ପୌରନିର୍ବାହୀ ଅଧିକାରୀଙ୍କ ସହ ବ୍ୟବସାୟୀଙ୍କ ଆଲୋଚନା, ଆଜି ଠାରୁ ବଜାରରେ ମାଇକ ମାଧ୍ୟମରେ ବ୍ୟବସାୟୀଙ୍କୁ ସଚେତନ କରାଇବ ପୌରପାଳିକା
ଅନୁଗୁଳ: ସହରରେ ଅନେକ ଦୋକାନୀଙ୍କ ଟ୍ରେଡ ଲାଇସେନ୍ସ ନ ଥିବାରୁ ଦୋକାନ ସିଲ୍ ହେଉଅଛି। ଏଥିନେଇ ଅନୁଗୁଳ ଜିଲ୍ଲା କେଟ୍ ତରଫରୁ ପୌରନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ସହ ଆଲୋଚନା କରାଯାଇଛି। ପୌରପାଳିକା ଓ କେଟ୍ ମିଶି ପ୍ରତି ସପ୍ତାହରେ…
