ସମ୍ପର୍କୀୟ ଭାଣିଜୀଙ୍କୁ ଅପହରଣକରି ମାମୁ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକା ସମ୍ପର୍କୀୟ ଭାଣିଜୀଙ୍କୁ ଅପହରଣ କରି ତାଙ୍କ ମାମୁଁ ଗିରଫ ହୋଇଛନ୍ତି। ସୂଚନା ଯେ, ଗତ ୩୧ ତାରିଖରେ ଜରପଡ଼ା ଥାନା ଅନ୍ତର୍ଗତ ଜେରେଙ୍ଗ ଗାଁର ଲିଙ୍କୁନ…

Continue Readingସମ୍ପର୍କୀୟ ଭାଣିଜୀଙ୍କୁ ଅପହରଣକରି ମାମୁ ଗିରଫ

ମାରଣାସ୍ତ୍ର ଦେଖାଇ ଡକାୟତି ଘଟଣା, ବନ୍ଧା ହେଲେ ୪ ଅଭିଯୁକ୍ତ

ଅନୁଗୁଳ: ସ୍ଥାନୀୟ ଅଞ୍ଚଳରେ ବନ୍ଧୁକ ଦେଖାଇ ଡକାୟତି କରିଥିବା ଏକ ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଗିରଫ କରିଛି ଅନୁଗୁଳ ସଦର ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅଧୀନ ଅଙ୍ଗାରବନ୍ଧର ବାଦଲ ନାଏକ, ଲିକୁନ ନାଏକ, ସିପୁନ ଦାସ…

Continue Readingମାରଣାସ୍ତ୍ର ଦେଖାଇ ଡକାୟତି ଘଟଣା, ବନ୍ଧା ହେଲେ ୪ ଅଭିଯୁକ୍ତ

ଅଜଣା ଟ୍ରକ ଧକ୍କାରେ ଯୁବକ ମୃତ, ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କଲା ପୋଲିସ

ଅନୁଗୁଳ: ଛେଣ୍ଡିପଦା ଥାନା ବାଲିପଟା ଛକ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ପୋଲିସ ମୁତାବକ, ବାଲିପଟା ଗୋଛାୟତ ସାହିର ବବୁଲ ଗୋଛାୟତ (୨୬) ଗତ ଶୁକ୍ରବାର ରାତି ୧୦ ଟା ସମୟରେ ଗାଁରୁ ଦଣ୍ଡ ଠାକୁରଙ୍କ ପୂଜା…

Continue Readingଅଜଣା ଟ୍ରକ ଧକ୍କାରେ ଯୁବକ ମୃତ, ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କଲା ପୋଲିସ

ମୋବାଇଲ ଦୋକାନ ସଟର ତାଡ଼ିଲେ

ଅନୁଗୁଳ: ସ୍ଥାନୀୟ ସଂଜୀବନି ମାର୍କେଟର ଇଣ୍ଡିଆନ ମୋବାଇଲ ଦୋକାନର ସଟର ଗତ ଶୁକ୍ରବାର ରାତିରେ ତାଡି ଦୁର୍ବୁତ୍ତମାନେ କରିଥିବା ଚୋରି ଉଦ୍ୟମ ଫସର ଫାଟି ଯାଇଛି। ଚୋର ସଟରର ଦୁଇଟି ଯାକ ତାଲା ଭାଙ୍ଗି ଚୋରି ଉଦ୍ୟମ କରିଥିଲେ ହେଲେ ସଫଳ…

Continue Readingମୋବାଇଲ ଦୋକାନ ସଟର ତାଡ଼ିଲେ

ନାଲକୋ କଲୋନୀରୁ ପୁଣି ଚୋରି, ରାତି ଅଧିଆ ଘରେ ପଶି ନେଇଗଲେ ଛଅ ଲକ୍ଷ ଟଙ୍କାର ସୁନା ଗହଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ କଲୋନୀରେ ପୁଣି ଥରେ ଚୋରି ହୋଇଛି। ଫଳରେ ପୂରା କଲୋନୀରେ ଆତଙ୍କ ସହ ଭୟର ବାତାବରଣ ଦେଖା ଦେଇଛି। ସୂଚନା ମୁତାବକ, ଗତ କାଲି ବିଳମ୍ବିତ ରାତିରେ ନାଲକୋ ସରସ୍ବତୀ ବିଦ୍ୟା…

Continue Readingନାଲକୋ କଲୋନୀରୁ ପୁଣି ଚୋରି, ରାତି ଅଧିଆ ଘରେ ପଶି ନେଇଗଲେ ଛଅ ଲକ୍ଷ ଟଙ୍କାର ସୁନା ଗହଣା

ବେଆଇନ କୋଇଲା ଡିପୋ କରି ୪ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜାମୁନାଳୀ ଗ୍ରାମ୍ୟ ଜଙ୍ଗଲରେ ବେଆଇନ କୋଇଲା ଡିପୋ କରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସୂଚନା ଯେ,ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ସଦର ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଜାମୁନାଳୀ…

Continue Readingବେଆଇନ କୋଇଲା ଡିପୋ କରି ୪ ଗିରଫ

ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇଥିଲେ

ଛେଣ୍ଡିପଦା : ଅନୁଗୁଳ ଜିଲ୍ଲା ବାଗେଡିଆ ଥାନା ପୁରୁଣାଗଡ ଗ୍ରାମର ଝାରଗଡ଼ିଆ ପୋଖରୀରୁ ସେହି ଗାଁର ଶ୍ରୀକାନ୍ତ ବିଶ୍ବାଳଙ୍କର ମୃତ ଦେହ ଉଦ୍ଧାର ହୋଇଛି। ସୂଚନା ମୁତାବକ, ଶ୍ରୀକାନ୍ତ ଆଜି ପୂର୍ବାହ୍ନରେ ପୋଖରୀକୁ ଶୌଚ ହେବାକୁ ଯାଇଥିଲେ। ଦୀର୍ଘ ସମୟ ଯାଏଁ…

Continue Readingପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇଥିଲେ

କୋଇଲା ବୋଝେଇ ପିକ୍ଅପ୍ ଜବତ, ୩ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ପୋଲିସ ସୋମବାର ରାତିରେ ୫୫ ନଂ ଜାତୀୟ ରାଜପଥରେ ଏକ ଚୋରା କୋଇଲା ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିଛି। ଏଥିରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଏକ ବିଶ୍ବସ୍ତ…

Continue Readingକୋଇଲା ବୋଝେଇ ପିକ୍ଅପ୍ ଜବତ, ୩ ଗିରଫ

ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତାରୋକ କଲେ ପରିବାର ଲୋକ

ପାଳଲହଡ଼ା: ପାଳଲହଡ଼ା ବ୍ଲକ୍ ୧୪୯ ନମ୍ୱର୍ ଜାତୀୟ ରାଜପଥ ଖମାର ଥାନା ଅନ୍ତର୍ଗତ ବାଞ୍ଜିକୁସମ୍ ଠାରେ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ଡାହାଣ ଗୋଡ଼ ଖଣ୍ଡ ବିଖଣ୍ଡିତ ହୋଇ ଘଟଣାସ୍ଥଳରେ ପଡ଼ିଥିବା ଦେଖିବାକୁ…

Continue Readingଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତାରୋକ କଲେ ପରିବାର ଲୋକ

ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ, ନିମିଷକେ ଜଳିଗଲା ପୁଆଳ ଗଦା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗେଡିଆ ହରିଜନ ସାହିରେ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗି ପୁଆଳ ଗଦା ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ, ଶନିବାର ପୂର୍ବାହ୍ନରେ ବାଗେଡିଆ ହରିଜନ ସାହିର ସାରଥୀ ନାଏକଙ୍କ ପୁଆଳ ଗଦାରେ ସଟ୍ ସର୍କିଟ ଯୋଗୁଁ ନିଆଁ…

Continue Readingସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ, ନିମିଷକେ ଜଳିଗଲା ପୁଆଳ ଗଦା