ଓସିଏସ୍ ପରୀକ୍ଷାର୍ଥୀଙ୍କ ପାଇଁ ପୁଣି ଏକ ସୁଯୋଗ, ପୁଣିଥରେ ପରୀକ୍ଷା ଦେଇପାରିବେ ବୋଲି ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର : ଓସିଏସ୍ ପରୀକ୍ଷାର୍ଥୀଙ୍କୁ ପୁଣି ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର। ତିନିଟି ସୁଯୋଗ ସରିଥିଲେ ବି ପରୀକ୍ଷା ପାଇଁ ତାଙ୍କୁ ଆଉ ଏକ ସୁଯୋଗ ଦିଆଯିବ। ୨୦୧୯, ୨୦୨୦ ଓ ୨୦୨୧ରେ ଯେଉଁମାନେ ପରୀକ୍ଷା ଦେଇଥିଲେ, ସେମାନଙ୍କୁ ପୁଣି…

Continue Readingଓସିଏସ୍ ପରୀକ୍ଷାର୍ଥୀଙ୍କ ପାଇଁ ପୁଣି ଏକ ସୁଯୋଗ, ପୁଣିଥରେ ପରୀକ୍ଷା ଦେଇପାରିବେ ବୋଲି ରାଜ୍ୟ ସରକାରଙ୍କ ଘୋଷଣା

ଆସନ୍ତା ୨ ଦିନ ଘନ କୁହୁଡ଼ି

ଭୁବନେଶ୍ୱର: ଆସନ୍ତା ୪-୫ ଦିନ ଯାଏ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିଯିବ। ସାମୁଦ୍ରିକ ବାୟୁ ପ୍ରଭାବରେ ରାଜ୍ୟରେ ଏହି ରାତି ତାପମାତ୍ରା ବୃଦ୍ଧି ପାଇଛି। ଫଳରେ ରାଜ୍ୟରେ ଶୀତର ବିଶେଷ ପ୍ରଭାବ ରହିବନି। କିନ୍ତୁ ଘନ କୁହୁଡ଼ି ପଡ଼ିବ।…

Continue Readingଆସନ୍ତା ୨ ଦିନ ଘନ କୁହୁଡ଼ି

ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍‌ ନିଷିଦ୍ଧ, ନେଇହେବ କ୍ୟାମେରା ନ ଥିବା କିପ୍ୟାଡ୍‌ ଫୋନ୍‌

ପୁରୀ: ନୂଆବର୍ଷଠାରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍‌ ନିଷିଦ୍ଧ ହୋଇଛି। ଏହା କେବଳ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ନୂଆ ବର୍ଷ ଠାରୁ ଏହି ନୂଆ ନିୟମ ଲାଗୁ ହୋଇଛି।…

Continue Readingଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍‌ ନିଷିଦ୍ଧ, ନେଇହେବ କ୍ୟାମେରା ନ ଥିବା କିପ୍ୟାଡ୍‌ ଫୋନ୍‌

ବର୍ଷ ଆରମ୍ଭରୁ ରାଜ ପରିବାରରେ ଦୁଃଖ, ଜୟପୁରର ଶେଷ ରାଣୀ ରମାକୁମାରୀ ଦେବୀଙ୍କ ପରଲୋକ

ଜୟପୁର: ଚାଲିଗଲେ ଶେଷ ରାଣୀ। ବର୍ଷ ଆରମ୍ଭରୁ ରାଜ ପରିବାରରେ ଦୁଃଖଦ ଖବର। ଜୟପୁର ରାଜ ପରିବାରର ଶେଷ ରାଣୀ ରାଜମାତା ରମାକୁମାରୀ ଦେବୀଙ୍କ ୯୦ ବର୍ଷ ବୟସରେ ଜୟପୁର ସ୍ଥିତ ମୋତି ପେଲେସରେ ପରଲୋକ ହୋଇଛି। ବର୍ତ୍ତମାନ ରାଣୀଙ୍କ ନିକଟରେ…

Continue Readingବର୍ଷ ଆରମ୍ଭରୁ ରାଜ ପରିବାରରେ ଦୁଃଖ, ଜୟପୁରର ଶେଷ ରାଣୀ ରମାକୁମାରୀ ଦେବୀଙ୍କ ପରଲୋକ

ଶିକାରୀ ଫାସରେ ପୁଣି ପଡ଼ିଲା ବାଘ

ବନ୍ତଳା: ଅନୁଗୁଳ ବନଖଣ୍ଡ ଅଞ୍ଚଳରେ ପୁଣି ଏକ କଲରାପତରିଆ ବାଘ ଫାଶରେ ପଡ଼ିଛି। ଫାଶରେ ପଡ଼ି ସାରା ରାତି ଛଟପଟ ହେବା ପରେ ରବିବାର ବନ କର୍ମଚାରୀମାନେ ବାଘଟିକୁ ଉଦ୍ଧାର କରିଛନ୍ତି । ଟ୍ରାଙ୍କୁଲାଇଜ୍ କରି ତାକୁ ଯନ୍ତାରେ ରଖିବା ପରେ…

Continue Readingଶିକାରୀ ଫାସରେ ପୁଣି ପଡ଼ିଲା ବାଘ

୧୬ ଶିଳ୍ପ ପ୍ରକଳ୍ପକୁ ୪୧୮୩ କୋଟି ଟଙ୍କାର ମଞ୍ଜୁରୀ

ଅନୁଗୁଳ: ରାଜ୍ୟ ସରକାରଙ୍କ ସିଙ୍ଗଲ ଉଇଣ୍ଡୋ କ୍ଲିଅରାନ୍ସ ଅଥରିଟି ନିକଟରେ ୧୬ ଗୋଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୪୧୮୩ କୋଟି ଟଙ୍କା ଏଥିରେ ବିନିଯୋଗ ହେବ। ୧୩ ହଜାରରୁ ଅଧିକ ଲୋକ ଏହି ସବୁ ପ୍ରକଳ୍ପ ଗୁଡିକରେ ନିଯୁକ୍ତି…

Continue Reading୧୬ ଶିଳ୍ପ ପ୍ରକଳ୍ପକୁ ୪୧୮୩ କୋଟି ଟଙ୍କାର ମଞ୍ଜୁରୀ

୨୦୨୨ରେ ହାତୀ ମଣିଷ ବିବାଦ ବଢିଛି

ଅନୁଗୁଳ: ୨୦୨୨ ବର୍ଷ ସରିଛି। ଏହି ବର୍ଷ ମଧ୍ୟରେ ହାତୀ ମଣିଷ ବିବାଦ ଅଧିକ ଘନୀଭୂତ ହୋଇଛି। ହାତୀ ମଣିଷ ବିବାଦ ପରିବେଶବିତ ମାନଙ୍କୁ ଚିନ୍ତାରେ ପକାଇଛି। ୨୦୨୨ ବର୍ଷରେ ହାତୀ ଜଙ୍ଗଲ ଛାଡ଼ି ପ୍ରଥମ ଥର ପାଇଁ କୁଲାଡ଼,କାଣ୍ଡସର,ବେନ୍ତପୁର,ଗଡସନ୍ତ୍ରୀ ଭଳି…

Continue Reading୨୦୨୨ରେ ହାତୀ ମଣିଷ ବିବାଦ ବଢିଛି

ଓଡ଼ିଶା ଓକିଲ ସଂଘ ପକ୍ଷରୁ ୫୧ତମ ବାର୍ଷିକ ସମ୍ମିଳନୀ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ସମଗ୍ର ଓଡ଼ିଶା ଓକିଲ ସଂଘ ପକ୍ଷରୁ ୫୧ତମ ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଛି। ଏ ଅବସରରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସମ୍ମାନିତ ଅତିଥିଭାବେ ମନ୍ତ୍ରୀ ଜଗନ୍ନାଥ ସାରକା, କଟକ ସାଂସଦ ଭର୍ତ୍ତୃହରି ମହତାବ, ବ୍ରହ୍ମପୁର…

Continue Readingଓଡ଼ିଶା ଓକିଲ ସଂଘ ପକ୍ଷରୁ ୫୧ତମ ବାର୍ଷିକ ସମ୍ମିଳନୀ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଅନୁଗୁଳ ଏସପି ବଦଳିଲେ: ସୁଧାଂଶୁ ମିଶ୍ର ନୂଆ ଏସପି

ଅନୁଗୁଳ: ରାଜ୍ୟ ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ ଅନୁଗୁଳ ଏସପି ଜଗମୋହନ ମୀନାଙ୍କୁ ଗଞ୍ଜାମ ଏସପି ଭାବେ ବଦଳି କରାଯାଇଥିବା ବେଳେ ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳ ଏସପି ଭାବେ ନିଯୁକ୍ତି ମିଳିଛି। ୨୦୧୨ରେ ଆଇପିଏସ ପାଇଥିବା ଶ୍ରୀ…

Continue Readingଅନୁଗୁଳ ଏସପି ବଦଳିଲେ: ସୁଧାଂଶୁ ମିଶ୍ର ନୂଆ ଏସପି

ଦୁର୍ଘଟଣାରେ ଜଳିଗଲା କ୍ରିକେଟର ଋଷଭ ପନ୍ତଙ୍କ ଗାଡ଼ି, ଗୋଡ଼ରେ ଗଭୀର ଆଘାତ ଲାଗିଥିବା ସୂଚନା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗି ଭାଙ୍ଗି ଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଦିଲ୍ଲୀରୁ ଫେରୁଥିବା ବେଳେ ମାଙ୍ଗାଲୋର କୋଟୱାଲୀର ଏନ.ଏଚ…

Continue Readingଦୁର୍ଘଟଣାରେ ଜଳିଗଲା କ୍ରିକେଟର ଋଷଭ ପନ୍ତଙ୍କ ଗାଡ଼ି, ଗୋଡ଼ରେ ଗଭୀର ଆଘାତ ଲାଗିଥିବା ସୂଚନା