ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଅନୁଗୁଳ: ଭାରତୀୟ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟରମଣଙ୍କ ଉଦ୍ଦେଶ୍ୟରେ ଆଜି ଅନୁଗୁଳ ଗାନ୍ଧିମାର୍ଗ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଛି। ଅନୁଗୁଳର ବୈଜ୍ଞାନିକ ଜିତେନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀମାନେ କିଭଳି…

Continue Readingସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ମାର୍ଚ୍ଚ ୨୨ ରୁ ପାଳଲହଡ଼ା ମହୋତ୍ସବ, ସରିଲା ପ୍ରସ୍ତୁତି ବୈଠକ

ଅନୁଗୁଳ: ପାଳଲହଡ଼ା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଶୁକ୍ରବାର ଉପଜିଲ୍ଲାପାଳଙ୍କ ବୈଠକ କକ୍ଷରେ ଆୟୋଜିତ ହୋଇଛି। ଏହି ପ୍ରସ୍ତୁତି ବୈଠକରେ ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପଟେଲ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ମହାନ୍ତି ଯୋଗ…

Continue Readingମାର୍ଚ୍ଚ ୨୨ ରୁ ପାଳଲହଡ଼ା ମହୋତ୍ସବ, ସରିଲା ପ୍ରସ୍ତୁତି ବୈଠକ

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା, ଗ୍ରାମ ପରିକ୍ରମା କରିବା ସହ ସମ୍ମାନିତ କଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅବସର ନେଲେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ। ଏ ଅବସରରେ ସ୍କୁଲ ପକ୍ଷରୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ…

Continue Readingପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା, ଗ୍ରାମ ପରିକ୍ରମା କରିବା ସହ ସମ୍ମାନିତ କଲେ ଛାତ୍ରଛାତ୍ରୀ

ପର୍ଯ୍ୟବେକ୍ଷଣ ଟାୱାର ଉଦଘାଟିତ

ଅନୁଗୁଳ: ତାଳଚେର ରେଞ୍ଜ ବୁଲାଝର ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ବାରୁଆଁ ଠାରେ ଏକ ପର୍ଯ୍ୟବେକ୍ଷଣ ଟାୱାର ଉଦଘାଟିତ ହୋଇଯାଇଛି। ପାଳଲହଡା ବିଧାୟକ ଅଶୋକ ମହାନ୍ତି, ଡିଏଫଓ ଅନୁଗୁଳ, ତାଳଚେର ରେଞ୍ଜ ଅଫିସର ସୁକାନ୍ତି ଦେଇ,କୁଲେଇ ସରପଞ୍ଚ ଜ୍ୟୋତିର୍ମୟୀ ଗଡ଼ନାୟକ ଏବଂ ତାଳଚେରର…

Continue Readingପର୍ଯ୍ୟବେକ୍ଷଣ ଟାୱାର ଉଦଘାଟିତ

ଅନୁଗୁଳରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଅନୁଗୁଳ : ଅନୁଗୁଳରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ସମ୍ବର୍ଦ୍ଧନା। ମନ୍ତ୍ରୀ ଶ୍ରୀ ପାତ୍ର ଆଜି ଇଣ୍ଟରସିଟି ଟ୍ରେନ ଯୋଗେ ବଲାଙ୍ଗୀର ଗସ୍ତ କରିଥିଲେ। ଏ ଅବସରରେ ଅନୁଗୁଳ ରେଲୱେ ଷ୍ଟେସନ…

Continue Readingଅନୁଗୁଳରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ଓ କେନ୍ଦ୍ର ରାଜ୍ୟ ବଜେଟ ସମ୍ପର୍କିତ କମିଟି ନେଇ ଜିଲ୍ଲା ବିଜେପିର ପ୍ରସ୍ତୁତି ବୈଠକ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥିପାଇଁ ଅନୁଗୁଳ ଜିଲ୍ଲାରେ ସଂଚାଳନ ସମିତି ଓ ସମ୍ବର୍ଦ୍ଧନା କମିଟି…

Continue Readingଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ଓ କେନ୍ଦ୍ର ରାଜ୍ୟ ବଜେଟ ସମ୍ପର୍କିତ କମିଟି ନେଇ ଜିଲ୍ଲା ବିଜେପିର ପ୍ରସ୍ତୁତି ବୈଠକ

ଦାୟିତ୍ୱ ନେଲେ ନୂଆ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟାଳୟରେ ମୁଣ୍ଡିଆ ମାରି କଲେ ଗୃହ ପ୍ରବେଶ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପିର ନୂତନ ସଭାପତି ଭାବେ ଯଯାତି ପଟ୍ଟନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନ ନୂତନ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକଙ୍କୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ନୂତନ…

Continue Readingଦାୟିତ୍ୱ ନେଲେ ନୂଆ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟାଳୟରେ ମୁଣ୍ଡିଆ ମାରି କଲେ ଗୃହ ପ୍ରବେଶ

ଚଣ୍ଡୀଖମଣ ମନ୍ଦିର ମହାଶିବରାତ୍ରି ପାଳନ ପ୍ରସ୍ତୁତି

ଅନୁଗୁଳ: ଅନୁଗୁଳ କାଙ୍ଗୁଲା ସ୍ଥିତ ଚଣ୍ଡୀଖମଣ ଶ୍ରୀ ଚମ୍ପେଶ୍ବର ମହାଦେବଙ୍କ ମନ୍ଦିରରେ ଆସନ୍ତା ୨୬ ତାରିଖ ବୁଧୁବାର ଦିନ ମହାଶିବରାତ୍ରି ପାଳନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ ସଭାପତି ଗିରିଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ମନ୍ଦିର ପାରିପାର୍ଶ୍ବ ସଫେଇ…

Continue Readingଚଣ୍ଡୀଖମଣ ମନ୍ଦିର ମହାଶିବରାତ୍ରି ପାଳନ ପ୍ରସ୍ତୁତି

ନିଯୁକ୍ତି ଦାବି: ଜିଲ୍ଲାପାଳ ଅଫିସ ସାମ୍ନାରେ ଏନ୍‌ଟିପିସିର ଟିଟିପିଏସ୍‌ ପ୍ଲାଣ୍ଟ ଦ୍ବାରା କ୍ଷତିଗ୍ରସ୍ତ ପ୍ରଜାଙ୍କ ଧାରଣା

ଅନୁଗୁଳ: ନିଯୁକ୍ତି ଦାବିରେ ଏନ୍‌ଟିପିସିର ଟିଟିପିଏସ୍‌ ପ୍ଲାଣ୍ଟ ଦ୍ବାରା କ୍ଷତିଗ୍ରସ୍ତ ପ୍ରଜା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ସେମାନେ ଅଭି‌ଯୋଗ କରିଛନ୍ତି ଯେ, ଟିଟିପିଏସ୍‌ ପ୍ଲାଣ୍ଟ ପାଇଁ ସେମାନେ ଜମି ହରାଇଛନ୍ତି। କିନ୍ତୁ ତ୍ରୁଟିପୂର୍ଣ୍ଣ ତଥ୍ୟ ପାଇଁ ଆଜି…

Continue Readingନିଯୁକ୍ତି ଦାବି: ଜିଲ୍ଲାପାଳ ଅଫିସ ସାମ୍ନାରେ ଏନ୍‌ଟିପିସିର ଟିଟିପିଏସ୍‌ ପ୍ଲାଣ୍ଟ ଦ୍ବାରା କ୍ଷତିଗ୍ରସ୍ତ ପ୍ରଜାଙ୍କ ଧାରଣା

ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ରକ୍ତଦାନ ଶିବିର: ୨୫୩ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଠିକାଦାର ସଂଘ ଓ ଜିଲ୍ଲା ରକ୍ତ ଭଣ୍ଡାର ଆନୁକୂଲ୍ୟରେ ଏକ ବିଶାଳ ରକ୍ତଦାନ ଶିବିର ସ୍ଥାନୀୟ ଲାଇଟ ହାଉସ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଶିବିରରେ ୨୫୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର…

Continue Readingଜିଲ୍ଲା ଠିକାଦାର ସଂଘ ପକ୍ଷରୁ ରକ୍ତଦାନ ଶିବିର: ୨୫୩ ୟୁନିଟ ରକ୍ତ ସଂଗୃହୀତ