ତାଳଚେର ସ୍ଥିତ ନିଜ ସ୍କୁଲ ପରିଦର୍ଶନ କରି ପିଲା ବେଳର ସ୍ମୃତି ଉଜ୍ଜୀବିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅନୁଗୁଳ: ପିଲାଦିନର ସ୍କୁଲ ପରିଦର୍ଶନ କରି ଛୁଆ ବେଳର ସ୍ମୃତି ଉଜ୍ଜୀବିତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ଅନୁଗୁଳ ଜିଲ୍ଲା ତାଳଚେର ସ୍ଥିତ ‘ହାଣ୍ଡିଧୁଆ ପ୍ରାଥମିକ ସରକାରୀ ବିଦ୍ୟାଳୟ’ ବୁଲିଛନ୍ତି କେନ୍ଦ୍ର ମନ୍ତ୍ରୀ। ଏ ଅବସରରେ ସେ କହିଛନ୍ତି, ଅନେକ…
