ମୋବାଇଲ ଚୋରି ଘଟଣାରେ ୩ ଗିରଫ

ଅନୁଗୁଳ: ଅନୁଗୁଳ ସହର ହେମୁସୁରପଡ଼ାର ସର୍ବେଶ୍ବର ସହୁଙ୍କ ଘରୁ ଗତ ଏପ୍ରିଲ ୨୯ ତାରିଖରେ ୨ଟି ମୋବାଇଲ ଚୋରୀ ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସୂଚନା ଅନଯାୟୀ, ଗତ ଏପ୍ରିଲ ୨୯ ତାରିଖ ଭୋର ସମୟରେ ହେମୁସୁରପଡ଼ାର ସର୍ବେଶ୍ବର…

Continue Readingମୋବାଇଲ ଚୋରି ଘଟଣାରେ ୩ ଗିରଫ

ଅଂଶୁଘାତରେ ବରିଷ୍ଠ ଗୋଇନ୍ଦା ଅଧିକାରୀଙ୍କ ମୃତ୍ୟୁ

ଅନୁଗୁଳ: ଭୁବନେଶ୍ୱର ସେଣ୍ଟ୍ରାଲ ଇନଟେଲିଜେନ୍ସ ବ୍ୟୁରୋର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୋପୀନାଥ ପାତ୍ରଙ୍କ ଅଂଶୁଘାତରେ ଶନିବାର ମୃତ୍ୟୁ ହୋଇଥିବା ପରିବାରପକ୍ଷରୁ ଅଭିଯୋଗ ହେଇଛି। ସୂଚନା ମୁତାବକ, ସେ ଶନିବାର ସକାଳେ ଭୁବନେଶ୍ୱରରୁ ଏକ ସ୍କୁଟରରେ ଅନୁଗୁଳ ରାଣୀଗୋଡ଼ାରେ ଥିବା ଶ୍ୱଶୁର ଘରକୁ…

Continue Readingଅଂଶୁଘାତରେ ବରିଷ୍ଠ ଗୋଇନ୍ଦା ଅଧିକାରୀଙ୍କ ମୃତ୍ୟୁ

ଚୋରା କାଠ ବୋଝେଇ ଟାଟା ଏସିଇ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବନବିଭାଗ ଶୁକ୍ରବାର ରାତିରେ ଅତର୍କିତ ଚଢ଼ଉ କରି ତେଲିସିଂହା ଗାଁ’ ପାଖରୁ ଚୋରା କାଠ ବୋଝେଇ ଏକ ଟାଟା ଏସିଇ ଜବତ ହୋଇଛି। ଗାଡ଼ିରେ ୩୦ ଖଣ୍ଡ ଶାଗୁଆନ୍ ପଟା ବୋଝେଇ ହୋଇଥିଲା। କୌଣସି ସୂତ୍ରରୁ…

Continue Readingଚୋରା କାଠ ବୋଝେଇ ଟାଟା ଏସିଇ ଜବତ

ପଥରରେ ଛେଚି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପିପଳବାହାଳ ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ପଥରରେ ଛେଚି ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଯେ, ଶୁକ୍ରବାର ରାତିରେ ଗାଁ ଯାତ୍ରାପଡ଼ିଆ ମହିଳା ସମିତି ଘରେ କିଛି ଯୁବକ ଶୋଇଥିଲେ।…

Continue Readingପଥରରେ ଛେଚି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

ସଡକ ଦୁର୍ଘଟଣାରେ ନାଲକୋ ସୁରକ୍ଷା କର୍ମଚାରୀଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦଠାରେ ଏକ ସଡ଼କ ଦୁର୍ଘଟଣାରେ ନାଲକୋ କଲୋନୀର ସୁରକ୍ଷା ଦାୟିତ୍ୱ ରେ ଥିବା ଆଇଏସଏସ ସୁରକ୍ଷା କର୍ମଚାରୀ ଅନନ୍ତ ପ୍ରଧାନଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଅନନ୍ତ "ବି" ସିଫ୍ଟ କୁ ଆସୁଥିବା…

Continue Readingସଡକ ଦୁର୍ଘଟଣାରେ ନାଲକୋ ସୁରକ୍ଷା କର୍ମଚାରୀଙ୍କ ମୃତ୍ୟୁ

ନର୍ସିଂ ହୋମରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ଅନୁଗୁଳ: ଅନୁଗୁଳ ସହରର ଶିମିଳିପଡ଼ାରେ ଥିବା ଏକ ନର୍ସିଂ ହୋମ ରେ ଶନିବାର ଜଣେ ଚିକିତ୍ସାଧିନ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ସୂଚନା ଅନୁଯୟୀ, ବନ୍ତଳା ଥାନା ଅନ୍ତର୍ଗତ କଲେଇପଦା ଗାଁ ର ଅଭୟ ସାହୁଙ୍କ ପୁଅ ସନ୍ତୋଷ…

Continue Readingନର୍ସିଂ ହୋମରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା

ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ୫ ଘଣ୍ଟା ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ

ତାଳଚେର/ ଅନୁଗୁଳ: ଲିଙ୍ଗରାଜ କୋଇଲା ଖଣିର କୋଲକରିଡ଼ର ରାସ୍ତାରେ ଆଜି ଜଣେ ବ୍ୟକ୍ତିଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ହାଣ୍ଡିଧୂଆଁ କେଳାସାହି ଅଞ୍ଚଳର ମହେଶ୍ୱର ସିଂ (୫୦) ବୋଲି ଜଣାପଡ଼ିଛି। ମୃତକଙ୍କ ଲାଗି କ୍ଷତିପୂରଣ ଦାବିରେ ସ୍ଥାନୀୟ…

Continue Readingବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ୫ ଘଣ୍ଟା ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ

ଲୁଟ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ଶନିବାର ଲୁଟ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଛେଣ୍ଡିପଦା କୋର୍ଟର ରାତ୍ର ଜଗୁଆଳି ସାପୋଇସାହି ଗାଁର ସୌମ୍ୟ ରଞ୍ଜନ ନାୟକ(୨୦) ଶୁକ୍ରବାର ରାତି ୮ଟାରେ ଗାଁରୁ କୋର୍ଟକୁ…

Continue Readingଲୁଟ ଅଭିଯୋଗରେ ଯୁବକ ଗିରଫ

ଚୋରା କୋଇଲା ବୋଝେଇ ଟ୍ରକ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ ଶୁକ୍ରବାର ସକାଳେ ୫୫ ନଂ ଜାତୀୟ ରାଜପଥର ସନ୍ତ୍ରୀ ଛକଠାରେ ଏକ ଚୋରା କୋଇଲା ବୋଝେଇ ଟ୍ରକକୁ ଜବତ କରିଛି। ସୂଚନା ଯେ, ଏକ ଚୋରା କୋଇଲା ବୋଝେଇ ୧୪ ଚକିଆ ଟ୍ରକ(ଓଡି-୦୪ଏନ୍-୬୨୫୯) ତାଳଚେରରୁ…

Continue Readingଚୋରା କୋଇଲା ବୋଝେଇ ଟ୍ରକ ଜବତ

ଯୁବତୀଙ୍କୁ ଦୁଷ୍କର୍ମ ଓ ବ୍ଲାକ୍‌ମେଲ୍ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଓ ବ୍ଲାକ୍‌ମେଲ୍ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ସୁଶୁଡ଼ା ଗାଁ ପ୍ରଶାନ୍ତ ନାଏକ ନାମକ ଜଣେ ଯୁବକ ଯୁବତୀଙ୍କସହ ପ୍ରେମ…

Continue Readingଯୁବତୀଙ୍କୁ ଦୁଷ୍କର୍ମ ଓ ବ୍ଲାକ୍‌ମେଲ୍ ଅଭିଯୋଗରେ ଯୁବକ ଗିରଫ