ନୂତନ ଶିକ୍ଷାବର୍ଷ ନିମନ୍ତେ ଗୁରୁକୁଳ କ୍ଲାସେସ୍ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ
ଅନୁଗୁଳ: ଅନୁଗୁଳ ଜିଲ୍ଲାର ସମସ୍ତ ଅଭିଭାବକମାନଙ୍କୁ ଗୁରୁକୁଳ କ୍ଲାସେସ୍ ତରଫରୁ ନୂତନ ଶିକ୍ଷାବର୍ଷ ନିମନ୍ତେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଅନୁଗୁଳର ଅଧିଷ୍ଠାତ୍ରୀ ଦେବୀ ମାଁ ବୁଢ଼ୀ ଠାକୁରାଣୀ ଏବଂ ଜଗତର ନାଥ ଜଗନ୍ନାଥଙ୍କ ଅଶେଷ କରୁଣାରୁ ଗୁରୁକୁଳ କ୍ଲାସେସ୍ ଅନୁଗୁଳରୁ…
