ଏଡିସିଏର ରୌପ୍ୟ ଜୟନ୍ତୀ ସମାରୋହ ଆସନ୍ତା ୨୧ରୁ ଆରମ୍ଭ
ଅନୁଗୁଳ: ଚଳିତ ମାସ ୨୧ ତାରିଖରୁ ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେବ। ଏ ଅବସରରେ ସାଧାରଣ ସଭା, ୨୧ ରୁ ୨୫ ତାରିଖ ଯାଏ ନାମକରା ଟିମକୁ ନେଇ କ୍ରିକେଟ ମ୍ୟାଚ, ଅନୁଗୁଳର ରାଜ୍ୟ…
ଅନୁଗୁଳ: ଚଳିତ ମାସ ୨୧ ତାରିଖରୁ ଅନୁଗୁଳ ଜିଲ୍ଲା କ୍ରିକେଟ ଆସୋସିଏସନର ରୌପ୍ୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେବ। ଏ ଅବସରରେ ସାଧାରଣ ସଭା, ୨୧ ରୁ ୨୫ ତାରିଖ ଯାଏ ନାମକରା ଟିମକୁ ନେଇ କ୍ରିକେଟ ମ୍ୟାଚ, ଅନୁଗୁଳର ରାଜ୍ୟ…
ଅନୁଗୁଳ: ଆଜି ପୂର୍ବାହ୍ନରେ ପରଙ୍ଗର ସେଣ୍ଟେନାରୀ ଟ୍ରାଇବାଲ ଉଚ୍ଚ ବିଦ୍ୟାଳୟରେ ରାସାୟନିକ ଦୁର୍ଘଟଣା ଓ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ମକଡ୍ରିଲ ଅନୁଷ୍ଠିତ ହୋଇଛି।କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା କୌଣସି ଗ୍ୟାସ ଦୁର୍ଘଟଣା ହେଲେ…
ଅନୁଗୁଳ: ଅନୁଗୁଳ ପୌରପାଳିକାର ପୂର୍ବତନ ତଥା ଏବେ କଟକ ମୁନିସିପାଲ କରପୋରେସନରେ ବରିଷ୍ଠ କମ୍ୟୁନିଟି ଅର୍ଗାନାଇଜର ଭାବେ କାର୍ଯ୍ୟ କରୁଥିବା ସତ୍ୟ ପ୍ରକାଶ ତ୍ରିପାଠୀଙ୍କୁ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ପଦୋନ୍ନତି ଦେଇଛନ୍ତି। ତାଙ୍କୁ ଚାନ୍ଦବାଲି ଏନଏସିର ନିର୍ବାହୀ…
ଅନୁଗୁଳ: ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀନୀ ବର୍ଷା ସିଂହ ବରିହା ବିପୁଳ ସଂଖ୍ୟକ ଭୋଟ ପାଇ ବିଜୟୀ ହୋଇଛନ୍ତି। ପଦ୍ମପୁରବାସୀ ବହୁ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିଥିବାରୁ ଅନୁଗୁଳ ପୌରପାଳିକା ଠାରେ ଅରୁଣାଭ ସିଂହଙ୍କ…
ଅନୁଗୁଳ: ରାସ୍ତା କଡରେ ଠିଆ ହୋଇ ପିଲା ଜଣେ ବିକ୍ରି କରୁଛି ଗୁପଚୁପ।ତାକୁ ଘେରି ଠିଆ ହୋଇଛନ୍ତି ସାତ ଆଠ ଜଣ ଗ୍ରାହକ। ଗୁପଚୁପ ବିକାଳୀ ଜଣକ କ୍ଲକୱାଇଜ ଗୁପଚୁପ ବଢ଼ାଇ ଦଉଚି ଜଣକ ପରେ ଜଣକୁ। ଏହି ସମୟରେ ଆଉ…
ଆଠମଲ୍ଲିକ: ଓଡ଼ିଶାରେ ସ୍ଵାଧୀନତା ଆନ୍ଦୋଳନରେ ବୀର ସୁରେନ୍ଦ୍ର ସାଏଙ୍କ ଭୂମିକାକୁ ନେଇ ଆଠମଲ୍ଲିକ ମହାବିଦ୍ୟାଳୟରେ ବୁଧବାର ଇତିହାସ ବିଭାଗ ପକ୍ଷରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଭାଗୀୟ ମୁଖ୍ୟ ଆଦିତ୍ଯ କୁମାର ସାହୁ…
ଅନୁଗୁଳ: ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ବୁଧବାର ଆଠ ଦଫା ଦାବି ନେଇ ଜିଲ୍କା ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପ୍ରଦାନ କରାଯାଇଛି। ଶିକ୍ଷକ ଓ କର୍ମଚାରୀଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା…
ଅନୁଗୁଳ : ସ୍ଥାନୀୟ ଛେଣ୍ଡିପଦା ବୈଦିକ ଯୋଗକେନ୍ଦ୍ର ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଅବସରପ୍ରାପ୍ତ କର୍ମଚାରୀ ସଂଘ ଓ ବୈଦିକ ସତ ସଂଘ ଯୋଗକେନ୍ଦ୍ର ମିଳିତ ଆନୁକୂଲ୍ୟରେ ଗରିବ ଲୋକଙ୍କୁ କମ୍ବଳ ବିତରଣ କରାଯାଇଛି। ମୁଖ୍ୟ ଅତିଥିଭାବେ ସ୍ଥାନୀୟ ତହସିଲଦାର ଡାନିଏଲ…
ଅନୁଗୁଳ: ସ୍ଥାୟୀ ନିଯୁକ୍ତି ଦାବିରେ ଯାନ୍ତ୍ରିକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଗଠନର ଦାବି ମୁତାବକ, ଗତ ଅକ୍ଟୋବର ମାସରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଭିନ୍ନ ଭିନ୍ନ ବିଭାଗର କାର୍ଯ୍ୟ କରୁଥିବା ୫୭ ହଜାର ଠିକା କର୍ମଚାରୀଙ୍କୁ…
ଅନୁଗୁଳ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଓଡ଼ିଶା ତରଫରୁ ୪୭ ତମ ରାଜ୍ୟ ଅଧିବେଶନ ଆସନ୍ତା ଡ଼ିସେମ୍ବର ୨୩, ୨୪ ଓ ୨୫ ତାରିଖରେ ସ୍ଥାନୀୟ ସରସ୍ବତୀ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ବୁଧବାର ସ୍ଥାନୀୟ ଏକ…