ସରକାରୀ ଜାଗାରେ ବେଆଇନ୍ ନିର୍ମାଣ ଉଚ୍ଛେଦ ବେଳେ ଉତ୍ତେଜନା, ୧୪୪ ଧାରା ଲାଗୁ
ଅନୁଗୁଳ: ଅନୁଗୁଳ ପୌରାଞ୍ଚଳର ହୁଲୁରିସି˚ହାରେ ଏକ ଜବରଦଖଲ ଉଚ୍ଛେଦ କରିବାକୁ ଯାଇ ନାକେଦମ୍ ହୋଇଛି ପ୍ରଶାସନ। ଉଚ୍ଛେଦ ବେଳେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକ ପ୍ରଶାସନ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିବା ସହ ରାସ୍ତାରେ ଶୋଇ ଯାଇଥିଲେ। ବାଧ୍ୟ…



