ଅନୁଗୁଳ ମେଡ଼ିକାଲରେ ଯୋଗଦେଲେ ନୂଆ ଆକାଉଣ୍ଟସ ଅଫିସର
ଅନୁଗୁଳ: ରାଜ୍ୟ ସରକାରଙ୍କ ଗତ ଜାନୁୟାରୀ ୨୮ ତାରିଖର ନୋଟିଫିକେଶନ ଅନୁଯାୟୀ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ନୂଆ ଆକାଉଣ୍ଟସ ଅଫିସର ଯୋଗଦାନ କରିଛନ୍ତି। ଯୋଗଦାନ କରିଥିବା ନୂଆ ଅଧିକାରୀ ଦିବ୍ୟ ସିଂହ ନାୟକ, ଓଏଫଏସ-୧ ହିଞ୍ଜିଳିକାଟୁ ବ୍ଲକ୍ ଅଫିସରୁ…
