୬ ବର୍ଷ ଧରି ଶାରୀରିକ ସମ୍ପର୍କ ପରେ ପ୍ରତାରଣା କଲା ପ୍ରେମିକ, ଅଭିଯୋଗ ପରେ ଗଲା ଜେଲ୍

ଛେଣ୍ଡିପଦା: ସ୍ଥାନୀୟ ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ‍୍ରତାରଣା ଅଭିଯୋଗରେ ପୋଲିସ ପ୍ରେମିକକୁ ଗିରଫ କରିବା ସହ କୋର୍ଟଚାଲାଣ କରିଛି। ପ୍ରେମିକ ଜଣକ ହେଲେ ବଡ କେରଜାଙ୍ଗର ଲିପୁ ବିଶ୍ବାଳ (୨୪)। ପୋଲିସ ସୂଚନା ମୁତାବକ, ନିଶା ଶିଳ୍ପାଞ୍ଚଳ…

Continue Reading୬ ବର୍ଷ ଧରି ଶାରୀରିକ ସମ୍ପର୍କ ପରେ ପ୍ରତାରଣା କଲା ପ୍ରେମିକ, ଅଭିଯୋଗ ପରେ ଗଲା ଜେଲ୍

ଘର ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଗାଁ ରାମେଶ୍ବର ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଘର ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଛି। ସୂଚନା ଯେ, ଗାଁର ସୁଜିତ କୁମାର ଦାଶ ସପରିବାର ତାଙ୍କ ପୈତୃକ ଗାଁକୁ…

Continue Readingଘର ତାଲାଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି

ଧାନ ବିକ୍ରି ପାଇଁ ଲଙ୍କାକାଣ୍ଡ, ବୋହୂର ପନିକି ଚୋଟରେ ଶାଶୁ ଗୁରୁତର

ଅନୁଗୁଳ: ସ୍ଥାନୀୟ ଛେଣ୍ଡିପଦା ଥାନା ଡଙ୍ଗାପାଳରେ ବୋହୂର ପନିକି ଚୋଟରେ ଶାଶୁ ଗୁରୁତର ହୋଇଛନ୍ତି। ଗୁରୁତର ଶାଶୁ ହେଲେ ଡଙ୍ଗାପଳର ଚତୁରୀ ସାହୁ। ସୂଚନା ମୁତାବକ, ଚତୁରୀ ସାହୁଙ୍କ ବୋହୂ ତାଙ୍କ ଅମଳ ଧାନକୁ ବାହାରେ ବିକ୍ରି କରିବା ପାଇଁ ଘରୁ…

Continue Readingଧାନ ବିକ୍ରି ପାଇଁ ଲଙ୍କାକାଣ୍ଡ, ବୋହୂର ପନିକି ଚୋଟରେ ଶାଶୁ ଗୁରୁତର

ଶିକ୍ଷକପଡ଼ା ସାଇ ମନ୍ଦିର ନିକଟ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଶିକ୍ଷକପଡା ସାଇ ମନ୍ଦିର ନିକଟସ୍ଥ ଏକ ଘରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାଁ ଶୁଭେନ୍ଦୁ ବେହେରା (୨୨) ବୋଲି ଜଣାଯାଇଛି। ସୂଚନା ମୁତାବକ, ସଦର ଥାନା ରନ୍ତଲେଇ ଗ୍ରାମର ବିଷ୍ଣୁ…

Continue Readingଶିକ୍ଷକପଡ଼ା ସାଇ ମନ୍ଦିର ନିକଟ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର

ପ୍ରତାରଣା ପାଇବା ପରେ ନ୍ୟାୟ ପାଇଁ ୫ ଦିନ ହେଲା ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଛନ୍ତି ବିବାହିତା ପ୍ରେମିକା

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଭାଲିଆବେଡ଼ା ଗାଁରେ ପ୍ରତାରଣାର ଶିକାର ହୋଇ ଅଭିଯୁକ୍ତ ଘର ସାମ୍ନାରେ ଧାରଣାରେ ବସିଛନ୍ତି ବିବାହିତା ମହିଳା। ତାଙ୍କୁ ଜୋର ଜବରଦସ୍ତି ଉଠାଇ ନେଇ ପରେ ଛାଡ଼ି ଦେଇଥିବା ସେ ଅଭିଯୋଗ ହୋଇଛି।…

Continue Readingପ୍ରତାରଣା ପାଇବା ପରେ ନ୍ୟାୟ ପାଇଁ ୫ ଦିନ ହେଲା ପ୍ରେମିକ ଘର ସାମ୍ନାରେ ଧାରଣାରେ ବସିଛନ୍ତି ବିବାହିତା ପ୍ରେମିକା

ବସ ଧକ୍କାରେ ବାଇକ ଆରୋହୀ ମୃତ

ଅନୁଗୁଳ: ଆଜି ସକାଳ ସାତଟା ବେଳେ ଅନୁଗୁଳ ମାଉସୀ ମା' ମନ୍ଦିର ଛକରେ ସଡକ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଛି। କୁଶାସିଙ୍ଗା ଗ ର କାଠ ମିସ୍ତ୍ରୀ ଧନେଶ୍ୱର ବେହେରା(୪୮) ବାଇକ ଯୋଗେ ନାଲକୋ ଆଡକୁ ଯାଉଥିବା ବେଳେ ସେହି ଛକରେ…

Continue Readingବସ ଧକ୍କାରେ ବାଇକ ଆରୋହୀ ମୃତ

ଦନ୍ତା ଆକ୍ରମଣରେ ଭାଙ୍ଗିଲା ଚାଷୀର ଗୋଡ଼, ହସ୍ପିଟାଲରେ ଭର୍ତ୍ତି

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ତେବୁଡ ଗାଁରେ ଦନ୍ତାହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି। ସୂଚନା ମୁତବକ, ପଟକୁମୁଣ୍ଡା ପଞ୍ଚାୟତ ତେବୁଡ଼ ଗାଁର ଅଥାନି ପ୍ରଧାନ (୪୮) ମଙ୍ଗଳବାର ରାତିରେ ଘର ନିକଟ ଖଳାରେ…

Continue Readingଦନ୍ତା ଆକ୍ରମଣରେ ଭାଙ୍ଗିଲା ଚାଷୀର ଗୋଡ଼, ହସ୍ପିଟାଲରେ ଭର୍ତ୍ତି

ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବାରୁ ନାବାଳକକୁ ନୋଟିସ୍ କଲା ବଅଁରପାଳ ପୋଲିସ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ପୋଲିସ ପ୍ୟାଟ୍ରୋଲିଂ କରୁଥିବା ସମୟରେ ଜଣେ ଲାଇସେନ୍ସ ନଥିବା ଟ୍ରକ ଚଳକଙ୍କୁ ନୋଟିସ୍ କରିବା ସହ ଟ୍ରକକୁ ଜବତ କରିଛି। ସୂଚନା ମୁତାବକ, ବଅଁରପାଳ ପୋଲିସ ପକ୍ଷରୁ ଗତ କାଲି ରାତିରେ ପ୍ୟାଟ୍ରୋଲିଂ ଚାଲିଥିବା ବେଳେ…

Continue Readingବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବାରୁ ନାବାଳକକୁ ନୋଟିସ୍ କଲା ବଅଁରପାଳ ପୋଲିସ

ଚୋରି ବାଇକକୁ ଅଧବାଟରେ ଛାଡ଼ି ପଳାଇଲେ ଦୁର୍ବୃତ୍ତ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ଥାନା ବୁଢାପଙ୍କ ପଞ୍ଚାୟତରୁ ଚୋରି ହୋଇଥିବା ଏକ ବାଇକକୁ ଦୁର୍ବୃତ୍ତମାନେ ଅଧା ବାଟରେ ଛାଡ଼ିଦେଇ ଚାଲିଯାଇଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ, ବୁଢ଼ାପଙ୍କର ପ୍ରଶାନ୍ତ ସାମଲଙ୍କ ଗାଡି ଗତ କାଲି ଚୋରି ହୋଇଥିବା ନେଇ ଥାନାରେ ଲିଖିତ…

Continue Readingଚୋରି ବାଇକକୁ ଅଧବାଟରେ ଛାଡ଼ି ପଳାଇଲେ ଦୁର୍ବୃତ୍ତ

ଅଭିଯୋଗ କରିବାରୁ ଆକ୍ରମଣ, ପରିବାରକୁ ସୁରକ୍ଷା ଯୋଗାଇଦେବାକୁ ଉପଖଣ୍ଡ ଅଧୀକ୍ଷକଙ୍କୁ ନିବେଦନ

ଅନୁଗୁଳ: ଥାନାରେ ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଆଜି ଏସଡ଼ିପିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡିତାଙ୍କ ପରିବାର। ଅଭିଯୋଗ ମୁତାବକ, ଗତ ୪ ତାରିଖରେ ଉଷାମଣି ନାଏକ ନାମକ ମହିଳା କୋଲିୟରୀ ଥାନାରେ କୁଞ୍ଜବିହାରୀ ବେହେରା ଓ ମନୋଜ ନାଏକଙ୍କ ନାଁରେ…

Continue Readingଅଭିଯୋଗ କରିବାରୁ ଆକ୍ରମଣ, ପରିବାରକୁ ସୁରକ୍ଷା ଯୋଗାଇଦେବାକୁ ଉପଖଣ୍ଡ ଅଧୀକ୍ଷକଙ୍କୁ ନିବେଦନ