ନାଲକୋ ପ୍ଲାଣ୍ଟରେ ଦୁର୍ଘଟଣା

ଅନୁଗୁଳ: ନାଲକୋ ସ୍ମେଲଟର ପ୍ଲାଣ୍ଟରେ ଏକ ଅଘଟଣ ଘଟି ଜଣେ ଠିକା ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ମୃତକ ତୁଳସୀପାଳ ଗ୍ରାମର ଅକ୍ଷୟ ଦେହୁରୀ ବୋଲି ଜଣା ପଡିଛି। ସେ କାରଖାନାରେ ସିଟ ଛପର କରୁଥିବା ବେଳେ ତଳକୁ ଖସି ପଡ଼ିଥିଲେ।…

Continue Readingନାଲକୋ ପ୍ଲାଣ୍ଟରେ ଦୁର୍ଘଟଣା

ବଳାତ୍କାର ଓ ବ୍ଲାକମେଲିଂ ଅଭିଯୋଗ; ବନ୍ଧା ହେଲେ ଅଭିଯୁକ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଜଣେ ମହିଳାଙ୍କୁ ଦୁଷ୍କର୍ମ, ବ୍ଲାକମେଲିଂ କରିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ଜଣେ ଟେଲର ମାଷ୍ଟରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ଅନୁଗୁଳ ଥାନା ଇଲାକା ଶାବଳଭଙ୍ଗା ମାଣପୁର ସାହିର ଟୁକୁନା ସାହୁ।…

Continue Readingବଳାତ୍କାର ଓ ବ୍ଲାକମେଲିଂ ଅଭିଯୋଗ; ବନ୍ଧା ହେଲେ ଅଭିଯୁକ୍ତ

୩ ମାସରେ ୭୦ ବୁଲା ଗୋରୁ ମୃତାହତ

ଅନୁଗୁଳ: ବୁଲା ଗୋରୁଗାଈଙ୍କ ପାଇଁ କାଞ୍ଜିଆହୁଦା ନାହିଁ। କି ସହର କି ବଜାର, ଗଳିକନ୍ଦି ସବୁଠି ବୁଲୁଛନ୍ତି ଗାଈଗୋରୁ। ଅନୁଗୁଳର ଟ୍ରାଫିକ୍‌ ସମସ୍ୟା ସୃଷ୍ଟି କରିବା ସହ ଗୋବର ଏଣେତେଣେ ପଡୁଛି। ବସ୍‌, ଟ୍ରକ୍‌ ଧକ୍କାରେ ଗତ ୩ ମାସ ମଧ୍ୟରେ…

Continue Reading୩ ମାସରେ ୭୦ ବୁଲା ଗୋରୁ ମୃତାହତ

ବେଆଇନ୍ ମାଟି ଚାଲାଣ, ଦୁଇ ଗିରଫ

ତାଳଚେର: ଇଟା ଭାଟି ନିମନ୍ତେ ବେଆଇନ ଭାବେ ମାଟି ଖୋଳିବା ଅଭିଯୋଗରେ ତାଳଚେର ପୁଲିସ୍ ସୁନାଖଣି ଗ୍ରାମର ରାମଚନ୍ଦ୍ର ପ୍ରଧାନ ଓ ଟିକନ ପ୍ରଧାନଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି । ନୂଆ ବଲଣ୍ଡା ଅଞ୍ଚଳରୁ ନିୟମିତ ମାଟି ଖନନ…

Continue Readingବେଆଇନ୍ ମାଟି ଚାଲାଣ, ଦୁଇ ଗିରଫ

ଅସ୍ଥାୟୀ ଦୋକାନ ଉଚ୍ଛେଦ

ଅନୁଗୁଳ: ଅମଲାପଡ଼ା କେନାଲ୍‌ ରୋଡ୍‌ରୁ ଚନ୍ଦନ ନର୍ସି˚ ହୋମ୍‌ ଯାଏଁ ରାସ୍ତା କଡରେ ଥିବା ଅସ୍ଥାୟୀ ଦୋକାନ ଉଚ୍ଛେଦ ହୋଇଛି। ଏଠାରେ ପୂର୍ବରୁ ମାଛ, ମା˚ସ ବଜାର ଖୋଲିଥିଲା। ସେଗୁଡ଼ିକୁ ପୌରପାଳିକା ପକ୍ଷରୁ ଶନିବାର ହଟାଇ ଦିଆଯାଇଛି। ସ୍ବରେଜ୍‌ ବ୍ୟବସ୍ଥାର ଉନ୍ନତି…

Continue Readingଅସ୍ଥାୟୀ ଦୋକାନ ଉଚ୍ଛେଦ

ଦେଢବର୍ଷ ପରେ ନାବାଳିକା ଅଣ୍ଟାରୁ ବାହାରିଲା ଛୁଞ୍ଚି

ଅନୁଗୁଳ: ଦୀର୍ଘ ଦେଢ ବର୍ଷର ପ୍ରତୀକ୍ଷା ପରେ ତାଳଚେର ଅଞ୍ଚଳର ଜଣେ ନାବାଳିକା ଶାଳିନୀ ବେହେରା ଅଣ୍ଟାରୁ ଛୁଞ୍ଚି ବାହାର କରିଛନ୍ତି ସମ ଅଲ୍ଟିମେଟର ଡାକ୍ତରମାନେ । ତାଳଚେର, ଅନୁଗୁଳ, ଶିଶୁଭବନ, ଏସସିବି, ଏମ୍ସ ଦୌଡି ଦୌଡି ନୟାନ୍ତ ହେବାପରେ ଶାଳିନୀର…

Continue Readingଦେଢବର୍ଷ ପରେ ନାବାଳିକା ଅଣ୍ଟାରୁ ବାହାରିଲା ଛୁଞ୍ଚି

କାଠ ବୋଝେଇ ପିକଅପ ଭ୍ୟାନ ଜବତ୍

ପାଲଲହଡ଼ା: ପାଳଲହଡ଼ା ବ୍ଳକ ଖମାର ଅଞ୍ଚଳରେ ବନ କର୍ମଚାରୀ ହାତୀ ସୁରକ୍ଷା ଦାୟିତ୍ବରେ ଥିବା ବେଳେ ଏହାର ଫାଇଦା ନେଉଛନ୍ତି କାଠ ମାଫିଆ। ଗତ ଗୁରୁବାର ସଂଧ୍ୟାରେ କଣିହାଁ ବ୍ଲକ୍ ଅର୍କିଳ ଗ୍ରାମରୁ ଵିଜିଗୋଳ ଗ୍ରାମକୁ କାଠ ଚାଲାଣ ହେଉଥିବା ଏକ…

Continue Readingକାଠ ବୋଝେଇ ପିକଅପ ଭ୍ୟାନ ଜବତ୍

ପୌରପାଳିକା ଦୋକାନ ଗୃହରେ ବେଆଇନ୍‌ ନିର୍ମାଣ

ଅନୁଗୁଳ: ଅନୁଗୁଳ ସହର ଅମଲାପଡ଼ା ଜୟଦୁର୍ଗା ମାର୍କେଟ୍‌ରେ ଜଣେ ଦୋକାନୀ ପୌରପାଳିକା ଦୋକାନ ଗୃହ ବେଆଇନ ଭାବରେ ପୁନଃ ନିର୍ମାଣ କରିଛନ୍ତି। ପୌରପାଳିକା ଦୋକାନ ଘରକୁ ୨ ଭାଗ କରି ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟାଙ୍କର ଏଟିଏମ୍‌ କରିବାକୁ ଯୋଜନା କରୁଥିବା ଜଣାଯାଇଛି।…

Continue Readingପୌରପାଳିକା ଦୋକାନ ଗୃହରେ ବେଆଇନ୍‌ ନିର୍ମାଣ

ପରୀବିକ୍ଷଣ ଛାତ୍ରାବାସ ପାଚେରୀ ଭାଙ୍ଗିଲା

ଅନୁଗୁଳ: ଅନୁଗୁଳ ପରୀବିକ୍ଷଣ ଛାତ୍ରାବାସ ପଛପାଖ ପାଚେରୀ ଗତ ୫ ତାରିଖ ଭୋର ବେଳେ ଭୁଶୁଡ଼ି ଯାଇଛି। ଏହି ବାଳ ସୁଧାର ଗୃହ ଅତି ସମ୍ବେଦନଶୀଳ ଇଲାକା ହୋଇଥିବାବେଳେ ଏ ଘଟଣାରେ ଜେଲ୍‌ ଅଧିକ୍ଷକ ଅମିର କୁମାର ନାଥଶର୍ମା ଜିଲ୍ଲାପାଳ ଏବ˚…

Continue Readingପରୀବିକ୍ଷଣ ଛାତ୍ରାବାସ ପାଚେରୀ ଭାଙ୍ଗିଲା

ଆମ୍ବୁଲାନ୍ସ- ଟ୍ରକ୍ ମୁହାଁମୁହିଁ ଧକ୍କା

ପାଳଲହଡ଼ା: ପାଳଲହଡା ଥାନା ମୁକ୍ତାପୁର ଛକ ନିକଟରେ ଗୁରୁବାର ୧୦୨ ଆମ୍ବୁଲାନ୍ସ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଆମ୍ବୁଲାନ୍ସ ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ପାଳଲହଡା ଡାକ୍ତରଖାନାରେ ନିୟୋଜିତ ଥିବା 102 ଆମ୍ବୁଲାନ୍ସ ରୋଗୀ…

Continue Readingଆମ୍ବୁଲାନ୍ସ- ଟ୍ରକ୍ ମୁହାଁମୁହିଁ ଧକ୍କା