ବନ୍ଧାହେଲେ ରଶିକିଆ ଟିଉସନ୍ ମାଷ୍ଟର
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅଞ୍ଚଳରେ ଜଣେ ୧୧ ବର୍ଷର ନାବାଳିକାଙ୍କୁ ଅସଦ ବ୍ୟବହାରକରିବା ଅଭିଯୋଗରେ ପୁଲିସ ଶୁକ୍ରବାର ଜଣେ ଟିଉସନ ଶିକ୍ଷକଙ୍କୁ ଗିରଫକରିଛି। ସୂଚନା ଯେ, ନାଲକୋ ଟାଉନସିପ୍ରେ ଭଡ଼ାରେ ରହୁଥିବା ପ୍ରଶାନ୍ତ କୁମାର ମହାନ୍ତି(୪୬) ନାମକ ଜଣେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅଞ୍ଚଳରେ ଜଣେ ୧୧ ବର୍ଷର ନାବାଳିକାଙ୍କୁ ଅସଦ ବ୍ୟବହାରକରିବା ଅଭିଯୋଗରେ ପୁଲିସ ଶୁକ୍ରବାର ଜଣେ ଟିଉସନ ଶିକ୍ଷକଙ୍କୁ ଗିରଫକରିଛି। ସୂଚନା ଯେ, ନାଲକୋ ଟାଉନସିପ୍ରେ ଭଡ଼ାରେ ରହୁଥିବା ପ୍ରଶାନ୍ତ କୁମାର ମହାନ୍ତି(୪୬) ନାମକ ଜଣେ…
ଅନୁଗୁଳ: ଅନୁଗୁଳରେ ଏଥରକ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଥିବାରୁ ଫଳାଫଳ ଉପରେ ଥିଲା ସମସ୍ତଙ୍କ ନଜର। ତେବେ ଏଥରକ ବିଜେଡି ପୌର ପରିଷଦ ହାତେଇବାରେ ସଫଳ ହୋଇଛି। ନଗରପାଳ ପଦ ପାଇଁ ହେଉଥିବା ଏହି ନିର୍ବାଚନରେ ପ୍ରାରମ୍ଭିକ…
ଅନୁଗୁଳ: ଅନୁଗୁଳ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଭାବେ ରଶ୍ମିତା ସେଠୀ ଶୁକ୍ରବାର ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରେ ସମ୍ମିଳନୀ କକ୍ଷରେ ୬ଷ୍ଠ ଜିଲ୍ଲାପରିଷଦର ୨ୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଘୋଷଣା କରିଥିଲେ…
ଅନୁଗୁଳ: ଅନୁଗୁଳ ପୌର ନିର୍ବାଚନ ପାଇଁ ଗୁରୁବାର ଭୋଟ ଗ୍ରହଣ ହେବ। ପୌର ପରିଷଦର ୨୩ଟି ୱାର୍ଡ ପାଇଁ ହେଉଥିବା ନିର୍ବାଚନରେ ୨୧ଟି ମତଦାନ କେନ୍ଦ୍ରର ୪୦ଟି ବୁଥ୍ରେ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଚଳିତ ନିର୍ବାଚନରେ…
ଅନୁଗୁଳ: ଅନୁଗୁଳ ପୌରାଞ୍ଚଳରେ ନିର୍ବାଚନର ପୂର୍ବ ଦିନ ବୁଧବାର ଅପରାହ୍ନରେ ଏକ ନିର୍ବାଚନି ହିଂସା ଦେଖା ଦେଇଛି। ଏ ନେଇ ୨ଟି ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି। ସୂଚନା ଯେ, ସହରର ଶିମିଳିପଡ଼ାର ସ୍ବାଧିନ ପୌରାଧ୍ୟକ୍ଷ ପ୍ରାର୍ଥୀ…
ଅନୁଗୁଳ: ସ୍ଥାୟୀ ନିଯୁକ୍ତି ଦାବିରେ ବୁଧବାର ନାଲକୋ ରେଳପଥ ଅବରୋଧ କରି ଆନ୍ଦୋଳନରେ ବସିଛନ୍ତି ଜମି ମାଲିକ। ରୋଜଗାରର ଏକ ମାତ୍ର ମାଧ୍ୟମ ଜମିକୁ ନାଲକୋ ନେଇଗଲା, ପ୍ରତିବଦଳରେ ଚାକିରି ଦେବାକୁ ଦେଇଥିଲେ ପ୍ରତିଶ୍ରୁତି। କିନ୍ତୁ ଇତି ମଧ୍ୟରେ ଦୀର୍ଘ ବର୍ଷ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ବାଘ ଆତଙ୍କ। ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟ ନିକଟସ୍ଥ ଏମସିଏଲ ପାଚେରୀ ଉପରେ ମଙ୍ଗଳବାର ଭୋରରୁ ଏକ କଲରାପତରିଆ ବାଘ ଦେଖି ଲୋକେ ଆତଙ୍କିତ ହୋଇଛନ୍ତି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ବାଘକୁ କାବୁ…
ଅନୁଗୁଳ: ଚଳିତ ପୌର ନିର୍ବାଚନ ପାଇଁ ଘୋ' ଘା' ପ୍ରଚାର କାର୍ଯ୍ୟ ସରିଯାଇଚି। ଏହା ପରେ ପ୍ରାର୍ଥୀଙ୍କ ଅନ୍ଧାରୀ ବିଜେ ଆରମ୍ଭ ହୋଇଚି।ବିଶେଷ କରି ବସ୍ତିକୁ ବସ୍ତି ବୁଲି ବିଭିନ୍ନ ଉପାୟରେ ଭୋଟରଙ୍କୁ ମନାଉଛନ୍ତି। ପ୍ରଚାରର ଅନ୍ତିମ ଦିନରେ ବିଜେଡି ଓ…
ଅନୁଗୁଳ: ବିଭିନ୍ନ ସମସ୍ୟା ମଧ୍ୟରେ ଯୁଝି ହେଉଥିବା ଅନୁଗୁଳ ଜିଲ୍ଲା କଂଗ୍ରେସ ଶେଷରେ ମଙ୍ଗଳବାର ସ୍ଥାନୟ କାଂଗ୍ରେସ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୌର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିବା ସହ ବିଜୟ ନେଇ ଆଶାବାଦୀ ବୋଲି କହିଥିଲେ।…
ଅନୁଗୁଳ:ପୌର ନିର୍ବାଚନ ପାଇଁ ସବୁ ପ୍ରମୁଖ ଦଳ ଓ ସ୍ଵାଧୀନ ପ୍ରାର୍ଥୀମାନେ ଘମଘୋଟ ପ୍ରଚାର ଚଳାଇ ଥିବାବେଳେ ନଗର ବିଜେଡି ଉପସଭାପତି ତଥା ଦଳର ପ୍ରାଥମିକ ସଦସ୍ୟ ପଦରୁ ସତ୍ୟାନନ୍ଦ ଦଳବେହେରା ଇସ୍ତଫା ଦେଇଛନ୍ତି। ସେ ଚଳିତ ପୌର ନିର୍ବାଚନରେ ବିଜେଡି…