରୁଥିବା ବେଳେ ଦୋକାନ ଉପରେ ଥିବା ଗଛ…

Continue Readingସାପ ଭୟରେ ଦୋକାନୀ ହନ୍ତସନ୍ତ

ସ୍କୁଟିକୁ ଧକ୍କା ଦେଇ ଅଟୋ ବାଲା ହେଲା ଉଠବସ୍

ଅନୁଗୁଳ: ଅନୁଗୁଳ ଗାନ୍ଧୀମାର୍ଗରେ ଥିବା ଏକ ସ୍କୁଲ ସମ୍ମୁଖରେ ଆଜି ସକାଳେ ଏକ ସାମାନ୍ୟ ଦୁର୍ଘଟଣା ଘଟି ଅଟୋ ଚାଳକ ନିସ୍ତୁକ ମାଡ଼ ଖାଇବା ସହ ରାସ୍ତାରେ ଉଠବସ ହୋଇଛନ୍ତି। ସୂଚନା ମୁତାବକ, ସକାଳେ ସ୍କୁଲ ପିଲାଙ୍କୁ ଛାଡି ଅଟୋଟି ବ୍ୟାକ…

Continue Readingସ୍କୁଟିକୁ ଧକ୍କା ଦେଇ ଅଟୋ ବାଲା ହେଲା ଉଠବସ୍

ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ, ଫେବୃଆରୀ ମାସ ଅପରାହ୍ନରେ ନାବାଳିକା ଘରେ ଏକୁଟିଆ ଥିବା ବେଳେ ବେନ୍ତପୁର ଗାଁର ଦେବାଶିଷ…

Continue Readingନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଛେଳି ଚୋରି ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ସହରର ଶିକ୍ଷକପଡ଼ାରୁ ଛେଳି ଚୋରିକରିବା ଅଭିଯୋଗରେ ପୁଲିସ ସୋମବାର ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ରାତି ପ୍ରାୟ ୨ଟା ସମୟରେ ଶିକ୍ଷକପଡ଼ାର ବିକାଶ ନାଏକଙ୍କ ଘର ଛେଳି କୋଠିରେ ପଶି ରାଜକିଶୋରପଡ଼ାର ଅଶିମ…

Continue Readingଛେଳି ଚୋରି ଅଭିଯୋଗରେ ଯୁବକ ଗିରଫ

ମୋବାଇଲ ଚୋରି ଅଭିଯୋଗରେ ଶଳା ଭିଣୋଇ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜେଏସ୍ପିଏଲ କର୍ମଚାରୀଙ୍କ ମୋବାଇଲ ଚୋରି ଘଟଣାରେ ପୁଲିସ ରବିବାର ଶଳା ଭିଣୋଇଙ୍କୁ ଗିରଫ କରିଛି। ସୂଚନା ଯେ, ଜେଏସପିଲ୍ କର୍ମଚାରୀ ଗୋବିନ୍ଦ ମିଶ୍ର ତାଙ୍କ ସାଙ୍ଗ ମାନଙ୍କ ସହ ଭୁବନପୁର ଘରେ…

Continue Readingମୋବାଇଲ ଚୋରି ଅଭିଯୋଗରେ ଶଳା ଭିଣୋଇ ଗିରଫ

ଟ୍ରକକୁ ପଛରୁ ପିଟିଲା କାର:ଅଳ୍ପକେ ବର୍ତିଲେ ଚାଳକ

ଅନୁଗୁଳ: ଆଜି ସକାଳେ ଅନୁଗୁଳ ଗାନ୍ଧୀମାର୍ଗ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ଗୋଟିଏ କାର ସାମ୍ନାରେ ଠିଆ ହୋଇଥିବା ଏକ ଟ୍ରକ ଦେହରେ ପଛରୁ ପିଟି ହୋଇଯିବାରୁ କାରଟି ର ଅଗ୍ର ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ, ସନ୍ଦୀପ…

Continue Readingଟ୍ରକକୁ ପଛରୁ ପିଟିଲା କାର:ଅଳ୍ପକେ ବର୍ତିଲେ ଚାଳକ