କଳିଙ୍ଗ ଯୁବ ବିକାଶ କେନ୍ଦ୍ର ପକ୍ଷରୁ ନୃତ୍ୟ ପ୍ରତିଯୋଗିତା

ଅନୁଗୁଳ: ରବିବାର ସନ୍ଧ୍ୟାରେ କଳିଙ୍ଗ ଯୁବ ବିକାଶକେନ୍ଦ୍ର,ଲଷ୍ମୀ ବଜ଼ାର ପକ୍ଷରୁ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସାତ ବର୍ଷରୁ ବାର ବର୍ଷ ବୟସ ମଧ୍ୟରେ ଥିବା ପ୍ରତିଭା ସମ୍ପନ୍ନ ସ୍ଥାନୀୟ ନୃତ୍ୟ ଶିଳ୍ପୀ ମାନେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ…

Continue Readingକଳିଙ୍ଗ ଯୁବ ବିକାଶ କେନ୍ଦ୍ର ପକ୍ଷରୁ ନୃତ୍ୟ ପ୍ରତିଯୋଗିତା

ବେଙ୍ଗାଲୁରୁରେ ଗଣପତିଙ୍କ ପୂଜା କଲା ଓଡ଼ିଆ ୟୁଥ୍ କମିଟି, ମନୋରଞ୍ଜନ କଲେ ଓଡ଼ିଆ କଳାକାର

ଅନୁଗୁଳ: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବେଙ୍ଗାଲୁରୁ ସ୍ଥିତ ଓଡ଼ିଆ ୟୁଥ୍ କମିଟି ତରଫରୁ କୁନ୍ଦନାହାଲି ଠାରେ ଗଣେଶ ପୂଜା ବେଶ୍ ଧୁମ୍ ଧାମରେ ପାଳିତ ହୋଇଛି। ଦୀର୍ଘ ଦୁଇ ବର୍ଷ ପରେ କରୋନା କଟକଣା କୋହଳ ହୋଇଥିବାରୁ କାର୍ଯ୍ୟକ୍ରମରେ ୧୦…

Continue Readingବେଙ୍ଗାଲୁରୁରେ ଗଣପତିଙ୍କ ପୂଜା କଲା ଓଡ଼ିଆ ୟୁଥ୍ କମିଟି, ମନୋରଞ୍ଜନ କଲେ ଓଡ଼ିଆ କଳାକାର

ପ୍ଲାଷ୍ଟିକ ବିରୁଦ୍ଧରେ ପୌରପାଳିକାର ଚଢ଼ାଉ

ଅନୁଗୁଳ: ଗତ ତିନି ଚାରି ଦିନ ଧରି ଅନୁଗୁଳ ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଥର୍ମକୁଲ କପ, ପ୍ଲେଟ, ପଲିଥିନ ଆଦି ଜବତ କରାଯାଇଛି। ଅମଲାପଡ଼ା, ବସଷ୍ଟାଣ୍ଡର ବିଭିନ୍ନ ଜଳଖିଆ ଦୋକାନ ଓ ବଜାର…

Continue Readingପ୍ଲାଷ୍ଟିକ ବିରୁଦ୍ଧରେ ପୌରପାଳିକାର ଚଢ଼ାଉ

ମନରେଗା ଆମ୍ବୁସ ମ୍ୟାନ୍‌ଙ୍କୁ ପିଏମ୍ଏୱାଇ ଦାୟିତ୍ବ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ର ଆମ୍ବୁସ ମ୍ୟାନ୍ ବିଭୁତି ଭୂଷଣ ପଟ୍ଟନାୟକଙ୍କୁ ଅତିରିକ୍ତ ଭାବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍ଏୱାଇ)ର ଦାୟିତ୍ବ ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟଜଳ ବିଭାଗର ତରଫରୁ…

Continue Readingମନରେଗା ଆମ୍ବୁସ ମ୍ୟାନ୍‌ଙ୍କୁ ପିଏମ୍ଏୱାଇ ଦାୟିତ୍ବ

‘ରକ୍ଷକ’ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ଜନତା ମହାବିଦ୍ୟାଳୟରେ ଅନୁଗୁଳ ଆର୍‌ଟିଓଙ୍କ ପକ୍ଷରୁ ସଡ଼କ ସୁରକ୍ଷା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ‘ରକ୍ଷକ’ ଅନୁଷ୍ଠିତ ହୋଇଛି। ଏଥିରେ ଅନୁଗୁଳ ଆର୍‌ଟିଓ ବିଭବାଞ୍ଜନ ସାମନ୍ତସିଂହରାୟ, ତାଳଚେର ଆରଟିଓ ନିଖିଲ ପଟ୍ଟନାୟକ, ହଣ୍ଡପା ଥାନାଧିକାରୀ ନମିତା ନାୟକ,…

Continue Reading‘ରକ୍ଷକ’ ସଚେତନତା କାର୍ଯ୍ୟକ୍ରମ

ଏଣିକି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିଆଯାଉଥିବା ଔଷଧରେ ହେବ ଷ୍ଟିକରିଂ, ଆଉ ମାର୍କର ବ୍ୟବହାର କରିବେନି କର୍ତ୍ତୃପକ୍ଷ

ଅନୁଗୁଳ: ଏଣିକି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିଆଯାଉଥିବା ଔଷଧରେ ହେବ ଷ୍ଟିକରିଂ। ଶୁକ୍ରବାର ମୁଖ୍ୟାଳୟରେ ଔଷଧରେ ଷ୍ଟିକରିଂ ଉନ୍ମୋଚିତ ହୋଇଛି। କିଛି ଦିନ ତଳେ ସମାଜସେବୀ ଚିନ୍ମୟୀ ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦିଆ ଯାଉଥିବା ଔଷଧ ଷ୍ଟିକରିଂ ବ୍ୟବସ୍ଥାକୁ…

Continue Readingଏଣିକି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିଆଯାଉଥିବା ଔଷଧରେ ହେବ ଷ୍ଟିକରିଂ, ଆଉ ମାର୍କର ବ୍ୟବହାର କରିବେନି କର୍ତ୍ତୃପକ୍ଷ

ଗଣପତ୍ ମଣ୍ଡପରେ ଧୁମଧାମରେ ପାଳିତ ହେଲା ଗଣେଶଙ୍କ ଦ୍ଵିତୀୟ ଦିନ ପୂଜା, ଯୋଗ ଦେଲେ ବିଶିଷ୍ଟ ନେତୃବୃନ୍ଦ

ଅନୁଗୁଳ : ସ୍ଥାନୀୟ ଅମଲାପଡ଼ାର କ୍ଲବ ଗଣପତ୍ ମଣ୍ଡପରେ ଗଜାନନଙ୍କ ଦ୍ଵିତୀୟ ଦିନ ପୂଜା ବେଶ୍ ଧୁମଧାମରେ ଅନୁଷ୍ଠିତ ହୋଇଛି। ଆଜି ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ,…

Continue Readingଗଣପତ୍ ମଣ୍ଡପରେ ଧୁମଧାମରେ ପାଳିତ ହେଲା ଗଣେଶଙ୍କ ଦ୍ଵିତୀୟ ଦିନ ପୂଜା, ଯୋଗ ଦେଲେ ବିଶିଷ୍ଟ ନେତୃବୃନ୍ଦ

ମିଶନ ଶକ୍ତି ପକ୍ଷରୁ ରୋଗୀଙ୍କୁ ଖାଦ୍ୟ ଯୋଗାଣ ଆରମ୍ଭ

ଅନୁଗୁଳ: ସ୍ଥାନୀୟ ବଣୀଆବାହାଳ ନାରୀ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଆଜି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମାନଙ୍କୁ ଖାଦ୍ୟ ବା ପଥ୍ୟ ଯୋଗାଣର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ସିଡିଏମଓ ଡା…

Continue Readingମିଶନ ଶକ୍ତି ପକ୍ଷରୁ ରୋଗୀଙ୍କୁ ଖାଦ୍ୟ ଯୋଗାଣ ଆରମ୍ଭ

ହୋଲଡିଂ ଟ୍ୟାକ୍ସ ଓ ଟ୍ରେଡିଂ ଲାଇସେନ୍ସ ପାଇଁ ମ୍ୟୁନିସିପାଲଟିର ମୌଖିକ ନିର୍ଦ୍ଦେଶକୁ ବ୍ୟବସାୟୀ ସଂଘର ବିରୋଧ, ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବାକୁ ନଗରପାଳଙ୍କୁ ଦାବି

ଅନୁଗୁଳ: ଅନୁଗୁଳ ପୌରପାଳିକା ପକ୍ଷରୁ ସମସ୍ତ ବ୍ୟବସାୟୀଙ୍କୁ ହୋଲଡିଂ ଟ୍ୟାକ୍ସ ଓ ଟ୍ରେଡିଂ ଲାଇସେନ୍ସ କରିବାକୁ କୁହାଯାଇଛି। ଏ ନେଇ ବିଧିବଦ୍ଧ ଭାବେ ଲିଖିତ ରୂପେ କୌଣସି ବିଜ୍ଞପ୍ତି ଜାରି ନ କରି ପୌରପାଳିକା ମୌଖିକ ଭାବେ ଦୋକାନୀଙ୍କୁ ଏହି ନିର୍ଦ୍ଦେଶ…

Continue Readingହୋଲଡିଂ ଟ୍ୟାକ୍ସ ଓ ଟ୍ରେଡିଂ ଲାଇସେନ୍ସ ପାଇଁ ମ୍ୟୁନିସିପାଲଟିର ମୌଖିକ ନିର୍ଦ୍ଦେଶକୁ ବ୍ୟବସାୟୀ ସଂଘର ବିରୋଧ, ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବାକୁ ନଗରପାଳଙ୍କୁ ଦାବି

ଅନୁଗୁଳରେ ସ୍ୱାୟତ୍ତ ଶାସନ ଦିବସ

ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ଅନୁଗୁଳ ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଓଡିଶା ବିଧାନସଭା ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ସମାରୋହକୁ ଉଦଘାଟନ କରିଥିଲେ। ଅନୁଗୁଳ ପୌରପାଳିକାର ସର୍ବାଙ୍ଗୀନ ଉନ୍ନତି ପାଇଁ ଜନ ସାଧାରଣଙ୍କ…

Continue Readingଅନୁଗୁଳରେ ସ୍ୱାୟତ୍ତ ଶାସନ ଦିବସ