ପ୍ରଧାନ ଶିକ୍ଷକଙ୍କ ଅନ୍ୟତ୍ର ବଦଳିକୁ ବିରୋଧ, ନୂଆ ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଅନୁଗୁଳ: ଛେଣ୍ଡିପଦା ବ୍ଲକ୍ ହଣ୍ଡିଗୋଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଅନ୍ୟତ୍ର ବଦଳିକୁ ବିରୋଧ କରି ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇବା ସହିତ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ। ବୁଧବାର ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସମେତ…

Continue Readingପ୍ରଧାନ ଶିକ୍ଷକଙ୍କ ଅନ୍ୟତ୍ର ବଦଳିକୁ ବିରୋଧ, ନୂଆ ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଲିଟିଲ୍ ହାର୍ଟସ ସ୍କୁଲରେ ନିଆରା ପ୍ରାର୍ଥନା ସଭା: ଚନ୍ଦ୍ରଯାନ -୩ ର ସଫଳ ଅବତରଣ କାମନା କଲେ ଛାତ୍ର ଛାତ୍ରୀ

ଅନୁଗୁଳ: ଜହ୍ନରେ ଆଜି ଚନ୍ଦ୍ରଯାନ -୩ର ମୃଦୁ ଓ ସଫଳ ଅବତରଣ ନେଇ ଦେଶବ୍ୟାପୀ ହୋମ ଯଜ୍ଞ ପୂଜାର୍ଚ୍ଚନା ଲାଗି ରହିଛି। ଉତ୍କଣ୍ଠାପୂର୍ଣ୍ଣ ଏହି ମିଶନ ପାଇଁ ଇସ୍ରୋର ବୈଜ୍ଞାନିକ ମାନେ ଦିନରାତିକୁ ଏକାକାର କରିଦେଇଛନ୍ତି। ଏଭଳି ସମୟରେ କୁଇଓ ସ୍ଥିତ…

Continue Readingଲିଟିଲ୍ ହାର୍ଟସ ସ୍କୁଲରେ ନିଆରା ପ୍ରାର୍ଥନା ସଭା: ଚନ୍ଦ୍ରଯାନ -୩ ର ସଫଳ ଅବତରଣ କାମନା କଲେ ଛାତ୍ର ଛାତ୍ରୀ

ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜେପିର ଭୋଟର ସଚେତନତା ମହାଅଭିଯାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠ ମଲ୍ଲିକ ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ନାକଚି ମଣ୍ଡଳରେ ବିଜେପିର ଭୋଟର ସଚେତନତା ମହାଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଜେପି ଅନୁଗୁଳ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ…

Continue Readingଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜେପିର ଭୋଟର ସଚେତନତା ମହାଅଭିଯାନ

ମଞ୍ଚସ୍ଥ ହେଲା ନାଟକ ‘ସମର ତରଙ୍ଗ’: ଜୀବନ୍ତ ଅଭିନୟ ମାଧ୍ୟମରେ ଷାଠିଏ ବାଟିଆ ଯୁଦ୍ଧର କାହାଣୀକୁ ଅତି ନିଖୁଣ ଭାବେ ଦେଖାଇଲେ କଳାକାର

ଅନୁଗୁଳ: ଅନୁଗୁଳର ଅନ୍ୟତମ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ଆମ ସଂସ୍କୃତି ପକ୍ଷରୁ ରବିବାର ସ୍ଥାନୀୟ ସଭାଘରଠାରେ ଗୀତିନାଟ୍ୟ ସମର ତରଙ୍ଗ ଅନୁଷ୍ଠିତ ହୋଇଛି। ଉଦଘାଟନ ଉତ୍ସବରେ ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ…

Continue Readingମଞ୍ଚସ୍ଥ ହେଲା ନାଟକ ‘ସମର ତରଙ୍ଗ’: ଜୀବନ୍ତ ଅଭିନୟ ମାଧ୍ୟମରେ ଷାଠିଏ ବାଟିଆ ଯୁଦ୍ଧର କାହାଣୀକୁ ଅତି ନିଖୁଣ ଭାବେ ଦେଖାଇଲେ କଳାକାର

ଟାଙ୍ଗିରୀ ସରପଞ୍ଚ ଅମରେଶ ନାଥଙ୍କ ଜୟନ୍ତୀରେ ରକ୍ତଦାନ ଶିବିର, ୧୦୦ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ଆହ୍ବାନ କ୍ରମେ ଟାଙ୍ଗିରୀ ପଞ୍ଚାୟତର ସରପଞ୍ଚ ଅମରେଶ ନାଥଙ୍କ ଜନ୍ମ ଦିନରେ ଶନିବାର "ବିଜୁ ଯୁବ ଜନତା ଦଳ" ଓ ଓଡ଼ିଶା: ମୋ ପରିବାର ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର…

Continue Readingଟାଙ୍ଗିରୀ ସରପଞ୍ଚ ଅମରେଶ ନାଥଙ୍କ ଜୟନ୍ତୀରେ ରକ୍ତଦାନ ଶିବିର, ୧୦୦ ୟୁନିଟ୍ ରକ୍ତ ସଂଗୃହୀତ

ଲିଟିଲ୍ ହାର୍ଟସ ସ୍କୁଲରେ ୮ଶହ ପିଲା ଓ ଅଭିଭାବକ ଫାଇଲେରିଆ ବଟିକା ଖାଇଲେ

ଅନୁଗୁଳ: ଆଜି ସିମିଳିପଡ଼ା ସ୍ଥିତ ଲିଟିଲ୍ ହାର୍ଟସ ଟଡଲରସ ଏକାଡେମୀରେ ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ ଫାଇଲେରିଆ ବଟିକା ବିତରଣ କେନ୍ଦ୍ର ଖୋଲା ଯାଇଥିଲା। ସହକାରୀ ଜନସ୍ବାସ୍ଥ୍ୟ ଅଧିକାରୀ(ଭିବିଡି)ଡ଼ା ପୂର୍ଣ୍ଣିମା ଉଦଗାତା ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ। ଏହି କେନ୍ଦ୍ରରେ…

Continue Readingଲିଟିଲ୍ ହାର୍ଟସ ସ୍କୁଲରେ ୮ଶହ ପିଲା ଓ ଅଭିଭାବକ ଫାଇଲେରିଆ ବଟିକା ଖାଇଲେ

ସଦଭାବନା ଦିବସ ପାଳିତ: ଏକତା ରକ୍ଷା ଲାଗି ଶପଥ ପାଠ କଲେ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀ

ଅନୁଗୁଳ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜିବ ଗାନ୍ଧୀଙ୍କର ଜନ୍ମ ବାର୍ଷିକୀ ଅଗଷ୍ଟ ୨୦କୁ ପ୍ରତିବର୍ଷ ସଦଭାବନା ଦିବସ ତଥା ଏକତାର ଦିବସ ଭାବେ ପାଳନ କରାଯାଉଛି। ଏହି ଦିନରେ ଶାନ୍ତି, ଜାତୀୟ ସଂହତି ଓ ସାମ୍ପ୍ରଦାୟିକ ସଦଭାବନା ରଖିବାକୁ ପ୍ରୋତ୍ସାହିତ କରାଯାଏ।…

Continue Readingସଦଭାବନା ଦିବସ ପାଳିତ: ଏକତା ରକ୍ଷା ଲାଗି ଶପଥ ପାଠ କଲେ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟର କର୍ମଚାରୀ

ଅନୁଗୁଳ ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ଆଡଭୋକେଟ ଅମୂଲ୍ୟ କୁମାର ବେହେରାଙ୍କ ନେତୃତ୍ୱରେ ବ୍ଲକର ଶତାଧିକ କଂଗ୍ରେସ କର୍ମୀ ଅନୁଗୁଳ ବ୍ଲକକୁ ଘେରାଉ କରିଛନ୍ତି। ଏ ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଅନୈତିକ କାର୍ଯ୍ୟ ସମ୍ବନ୍ଧରେ…

Continue Readingଅନୁଗୁଳ ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ରାଧାରମଣପଡ଼ାରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ପାଳିତ

ଅନୁଗୁଳ: ଆଜି ଅନୁଗୁଳ ସହରସ୍ଥିତ ରାଧାରମଣପଡ଼ା ଠାରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ଅବସରରେ ଜଗନ୍ନାଥ ଗଡ଼ନାୟକ ସିଂ ଙ୍କ ଆବାହକତ୍ୱରେ ସ୍ମୃତି ଚରଣ ସଭା ଆୟୋଜିତ ହୋଇଛି। ଜନସଂଖ୍ୟା ସମାଧାନ ଫାଉଣ୍ଡେନର ଜିଲ୍ଲା ସଭାପତି ଅନିରୁଦ୍ଧ…

Continue Readingରାଧାରମଣପଡ଼ାରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ପାଳିତ

ଜନ-ଗଣ-ମନ ଧ୍ୱନିରେ କମ୍ପିଲା ପରିବେଶ: ରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚ ପାଳିଲା ସ୍ବାଧୀନତା ଦିବସ

ଅନୁଗୁଳ: ସ୍ଥାନୀୟ ରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚର ଗ୍ରାମେଶ୍ୱରୀ ମା' ବଗାଧରଙ୍କ ପୀଠରେ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଛି। ମଞ୍ଚର ସଭାପତି ରାଜ କିଶୋର ଦାସ ପତାକା ଉତ୍ତୋଳନ କରି ଦେଶର ଅଖଣ୍ଡତା ନିରାପତ୍ତା ରକ୍ଷା କରିବା ସହିତ ଦିବସ…

Continue Readingଜନ-ଗଣ-ମନ ଧ୍ୱନିରେ କମ୍ପିଲା ପରିବେଶ: ରାଣୀଗୋଡ଼ା ବରିଷ୍ଠ ନାଗରିକ ମଞ୍ଚ ପାଳିଲା ସ୍ବାଧୀନତା ଦିବସ