ସମାଜସେବୀଙ୍କୁ ହସ୍ପିଟାଲରେ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ

ଅନୁଗୁଳ: ସ୍ଥାନୀୟ ମାନବ ସେବାଶ୍ରମର ମୁଖ୍ୟ ଚିନ୍ମୟୀ ଦାସଙ୍କୁ ଡାକ୍ତରଖାନାରେ ଡାକ୍ତର ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଗତ କାଲି ଅପରାହ୍ନରେ ଚିନ୍ମୟୀ ଦାସ ଆଶ୍ରମର ଜଣେ ମହିଳା ଅନ୍ତେବାସୀ ରେଣୁବାଳା ସାହୁ(୭୦) ଙ୍କୁ ଅସୁସ୍ଥ ଅବସ୍ଥାରେ…

Continue Readingସମାଜସେବୀଙ୍କୁ ହସ୍ପିଟାଲରେ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ

ମନ୍ଦିର ପରିସରରୁ ରାତି ଅଧରେ କାଟି ନେଇଗଲେ ୨ ଚନ୍ଦନ ଗଛ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗଡସନ୍ତ୍ରୀ ଗାଁର ଶ୍ରୀ ଶ୍ରୀ ଡମ୍ବରୁଧର ମନ୍ଦିର ପ୍ରାଙ୍ଗଣରୁ ଦୁଇଟି ଚନ୍ଦନ ଗଛକୁ କେହି କାଟି ନେଇଯାଇଛି। ଏନେଇ ମନ୍ଦିର ପୂଜକ ଥାନାରେ ଅଭିଯୋଗ କରିଛନ୍ତି। ମନ୍ଦିର ପୂଜାରୀ ଗିରିଶ ଚନ୍ଦ୍ର ମହାପାତ୍ରଙ୍କ…

Continue Readingମନ୍ଦିର ପରିସରରୁ ରାତି ଅଧରେ କାଟି ନେଇଗଲେ ୨ ଚନ୍ଦନ ଗଛ

ସାଇକଲ ଚୋର ଗିରଫ

ଅନୁଗୁଳ: ଅନୁଗୁଳ ବଜାରର ଏକ ସାଇକଲ ଦୋକାନରୁ ରବିବାର ସକାଳେ ସାଇକେଲ ଚୋରି କରିନେଇ ପଳାଉଥିବା ଏକ ଚୋରକୁ ସ୍ଥାନୀୟ ଲୋକ ଧରି ଅନୁଗୁଳ ପୁଲିସକୁ ଜିମା ଦେଇଥିଲେ। ସୂଚନା ଅନୁଯାୟୀ, ପ୍ରଧାନ ସାଇକଲ ଷ୍ଟୋର ନାମକ ଏକ ଦୋକାନରୁ ଅଭିଯୁକ୍ତ…

Continue Readingସାଇକଲ ଚୋର ଗିରଫ

ବାଇକ ସହ ଟାଟା ଏସିଇ ଧକ୍କା, ଜଣେ ମୃତ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ଅନ୍ତର୍ଗତ ଫୁଲପଡ଼ା କମାର ଶାଳ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ତଳମୂଳ ଅଞ୍ଚଳର ରଞ୍ଜିତ କୁମାର ଦାସ (୪୦) ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ, ରଞ୍ଜିତ ଅନୁଗୁଳ ବଜାର…

Continue Readingବାଇକ ସହ ଟାଟା ଏସିଇ ଧକ୍କା, ଜଣେ ମୃତ

ବାଇକ୍ ଚୋର ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ପୁଲିସ୍ ଶୁକ୍ରବାର ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା, ସମୀର ନାଏକ(୨୭) । ତା’ର ଘର କଣ୍ଟାବଣିଆ ଥାନା ଇଲାକା କମଳାଙ୍ଗ ଗ୍ରାମରେ। ପୁଲିସ୍ ସୂଚନା ମୁତାବକ, ଗତ ମାର୍ଚ୍ଚ ୪ ତାରିଖ…

Continue Readingବାଇକ୍ ଚୋର ଗିରଫ

ରେଳ ଫାଟକ ନିକଟରେ ଲାଇନଚ୍ୟୁତ ହେଲା କୋଇଲା ବୋଝେଇ ଟ୍ରେନ୍, ଦୀର୍ଘ ସମୟ ଧରି ଟ୍ରାଫିକ ଜାମ୍

ଅନୁଗୁଳ: ତାଳବେଡ଼ା-ଫାଷ୍ଟଗେଟ୍ ରାସ୍ତା ବାଙ୍କଧରା ଛକରେ ଆଜି ଏନଟିପିସିର ଏକ ଟ୍ରେନ ଲାଇନଚ୍ୟୁତ ହୋଇଛି। ଲିିଙ୍ଗରାଜ ଖଣିରୁ କୋଇଲା ବୋଝେଇ କରି ଏନଟିପିସିକୁ ଯାଉଥିବା ବେଳେ ବାଙ୍କଧରା ଛକ ରେଳ ଫାଟକଠାରେ ଟ୍ରେନ ଡବା ଲାଇନଚ୍ୟୁତ୍ ହୋଇଯାଇଥିଲା। ଫଳରେ ଦୀର୍ଘ ସମୟ…

Continue Readingରେଳ ଫାଟକ ନିକଟରେ ଲାଇନଚ୍ୟୁତ ହେଲା କୋଇଲା ବୋଝେଇ ଟ୍ରେନ୍, ଦୀର୍ଘ ସମୟ ଧରି ଟ୍ରାଫିକ ଜାମ୍

ସାଇବର ଠକେଇରେ ଚାଲିଗଲା ୨୯ ହଜାର ଟଙ୍କା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗାଁର ସୁରେଶ ପ୍ରସାଦ ସିଂଙ୍କ ଏକାଉଣ୍ଟରୁ ସାଇବର ଠକେଇରେ ୨୯ ହଜାର ୯ଶହ ଟଙ୍କା ଚାଲିଯାଇଛି। ସୂଚନା ଅନୁଯୟୀ, ସୁରେଶଙ୍କ ଫୋନ୍‌ପେ ଏକାଣ୍ଟରୁ ଟଙ୍କା ପଠାଯାଇପାରୁନଥିଲେ। ଏ ନେଇ ସେ ଫୋନ୍‌ପେ…

Continue Readingସାଇବର ଠକେଇରେ ଚାଲିଗଲା ୨୯ ହଜାର ଟଙ୍କା

ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଚୋରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଛକରୁ ଏକ ସ୍କୁଟର ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଚୋରୀ ହୋଇଛି। ସୂଚନା ମୁତାବକ, ବସଲା ମୁଣ୍ଡାଢ଼ିପ ସାହିର ପ୍ରମୋଦ କୁମାର ସାହୁ ବୁଧବାର ସକାଳେ ବନ୍ତଳା ଷ୍ଟେଟ ବ୍ୟାଙ୍କ ଶାଖାରୁ ଦେଢ଼ ଲକ୍ଷ…

Continue Readingଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଚୋରୀ

ଖଣିରୁ କୋଇଲା ଚୋରି !

ତାଳଚେର: କୋଇଲା ଖଣିରୁ ବେଆଇନ ଭାବେ କୋଇଲା ଚାଲାଣ କରୁଥିବା ଏକ ଟ୍ରକକୁ ଧରିଛନ୍ତି ଖଣି କର୍ତ୍ତୃପକ୍ଷ। ଆଜି ମହାନଦୀ କୋଲଫିଲ୍‌ଡସ୍ ଲିମିଟେଡ୍ ପକ୍ଷରୁ ତାଳଚେର ଥାନାରେ ଏନେଇ ଅଭିଯୋଗ କରାଯାଇଛି। ଏମ୍‌ସିଏଲ୍‌ର ଅଭିଯୋଗ ମୁତାବକ, ସ୍ଥାନୀୟ ଅନନ୍ତ ଓପନ୍ କାଷ୍ଟ…

Continue Readingଖଣିରୁ କୋଇଲା ଚୋରି !

ଶୌଚ ହେବାକୁ ଯାଇଥିବା ମହିଳାଙ୍କୁ ହାତୀ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବନ୍ତଳା: ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଉଛନ୍ତି ବନ୍ତଳା ରେଞ୍ଜ ବାରଗୌଣିଆ ପଞ୍ଚାୟତ ମାଗୁରାଖାଲ ଗାଁର କନକ ସାହୁ (୪୫)। ସୂଚନାନୁଯାୟୀ, କନକ ସକାଳେ ନିଜ ବଗିଚାକୁ ଯାଇଥିଲେ। ଭେଣ୍ଡି ତୋଳି…

Continue Readingଶୌଚ ହେବାକୁ ଯାଇଥିବା ମହିଳାଙ୍କୁ ହାତୀ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି