ଚକବନ୍ଧୀ ଉଚ୍ଛେଦ ସମ୍ପର୍କରେ ରାଜସ୍ବମନ୍ତ୍ରୀଙ୍କ ସହିତ ଆଲୋଚନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଚାଷୀ ସୁରକ୍ଷା କମିଟିର ସମ୍ପାଦକ ହେମନ୍ତ କୁମାର ଦାସଙ୍କ ନେତୃତ୍ଵରେ କାଳୀଚରଣ ପ୍ରଧାନ, ରବିନ୍ଦ୍ର କୁମାର ଧର, ଅବସରପ୍ରାପ୍ତ ତହସିଲଦାର ବସନ୍ତ ଦାସ, ରବିନ୍ଦ୍ର କୁମାର ସାହୁ ଓ କୁଳମଣି ସାହୁ ପ୍ରମୁଖ ରାଜସ୍ୱ ମନ୍ତ୍ରୀ ସୁରେଶ…

Continue Readingଚକବନ୍ଧୀ ଉଚ୍ଛେଦ ସମ୍ପର୍କରେ ରାଜସ୍ବମନ୍ତ୍ରୀଙ୍କ ସହିତ ଆଲୋଚନା

ଟ୍ରକକୁ ପଛରୁ ପିଟିଲା ବସ୍: ୧୧ ଯାତ୍ରୀ ଆହତ, ୨ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ୬୩ନଂ ରାଜ୍ୟ ରାଜପଥର କୋଶଳା ଗ୍ରାମର ଶିମିଳିସାହି ଠାରେ ମଙ୍ଗଳବାର ଏକ ଆଇଚର ଟ୍ରକ ରାସ୍ତା ଉପରେ ଛିଡା ହୋଇ ଧାନ ବୋଝେଇ କରୁଥିବା ବେଳେ ଏକ ବସ୍ ପିଟି ଦେବାରୁ ୧୧…

Continue Readingଟ୍ରକକୁ ପଛରୁ ପିଟିଲା ବସ୍: ୧୧ ଯାତ୍ରୀ ଆହତ, ୨ ଗୁରୁତର

ରାତି ଅଧରେ ବିଧବା ମହିଳାଙ୍କ ଘରେ ପଶି ହଟହଟା ହେଲେ ସେବା ସମବାୟ ସମିତିର ସେକ୍ରେଟାରୀ, ଅନୈତିକ ସମ୍ପର୍କ ଥିବା ଚର୍ଚ୍ଚା

  ଅନୁଗୁଳ: ରାତି ଅଧରେ ଜଣେ ବିଧବା ମହିଳାଙ୍କ ଘରେ ପଶି ହଟହଟା ହୋଇଛନ୍ତି ସେବା ସମବାୟ ସମିତିର ସେକ୍ରେଟାରୀ। ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ସୋମବାର ରାତିରେ ସେବା ସମବାୟ ସମିତିର ସେକ୍ରେଟାରୀ…

Continue Readingରାତି ଅଧରେ ବିଧବା ମହିଳାଙ୍କ ଘରେ ପଶି ହଟହଟା ହେଲେ ସେବା ସମବାୟ ସମିତିର ସେକ୍ରେଟାରୀ, ଅନୈତିକ ସମ୍ପର୍କ ଥିବା ଚର୍ଚ୍ଚା

ଜିଏମଡିସିର ଗ୍ରାମ୍ୟ ବିକାଶ ଟ୍ରଷ୍ଟ ତରଫରୁ ନଅଟି ଗୋଷ୍ଠୀଗତ ପ୍ରକଳ୍ପ ଲୋକାର୍ପିତ

ଅନୁଗୁଳ: ଗୁଜୁରାଟ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ୍ ନିଜର ସାମାଜିକ ଦାୟିତ୍ବ ଶାଖା ଗ୍ରାମ୍ୟ ବିକାଶ ଟ୍ରଷ୍ଟ (ଜିଏମଡିସି-ଜିଭିଟି) ଦ୍ୱାରା ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଓ ମାଛକୁଟା ପଞ୍ଚାୟତରେ ନଅ ଗୋଟି ଗୋଷ୍ଠୀଗତ ପ୍ରକଳ୍ପ ଗତ ଶନିବାର ଦିନ ଲୋକାର୍ପିତ କରାଯାଇଛି ।…

Continue Readingଜିଏମଡିସିର ଗ୍ରାମ୍ୟ ବିକାଶ ଟ୍ରଷ୍ଟ ତରଫରୁ ନଅଟି ଗୋଷ୍ଠୀଗତ ପ୍ରକଳ୍ପ ଲୋକାର୍ପିତ

ନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ସୋମବାର ଦିନ ଜଣେ ନାବାଳିକା ଦୁଷ୍କର୍ମକାରୀକୁ ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ ଫାଷ୍ଟ ଟ୍ରାକ କୋର୍ଟ ୨୦ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଥିବା ଜଣାଯାଇଛି। ଘଟଣାରୁ ପ୍ରକାଶ ଯେ, ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ କେନ୍ଦୁପାଟଣା…

Continue Readingନାବାଳିକା ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

ଗଛରେ ଝୁଲିଛି ମାଲିକର ମୃତ ଦେହ, ତଳେ ଜଗି ବସିଛି ପୋଷା କୁକୁର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଅନୁଗୁଳ: ଗଛରେ ଝୁଲିଛି ମାଲିକର ମୃତ ଦେହ ଆଉ ତଳେ ଜଗି ବସିଛି ପୋଷା କୁକୁର। କେହି ପାଖକୁ ଗଲେ ଭୋକୁଛି, ଆଉ କାମୁଡ଼ିବାକୁ ଗୋଡ଼ାଉଛି। କାହାକୁ ବି ମାଲିକର ଶବ ପାଖ ମଡ଼େଇ ଦେଉନି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି…

Continue Readingଗଛରେ ଝୁଲିଛି ମାଲିକର ମୃତ ଦେହ, ତଳେ ଜଗି ବସିଛି ପୋଷା କୁକୁର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ନୂତନ ଲାୟନସ କ୍ଲବ ଅନୁଗୁଳ ରୟାଲର ଶୁଭଉଦଘାଟନ: ୫ହଜାର ଗରିବ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଘୋଷଣା

ଅନୁଗୁଳ: ନୂତନ ଭାବେ ଗଠନ ଲାୟନସ କ୍ଲବ ଅନୁଗୁଳ ରୟାଲର ଶୁଭ ଉଦଘାଟନ ଓ ନୂତନ କର୍ମକର୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥାନୀୟ ହୋଟେଲ ପ୍ରଶାନ୍ତି ପରିସରରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି…

Continue Readingନୂତନ ଲାୟନସ କ୍ଲବ ଅନୁଗୁଳ ରୟାଲର ଶୁଭଉଦଘାଟନ: ୫ହଜାର ଗରିବ ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଘୋଷଣା

ରାସ୍ତା କଡ଼ରେ ଠିଆ ହୋଇଥିବା ହାଇୱାକୁ ଧକ୍କା ଦେଲା ବାଇକ୍: ଜଣେ ଭାଇ ମୃତ, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ବେନ୍ତପୁର ନୂଆ ବ୍ରିଜ ନିକଟରେ ଛିଡା ହୋଇ ଥିବା ହାଇୱାକୁ ଏକ ବାଇକ ଧକ୍କା ଦେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦେଲେ ଜଣେ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ବଅଁରପାଳ ଥାନା…

Continue Readingରାସ୍ତା କଡ଼ରେ ଠିଆ ହୋଇଥିବା ହାଇୱାକୁ ଧକ୍କା ଦେଲା ବାଇକ୍: ଜଣେ ଭାଇ ମୃତ, ଜଣେ ଗୁରୁତର

ଅନୁଗୁଳ ପୋଲିସକୁ ବଡ଼ ସଫଳତା: ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ନଗଦ ୨ ଲକ୍ଷ ଟଙ୍କା ଜବତ

ଅନୁଗୁଳ: ଆଜି ଅପରାହ୍ନରେ ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୁଳ ଥାନା ପୋଲିସ ଓ ଜିଲ୍ଲା ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଭାବେ ଟାଉନ ହାଇସ୍କୁଲ ସାମ୍ନାରେ ମ୍ୟୁନିସିପାଲଟି ନୂତନ ଭାବେ ନିର୍ମିତ…

Continue Readingଅନୁଗୁଳ ପୋଲିସକୁ ବଡ଼ ସଫଳତା: ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ନଗଦ ୨ ଲକ୍ଷ ଟଙ୍କା ଜବତ

ବିଜୟ ମରଚାଣ୍ଟ ଟ୍ରଫି: ଆସାମକୁ ହରାଇ ଓଡ଼ିଶା ବିଜୟୀ, କମାଲ ଦେଖାଇଲେ ଅନୁଗୁଳ ଖେଳାଳୀ

ଅନୁଗୁଳ: ଗ୍ୱାଲିୟର ଠାରେ ଆୟୋଜିତ ବିଜୟ ମରଚାଣ୍ଟ ଟ୍ରଫି କ୍ରିକେଟ ପ୍ରତିଯୋଗିତାରେ ଓଡ଼ିଶା ଆସାମକୁ ଏକ ଇନିଙ୍ଗସ ଓ ୫୨ ରନ ରେ ପରାସ୍ତ କରିଛି। ଆସାମ ପ୍ରଥମ ଇନିଙ୍ଗସରେ ୧୦୧ ଓ ଦ୍ଵିତୀୟ ଇନିଙ୍ଗସରେ ୧୩୧ ରନ କରିପାରିଥିବା ବେଳେ…

Continue Readingବିଜୟ ମରଚାଣ୍ଟ ଟ୍ରଫି: ଆସାମକୁ ହରାଇ ଓଡ଼ିଶା ବିଜୟୀ, କମାଲ ଦେଖାଇଲେ ଅନୁଗୁଳ ଖେଳାଳୀ