ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ

ଅନୁଗୁଳ: ସ୍ଥାନୀୟ ବାସନ୍ତୀ ପାଠାଗାର ପରିସରରେ ଅନୁଗୁଳ ଢେ଼ଙ୍କାନାଳ ଜିଲ୍ଲାର ଅବସର ପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ ଆୟୋଜିତ ହୋଇଯାଇଛି। ଢେ଼ଙ୍କାନାଳ ଡାକ ଡିଭିଜନର ସୁପରଇନଟେଣ୍ଡେଣ୍ଟ ଜମ୍ବେଶ୍ଵର ଗଡ଼ନାୟକ ମୁଖ୍ୟ ଅତିଥି ରୂପେ ସମାରୋହକୁ ଉଦ୍ଘାଟନ କରିଥିଲେ। ସମ୍ପ୍ରତି ଡାକ…

Continue Readingଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ବାର୍ଷିକ ସମାବେଶ

ଶୂନ୍ୟବ୍ରହ୍ମ ପ୍ରଭୁ ମହିମା ଅଲେଖଙ୍କ ବାର୍ଷିକ ବାଲ୍ୟଲୀଳା ଉତ୍ସବ: ଅନୁଗୁଳ ବିଧାୟକ ଯୋଗଦେଇ ଆଶୀର୍ବାଦ କାମନା କଲେ

ଅନୁଗୁଳ: ଅନୁଗୁଳ ନିର୍ବାଚନମଣ୍ଡଳୀ ବଅଁରପାଳ ବ୍ଲକ ବନ୍ଦା ଠାରେ କୌପୀନଧାରୀ ମହିମା ଭକ୍ତ ସାମାଜ ଦ୍ଵାରା ଆୟୋଜିତ ଶୂନ୍ୟବ୍ରହ୍ମ ପ୍ରଭୁ ମହିମା ଅଲେଖଙ୍କ ବାର୍ଷିକ ବାଲ୍ୟଲୀଳା ଉତ୍ସବରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ବିଧାୟକ ଦଳର ନେତୃବୃନ୍ଦଙ୍କ…

Continue Readingଶୂନ୍ୟବ୍ରହ୍ମ ପ୍ରଭୁ ମହିମା ଅଲେଖଙ୍କ ବାର୍ଷିକ ବାଲ୍ୟଲୀଳା ଉତ୍ସବ: ଅନୁଗୁଳ ବିଧାୟକ ଯୋଗଦେଇ ଆଶୀର୍ବାଦ କାମନା କଲେ

ଗୁଣ୍ଡୁରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ: କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଆନନ୍ଦପୁର ସ୍ଥିତ ଗୁଣ୍ଡୁରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ଦିନ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ…

Continue Readingଗୁଣ୍ଡୁରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ: କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

ବନ୍ତଳା ବନ ବିଭାଗ ପକ୍ଷରୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳିତ: ବନ୍ୟଜନ୍ତୁ ସୁରକ୍ଷା ପାଇଁ ସମୂହ ଶପଥ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ରେଞ୍ଜ କାର୍ଯ୍ୟାଳୟ ପରିସରରେ ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସ ଅତ୍ୟନ୍ତ ଉତ୍ସାହର ସହ ପାଳିତ ହୋଇଛି। ୨୦୨୬ ମାର୍ଚ୍ଚ ୩ ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନ୍ୟପ୍ରାଣୀ ସଂରକ୍ଷଣ…

Continue Readingବନ୍ତଳା ବନ ବିଭାଗ ପକ୍ଷରୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳିତ: ବନ୍ୟଜନ୍ତୁ ସୁରକ୍ଷା ପାଇଁ ସମୂହ ଶପଥ

ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ମାତୃ ବିୟୋଗ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବେନ୍ତପୁର ନିବାସୀ ତଥା ଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀ ଦିଲୀପ କୁମାର ତ୍ରିପାଠୀଙ୍କ ମା' ଗୀତା ତ୍ରିପାଠୀଙ୍କର (୮୧) ଗତକାଲି ସକାଳେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ ଜଣେ ଅତ୍ୟନ୍ତ ମେଳାପୀ…

Continue Readingଅବସରପ୍ରାପ୍ତ ବରିଷ୍ଠ ପୋଲିସ ଅଧିକାରୀଙ୍କ ମାତୃ ବିୟୋଗ

ରମେଶ ଜେନାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସ୍ମୃତି ସଭା

ଅନୁଗୁଳ: ରବିବାର କୁଲାଡ଼, ନାଲକୋନଗର ଠାରେ ଅନୁଗୁଳର ପୂର୍ବତନ ବିଧାୟକ ସ୍ବର୍ଗତ ରମେଶ ଚନ୍ଦ୍ର ଜେନାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ଏହି ଉପଲକ୍ଷେ ରମେଶ ଜେନା ସ୍ମୃତି ପରିଷଦ ପକ୍ଷରୁ ଏକ ସ୍ମୃତି ସମାରୋହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରମେଶ…

Continue Readingରମେଶ ଜେନାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ସ୍ମୃତି ସଭା

ଅନୁଗୁଳରେ ଦୁଇଦିନିଆ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଆୟୋଜିତ

ଅନୁଗୁଳ: କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ ଥିବା ଓଡ଼ିଶାର ସମସ୍ତ ଜନ ଶିକ୍ଷଣ ସଂସ୍ଥାନ (JSS) କୁ ନେଇ ଅନୁଗୁଳରେ ଏକ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି। ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ପ୍ରତାପ…

Continue Readingଅନୁଗୁଳରେ ଦୁଇଦିନିଆ ରାଜ୍ୟସ୍ତରୀୟ ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର ଆୟୋଜିତ

ହନୁମାନଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠାରେ ଆୟୋଜିତ ହେଲା ରକ୍ତଦାନ ଶିବିର

ଅନୁଗୁଳ: କିଶୋରନଗର ବ୍ଲକ ବଇସିଣା ଗ୍ରାମର ହନୁମାନଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠାରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଧାରଣ ସମ୍ପାଦକ ସିମାଞ୍ଚଳ ଖଟେଇ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଭାପତି ଯଯାତି…

Continue Readingହନୁମାନଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠାରେ ଆୟୋଜିତ ହେଲା ରକ୍ତଦାନ ଶିବିର

ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ନିମନ୍ତେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ଅନୁଗୁଳ: ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନଙ୍କ ନିର୍ଦେଶ କ୍ରମେ ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ଉପଖଣ୍ଡର ସମସ୍ତ ପୋଲିସ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପଖଣ୍ଡ ପୋଲିସ ଅଧିକାରୀଙ୍କ କାର୍ଯ୍ୟାଳୟ, ପାଲଲହଡା…

Continue Readingପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ନିମନ୍ତେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ଆମ ଜଙ୍ଗଲ ଯୋଜନା: ଜରାପଡ଼ା ରେଞ୍ଜରେ ଦକ୍ଷତା ବିକାଶ ତାଲିମ ଶିବିର ଆୟୋଜିତ

ଅନୁଗୁଳ: ଗ୍ରାମାଞ୍ଚଳର ଲୋକଙ୍କୁ ଆର୍ଥିକ ସ୍ତରରେ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ‘ଆମ ଜଙ୍ଗଲ ଯୋଜନା’ (AJY) ପକ୍ଷରୁ ଏକ କ୍ଷେତ୍ର ପରିଦର୍ଶନ ଓ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଗତକାଲି ଜରାପଡ଼ା ରେଞ୍ଜ ଅନ୍ତର୍ଗତ ଜରାପଡ଼ା ସେକ୍ସନର ଲକ୍ଷ୍ମୀଧରପୁର VSS, ଦେହୁରୀସାହି…

Continue Readingଆମ ଜଙ୍ଗଲ ଯୋଜନା: ଜରାପଡ଼ା ରେଞ୍ଜରେ ଦକ୍ଷତା ବିକାଶ ତାଲିମ ଶିବିର ଆୟୋଜିତ