ମହାମାରୀରେ ଶବ ସଂସ୍କାର, ଚିନ୍ମୟୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ଟୁଇଟ୍
ଅନୁଗୁଳ:ସଂପ୍ରତି କରୋନା ସମୟରେ ଖବର ପାଇ ଚିନ୍ମୟୀ ନିଜର ଉଲ୍ଲେଖନୀୟ ସମାଜସେବା ଦ୍ବାରା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଛେଣ୍ଡିପଦା ବ୍ଲକ୍ ଜରପଡ଼ାରେ ରହୁଛନ୍ତି ଚିନ୍ମୟୀ ଦାସ। ସଂକ୍ରମଣ ଭୟରେ କେତେକ ସ୍ଥାନରେ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶବ ନିକଟକୁ…
