ଦୁଃଖ ଦେଇଗଲା କାଳବୈଶାଖୀ:କାହାର ଗଛ ଭାଙ୍ଗିଲା ତ ଆଉ କାହାର ଉଡ଼ିଗଲା ଛପର

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭୀଷଣ ବର୍ଷା ପବନ ଯୋଗୁ ବଡ଼ସଡ଼ା ଓ ଖମାର ପଞ୍ଚାୟତର ଏକାଧିକ ଘରର ଚାଳ ଏବଂ ଆଜ୍‌ବେଷ୍ଟସ୍‌ ଛପର ଉଡ଼ିଯାଇଛି ଓ ଗଛ ପଡି…

Continue Readingଦୁଃଖ ଦେଇଗଲା କାଳବୈଶାଖୀ:କାହାର ଗଛ ଭାଙ୍ଗିଲା ତ ଆଉ କାହାର ଉଡ଼ିଗଲା ଛପର

ସ୍କୁଲ ବସ୍ ସହ ବାଇକ ଧକ୍କା, ଜଣେ ଆରୋହୀ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଝରାବେରେଣୀ ନିକଟରେ ଶନିବାର ଦିନ ଏକ ସ୍କୁଲ ବସ୍ ସହ ଏକ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଅନ୍ୟପଟେ ସ୍କୁଲ ବସ୍ ଚାଳକ ଓ ହେଲପର ସାମାନ୍ୟ…

Continue Readingସ୍କୁଲ ବସ୍ ସହ ବାଇକ ଧକ୍କା, ଜଣେ ଆରୋହୀ ଗୁରୁତର

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ! ନିଆଁ ଲାଗି ଜଳିଗଲା ମୋବାଇଲ ଦୋକାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ହାଟତୋଟା ସ୍ଥିତ ପୌରପରିଷଦ ମାର୍କେଟର ମୋବାଇଲ୍ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଆଜି ମଧ୍ୟାହ୍ନରେ ଦୁଇ ମହଲା ବିଶିଷ୍ଟ…

Continue Readingସର୍ଟ ସର୍କିଟରୁ ଅଗ୍ନିକାଣ୍ଡ! ନିଆଁ ଲାଗି ଜଳିଗଲା ମୋବାଇଲ ଦୋକାନ

ସମ୍ପତ୍ତି ପାଇଁ ଭାଇକୁ ହାଣିଲା: ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନଭାଇ ଓ ଭାଇ ବୋହୂ ଗୁରୁତର

ଅନୁଗୁଳ: ଜମିବାଡ଼ି ବିବାଦରୁ ଖଣ୍ଡଯୁଦ୍ଧ। ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନଭାଇ ଓ ଭାଇବୋହୂ ଗୁରୁତର। ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଶଙ୍ଖପୁର ପଞ୍ଚାୟତ ଖାଲଗାଁ ଉପର ସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନା ମୁତାବକ, ଶୁକ୍ରବାର…

Continue Readingସମ୍ପତ୍ତି ପାଇଁ ଭାଇକୁ ହାଣିଲା: ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନଭାଇ ଓ ଭାଇ ବୋହୂ ଗୁରୁତର

ସାଙ୍ଗ ଜନ୍ମ ଦିନ ପାଳିବାକୁ ଆସିଥିଲେ, ଡ୍ୟାମ୍‌ରେ ବୁଡ଼ି ଯୁବକ ମୃତ

ଅନୁଗୁଳ: ସ୍ଥାନୀୟ ଡେରେଜାଙ୍ଗ ଡ୍ୟାମ୍‌ରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରୁଣାକୋଟ ଥାନା ଅନ୍ତର୍ଗତ ଟାଇଁସି ଗ୍ରାମର ରଞ୍ଜନ ପ୍ରଧାନଙ୍କ ପୁଅ ସିତମ୍ ପ୍ରଧାନ (୨୧)। ସୂଚନା ମୁତାବକ, ସିତମ୍ ପ୍ରଧାନ ହାଇଦ୍ରାବାଦରେ କ୍ୟାନସର୍ ଟେକ୍ନିସିଆନ ପାଠ…

Continue Readingସାଙ୍ଗ ଜନ୍ମ ଦିନ ପାଳିବାକୁ ଆସିଥିଲେ, ଡ୍ୟାମ୍‌ରେ ବୁଡ଼ି ଯୁବକ ମୃତ

କଲେଜ ରୋଡ଼ରୁ ଜବରଦଖଲ ଉଛେଦ

ଅନୁଗୁଳ: ଗତ କିଛି ମାସ ଧରି ଅନୁଗୁଳ କଲେଜ ରୋଡ଼ର ଉଭୟ ପାର୍ଶ୍ୱକୁ କିଛି ଦୋକାନୀ ଜବର ଦଖଲ କରି ଫଳ, ଫାଷ୍ଟ ଫୁଡ, ଜୁସ ଦୋକାନ ଏବଂ ଅନ୍ୟାନ୍ୟ ଉଠା ଦୋକାନ ଦେଇଥିଲେ। ଏହାଦ୍ୱାରା ଟ୍ରାଫିକ ଜାମ ହେଉଥିବା ନେଇ…

Continue Readingକଲେଜ ରୋଡ଼ରୁ ଜବରଦଖଲ ଉଛେଦ

କୂଅରେ ପଡ଼ି ଜଣେ ମୃତ, ୨ ଦିନ ହେଲା ଥିଲେ ନିଖୋଜ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ଗ୍ରାମରେ କୂଅରେ ପଡ଼ି ଜଣଙ୍କର ଜୀବନ ଯାଇଛି। ମୃତକ ହେଲେ ପ୍ରଶାନ୍ତ ସାହୁ। ସୂଚନା ଅନୁସାରେ, ପ୍ରଶାନ୍ତ ଦୁଇ ଦିନ ହେଲା ନିଖୋଜ ଥିଲେ। ପରିବାର ଲୋକ ଏବଂ ଗ୍ରାମବାସୀ ବହୁ…

Continue Readingକୂଅରେ ପଡ଼ି ଜଣେ ମୃତ, ୨ ଦିନ ହେଲା ଥିଲେ ନିଖୋଜ

ଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଚୋରି ଘଟଣା: ୪ ଗିରଫ,୧୩ କେଜି କପର ତାର ଜବତ

ଅନୁଗୁଳ: ଅନୁଗୁଳ ସଂୟଶାସିତ ମହାବିଦ୍ୟାଳୟରୁ ଏସି କପର ପାଇପ୍ କାଟି ନେବା ଅଭିଯୋଗରେ ଟାଉନ ଥାନା ପୋଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅନୁଗୁଳ ସହର ହାକିମପଡ଼ାର ସୌମ୍ୟ ଓଝା(୨୬), ନରସିଂହ ଗୋଛାୟତ(୨୦), ବାରଣାସିର ମୁକେଶ ଗୁପ୍ତା(୩୦) ଓ…

Continue Readingଅନୁଗୁଳ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଚୋରି ଘଟଣା: ୪ ଗିରଫ,୧୩ କେଜି କପର ତାର ଜବତ

କଣିହାରେ ଶିକାରୀକୁ ମାଡ଼ିବସିଲେ ଫରେଷ୍ଟ ଷ୍ଟାଫ

ଅନୁଗୁଳ: ଗତ ୮ ତାରିଖରେ କଣିହାଁ ରେଞ୍ଜ ଫରେଷ୍ଟ ଷ୍ଟାଫଙ୍କୁ ଗୁପ୍ତ ସୂଚନା ମିଳିଲା କି ଏକ ଯାଗାରେ ଶିକାରୀ ଶିକାର ପାଇଁ ଯୋଜନା କରୁଛି। ସଙ୍ଗେ ସଙ୍ଗେ ଫରେଷ୍ଟ ଅଧିକାରୀମାନେ ସରଧାପୁର ବିଟର ବଡଗୁଣ୍ଡୁରୀ ଜଙ୍ଗଲରେ ଛାନଭିନ କଲାବେଳେ ଦୁଇଟି…

Continue Readingକଣିହାରେ ଶିକାରୀକୁ ମାଡ଼ିବସିଲେ ଫରେଷ୍ଟ ଷ୍ଟାଫ

ମାନସିକ ବିକୃତଙ୍କ ଉନ୍ମତ କାଣ୍ଡ, ଲୋକଙ୍କୁ ଟେକା ଫିଙ୍ଗିବା ସହ କଲା ଆକ୍ରମଣ

ଅନୁଗୁଳ: ମାନସିକ ବିକୃତ ବ୍ୟକ୍ତିଙ୍କ ଉନ୍ମତ୍ତକାଣ୍ଡ। ଆଜି ଅନୁଗୁଳ ଶିଶୁଉଦ୍ୟାନରୁ ସରକାରୀ କଲେଜ ଯିବା ରାସ୍ତାରେ ଜଣେ ମାନସିକ ବିକୃତ ବ୍ୟକ୍ତି ଲୋକଙ୍କୁ ଟେକା ପଥର ମାରିଥିଲା। କେବଳ ଏତିକିରେ ଅଟକି ନଥିଲା ଉତ୍ପାତ। ଉକ୍ତ ଯୁବକ ଫଳ ଦୋକାନ କରିଥିବା…

Continue Readingମାନସିକ ବିକୃତଙ୍କ ଉନ୍ମତ କାଣ୍ଡ, ଲୋକଙ୍କୁ ଟେକା ଫିଙ୍ଗିବା ସହ କଲା ଆକ୍ରମଣ