ପୂର୍ବତନ ସୈନିକ ସଂଘ ପକ୍ଷରୁ କର୍ମଶାଳା
ଅନୁଗୁଳ: ଅନୁଗୁଳ ପୂର୍ବତନ ସୈନିକ ସଂଘ ବା ଏଡିଭି ପକ୍ଷରୁ ବାସନ୍ତୀ ଦୁର୍ଗା ମଣ୍ଡପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ସଦସ୍ୟ ମାନଙ୍କ ଜୀବନ ପ୍ରମାଣ ପତ୍ର,ପେନସନ ସମସ୍ୟା ,ବ୍ୟାଙ୍କ୍ ସମସ୍ୟା ଏବଂ ସଂଘର ଆଗାମୀ କାର୍ଯ୍ୟାବଳୀ ସମ୍ପର୍କରେ…
ଅନୁଗୁଳ: ଅନୁଗୁଳ ପୂର୍ବତନ ସୈନିକ ସଂଘ ବା ଏଡିଭି ପକ୍ଷରୁ ବାସନ୍ତୀ ଦୁର୍ଗା ମଣ୍ଡପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ସଦସ୍ୟ ମାନଙ୍କ ଜୀବନ ପ୍ରମାଣ ପତ୍ର,ପେନସନ ସମସ୍ୟା ,ବ୍ୟାଙ୍କ୍ ସମସ୍ୟା ଏବଂ ସଂଘର ଆଗାମୀ କାର୍ଯ୍ୟାବଳୀ ସମ୍ପର୍କରେ…
ଅନୁଗୁଳ: ରାଜ୍ୟ ସରକାର ଓ ପୋଲିସର ମିଳିତ ଆନୁକୂଲ୍ୟରେ ଓ.ପି. ଜିନ୍ଦଲ ସ୍କୁଲରେ ସାଇବର ସୁରକ୍ଷା ଏବଂ ସଚେତନତା ଉପରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଶ୍ୱିନୀ କୁମାର ସାହୁ, ଅତିରିକ୍ତ ଏସପି ସୁଶ୍ରୀ…
ଅନୁଗୁଳ: ରାଷ୍ଟ୍ରୀୟ ଏକତା ଦିବସ ଅବସରରେ DIET ଅନୁଗୁଳ ଓ ଛେଣ୍ଡିପଦା ପୋଲିସର ସହଯୋଗରେ 'ଏକତା ଦୌଡ଼' (Run for Unity) ଆୟୋଜିତ ହୋଇଯାଇଛି। ଛାତ୍ରଶିକ୍ଷକ, ଅଧ୍ୟାପକ/ଅଧ୍ୟାପିକା ଓ ପୋଲିସ୍ ପ୍ରତିନିଧିମାନେ ଜଗନ୍ନାଥ ମନ୍ଦିର ନିକଟରୁ ଥାନା ଛକ ପର୍ଯ୍ୟନ୍ତ ଦୌଡ଼ି…
କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଲି ଡ୍ୟାମ୍ ସାଇଟ୍ ପୋଲିସ୍ ପକ୍ଷରୁ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟଠାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଲୌହମାନବ ସର୍ଦ୍ଦାର ବଲ୍ଳଭଭାଇ ପଟେଲଙ୍କ ସ୍ମୃତିଚାରଣ କରାଯାଇଥିଲା। ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲୌହମାନବଙ୍କ…
କିଶୋରନଗର: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଜାମୁଝରି ଗାଁରେ ସୀତାରାମ ମଠର ବାର୍ଷିକ ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି। ସକାଳ ୭ଟାରେ ରୀତିନୀତି ଅନୁସାରେ ନାମସଂକୀର୍ତ୍ତନ ସହ ଗାଁ ପୋଖରୀରୁ ପାଣି ଉଠାଇ କଳସଯାତ୍ରା କରି କଳସ ସ୍ଥାପନ କରାଯାଇଥିଲା। ଏଗାରଟାରେ…
ଛେଣ୍ଡିପଦା: ବାଗଡିଆ ଥାନା ପକ୍ଷରୁ ବାଗଡିଆ ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା ନେଇ ବିଭିନ୍ନ କାର୍ଯ୍ୟକ୍ରମ ଓ ସଭା ଅନୁଷ୍ଠିତ ହୋଇଛି। ଥାନା ଅଧିକାରୀ ବିପ୍ଳବ କୁମାର ସାହୁଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ଓ ଜନସାଧାରଣଙ୍କୁ ନେଇ ଏହି ସଚେତନତା…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀକୁ ଧୁମଧାମରେ ପାଳନ କରିବା ପାଇଁ ବୁଧବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଗଡସନ୍ତ୍ରୀ ପଞ୍ଚାୟତ କାର୍ଯ୍ୟାଳୟରେ ବିଶ୍ଵ ଯୁବ କେନ୍ଦ୍ର, ବଣିନାଳି ଦ୍ୱାରା ପରିଚାଳିତ ‘ଆକ୍ସେସ ଟୁ ଜଷ୍ଟିସ’ ପ୍ରକଳ୍ପ ଅଧୀନରେ ସରକାରୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ଓ ସମ୍ପର୍କ ବୈଠକ ଅନୁଷ୍ଠିତ ହୋଇଛି। ଅତିଥି ଭାବେ ଶିଶୁ ବିକାଶ…
ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକର ଲୁହାମୁଣ୍ଡା ମା’ ହିଙ୍ଗୁଳାଈ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ୫୧ ଜଣ ଛାତ୍ରଛାତ୍ରୀ ବିଭିନ୍ନ ବିଦ୍ୟାଳୟରୁ ଅଂଶଗ୍ରହଣ କରିଥିଲେ। ପ୍ରଧାନ ଶିକ୍ଷକ ପ୍ରଶାନ୍ତ…
ଅନୁଗୁଳ: ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ 'ପ୍ରତିଭା' ପକ୍ଷରୁ ବାର୍ଷିକ ରାଜ୍ୟ ସ୍ତରୀୟ ଉତ୍ସବ ୨୦୨୫ ଉଦଯାପିତ ହୋଇଯାଇଛି।ଉଦଯାପନୀ ସନ୍ଧ୍ୟାକୁ ମୁଖ୍ୟ ଅତିଥି ରୂପେ ଉଦଘାଟନ କରିଥିଲେ ନଗରପାଳ ଅକ୍ଷୟ କୁମାର ସାମନ୍ତ। ଶ୍ରୀ ସାମନ୍ତ ଅନୁଷ୍ଠାନର ଉଚ୍ଚ ପ୍ରଶଂସା କରିବା ସହ…