ତାଳଚେରରେ ଆର୍ଟିପିସିଆର୍ ଟେଷ୍ଟିଂ ଦାବି
ଅନୁଗୁଳ: ତାଳଚେର ଉପଖଣ୍ଡ ମୁଖ୍ୟ ସରକାରୀ ଡାକ୍ତରଖାନାରେ କୋଭିଡ୍ ଚିହ୍ନଟ ପାଇଁ କେବଳ ଆଣ୍ଟିଜେନ୍ ଟେଷ୍ଟ କରାଯାଉଥିବା ବେଳେ ଆରଟିପିସିଆର୍ ପରୀକ୍ଷା କରାଯାଉନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଦିନକୁ ଦିନ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ…