ଶିକ୍ଷଣ ଶିକ୍ଷା ଦାନ ସାମଗ୍ରୀ ପ୍ରସ୍ତୁତି ନେଇ କର୍ମଶାଳା, ଯୋଗ ଦେଲେ ୨୦ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ
ଅନୁଗୁଳ: ଅନୁଗୁଳ ବ୍ଲକ ମାଟିଆସାହି କ୍ଲଷ୍ଟର ଅନ୍ତର୍ଗତ ପୁରୁଣାଗଡ଼ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷଣ ଶିକ୍ଷା ଦାନ ସାମଗ୍ରୀ ପ୍ରସ୍ତୁତି ନେଇ ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ନାଏକ କର୍ମଶାଳା ଉଦଘାଟନ କରିଥିଲେ। ସିଆରସିସି ବିନୟ…
