ସ୍ତ୍ରୀଙ୍କୁ ମାଡ଼ମାରିବା ଅଭିଯୋଗରେ ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ପୁଲିସ ବୁଧବାର ସ୍ତ୍ରୀଙ୍କ ମାଡ଼ମାରିବା ଅଭିଯୋଗରେ ସ୍ବାମୀଙ୍କୁ ଗିରଫ କରିଛି। ସୂଚନା ଯେ, ବଅଁରପାଳ ଥାନା ଅନ୍ତର୍ଗତ ମହିଧରପୁର ପ୍ରଫୁଲ ସାହୁ ତାଙ୍କ ସ୍ତ୍ରୀ ଇନ୍ଦିରା ସାହୁଙ୍କୁ ନିର୍ଯାତନା ଦେବାସହ ମାଡ଼ମାରିଥିଲେ। ଏ ନେଇ ସେ ଜାନୁଆରୀ ମାସରେ…

Continue Readingସ୍ତ୍ରୀଙ୍କୁ ମାଡ଼ମାରିବା ଅଭିଯୋଗରେ ସ୍ବାମୀ ଗିରଫ

ନାବାଳକ ଅପହରଣ ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ପରତରା ଗାଁରୁ ଜଣେ ନାବାଳକଙ୍କୁ ଅପହରଣ କରିଥିବା ଅଭିଯୋଗରେ ବୁଧବାର ପୁଲିସ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ପରତରା ଗାଁର ବିଜୁଳି ନାଏକ(୩୨)ଙ୍କ ଘରେ ଗତ ୧ ବର୍ଷ ତଳେ ଜାଜପୁର ଜିଲ୍ଲା…

Continue Readingନାବାଳକ ଅପହରଣ ଅଭିଯୋଗରେ ଜଣେ ଗିରଫ

ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ସ୍ବାମୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତେଣ୍ଟୋଲୋଇ ଗାଁର କୃତିବାସ ନାଏକ ତାଙ୍କ ସ୍ତ୍ରୀ ନମୀତା ନାଏକଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନା ମୁତାବକ, ୫ ବର୍ଷ ତଳେ କୃତିବାସ ନମୀତାଙ୍କୁ ବିବାହ କରିଥିଲେ। ତାଙ୍କର ୪…

Continue Readingସ୍ତ୍ରୀଙ୍କୁ ନିର୍ଯାତନା ଦେଇ ସ୍ବାମୀ ଗିରଫ

ଉତ୍କଟ ପାନୀୟ ଜଳ ସମସ୍ୟା, ଗରା-ବାଲଟି ଧରି ରାସ୍ତା ଅବରୋଧ କଲେ ମହିଳା

ଅନୁଗୁଳ: ପାନୀୟ ଜଳ ପାଇଁ ଗରା ଓ ବାଲଟି ଧରି ରାସ୍ତା ଅବରୋଧ କଲେ ଚିତ୍ତଲପୁର ଗ୍ରାମବାସୀ। ମିଳିଥିବା ସୂଚନା ମୁତାବକ, ତାଳଚେର ବ୍ଲକ୍ କୁମୁଣ୍ଡା ପଞ୍ଚାୟତରେ ୧୧ ଟି ୱାର୍ଡ ରହିଛି। ଦୀର୍ଘ କୋଡିଏ ବର୍ଷ ହେବ ପ୍ରତ୍ୟେକ ୱାର୍ଡକୁ…

Continue Readingଉତ୍କଟ ପାନୀୟ ଜଳ ସମସ୍ୟା, ଗରା-ବାଲଟି ଧରି ରାସ୍ତା ଅବରୋଧ କଲେ ମହିଳା

ଏବେ ବି ଅନ୍ଧବିଶ୍ୱାସକୁ ମାନୁଛନ୍ତି ସରକାରୀ ବାବୁ, ଦାନ୍ତ ବିନ୍ଧିବାରୁ ଡାକ୍ତର ପାଖକୁ ନ ଯାଇ ଗଲେ ଗୁଣିଆ ନିକଟକୁ

ଅନୁଗୁଳ: ରୋଗ ହେଲେ ଡାକ୍ତର ପାଖକୁ ନ ଯାଇ ଏବେ ବି କିଛି ଲୋକ ଗୁଣିଆ ନିକଟକୁ ଯାଉଛନ୍ତି। ଫଳରେ ଅକାରଣରେ ଚାଲିଯାଉଛି ଅନେକ ନିରୀହ ଜୀବନ। ନିକଟରେ ହିନ୍ଦୋଳ ବାହାଲୁଣ୍ଡା ଗାଁର ଜଣେ ଶିଶୁ କନ୍ୟା ଝାଡ଼ା ବାନ୍ତିରେ ଆକ୍ରାନ୍ତ…

Continue Readingଏବେ ବି ଅନ୍ଧବିଶ୍ୱାସକୁ ମାନୁଛନ୍ତି ସରକାରୀ ବାବୁ, ଦାନ୍ତ ବିନ୍ଧିବାରୁ ଡାକ୍ତର ପାଖକୁ ନ ଯାଇ ଗଲେ ଗୁଣିଆ ନିକଟକୁ

ଦେଶୀମଦ ବିକ୍ରୀ ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ହାଟରେ ଦେଶୀମଦ ବିକ୍ରୀ ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ବଅଁରପାଳ ଥାନା ଅନ୍ତର୍ଗତ ଲଙ୍ଗୁଳିଆବେଡ଼ା ଗାଁର ଦୁଷ୍ମନ୍ତ ନାଏକ(୪୧) ମଙ୍ଗଳବାର ବଅଁରପାଳ ସାପ୍ତାହିକ ହାଟରେ ଦେଶୀମଦ ବିକ୍ରୀ କରୁଥିଲେ। ଏ ନେଇ…

Continue Readingଦେଶୀମଦ ବିକ୍ରୀ ଅଭିଯୋଗରେ ଜଣେ ଗିରଫ

ପାଣି ପାଇପ ଚୋରି ଅଭିଯୋଗରେ ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ତୁଳସୀପାଳ ଗାଁରେ ସୋମବାର ରାତିରେ ପାଣି ପାଇପ୍ ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ପୁଲିସ। ସୂଚନା ଅନଯାୟୀ, ଗାଁ ଦେଇ ଯାଇଥିବା ପାଣିପାଇପକୁ ରାତିରେ ୬/୭ ଜଣ ଲୋକ ଖୋଳି…

Continue Readingପାଣି ପାଇପ ଚୋରି ଅଭିଯୋଗରେ ୩ ଗିରଫ

୭୨ ହଜାର ଟଙ୍କା ଲୁଟିନେଲେ ସଇବର ଲୁଟେରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ସାଇବର ଲୁଟେରାମାନେ ୭୨ ହଜାର ଟଙ୍କା ଲୁଟି ନେଇଛନ୍ତି। ସୂଚନା ଅନୁସାରେ, ବିକ୍ରମପୁର ଷ୍ଟେଟ ବ୍ୟାଙ୍କ ଶାଖାର ଜ୍ୟୋତି ରଞ୍ଜନ ସାହୁ(୩୫) ନାମକ ଜଣେ କର୍ମଚାରିଙ୍କ ମୋବାଇଲ ନମ୍ବରକୁ ସୋମବାର…

Continue Reading୭୨ ହଜାର ଟଙ୍କା ଲୁଟିନେଲେ ସଇବର ଲୁଟେରା

ଆମ୍ବୁଲାନ୍ସ କୁ ପିଟିଲା ଆମ୍ବୁଲାନ୍ସ

ଅନୁଗୁଳ: ସୋମବାର ସକାଳେ ଅନୁଗୁଳ ଗନ୍ଧିମାର୍ଗ ମିରାନିଆ ଟାୱାର ସମ୍ମୁଖରେ ଦୁଇଟି ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଅନୁଗୁଳ ଶିମିଳିପଡା ପଟୁ ସମ୍ବଲପୁର ଆଡ଼କୁ ଗେଲ ଇଣ୍ଡିଆର ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ପାଇଁ ଦେଉଥିବା ଦୁଇଟି ଆମ୍ବୁଲାନ୍ସ ଦୃତ ଗତିରେ ଯାଉଥିବା…

Continue Readingଆମ୍ବୁଲାନ୍ସ କୁ ପିଟିଲା ଆମ୍ବୁଲାନ୍ସ

ଦୁଇ ଚୋରା ବାଇକ ଜବତ, ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୁଲିସ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ତଳମୂଳ ଗାଁରୁ ରବିବାର ଦୁଇଟି ଚୋରା ଗାଡ଼ି ଜବତ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ପାଟ୍ରୋଲିଂ କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ମନୋଜ ସାହୁଙ୍କ ଘରେ ଚଢଉ…

Continue Readingଦୁଇ ଚୋରା ବାଇକ ଜବତ, ଅଭିଯୁକ୍ତକୁ କୋର୍ଟ ଚାଲାଣ କଲା ପୁଲିସ